ଓଡିଶା ରେ ହ୍ରାସ ପାଇଛି ସୁନା ଦର

ଓଡିଶା;ଆଜି  ଓଡିଶା ରେ ହ୍ରାସ ପାଇଛି ସୁନା ଦର  । ଓଡ଼ିଶାର ରାଜଧାନୀରେ ବର୍ତ୍ତମାନ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୫,୦୦୦ ରହିଥିବା ବେଳେ ଓଡ଼ିଶା ସମେତ ଦେଶର ପ୍ରମୁଖ ସହରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୫,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ଦର ହଶ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ହୋଇଛି । ଭାରତୀୟ ବଜାରରେ ସୁନା ଦରରେ ଆଜି ପରିବର୍ତ୍ତନ ଘଟିଛି । ମୁମ୍ବାଇରେ ୨୨ କ୍ୟାରେଡ ଓ ୨୪ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୫,୦୦୦ ଓ ୬୦,୦୦୦ ଟଙ୍କା ରହିଥିବାର ରେକର୍ଡ କରାଯାଇ ଥିବା ବେଳେ ନୂଆଦିଲ୍ଲୀରେ ସୁନାର ଦର ଯଥାକ୍ରମେ ୫୫,୧୫୦ ଓ ୬୦,୧୫୦ ଟଙ୍କା ରହିଛି ।