ଭାରତୀୟ ଜନତା ପାର୍ଟିର ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବରଙ୍କ ଦ୍ଵାରା ନୂତନ ଭାଜପା ଟିମ ଘୋଷିତ । ଉପ ସଭାପତି ଭାବେ ମାମିଡି ରାଜେଶ୍ୱରି, ଜି ଶ୍ରୀଧର ନାଇଡ଼ୁ, ପି ବାବୁ ରାଓ, କୃଷ୍ଣଚନ୍ଦ୍ର ବିଷୋୟୀ, ଆର.ବିଜୟ କୁମାର, ଶିବରାମ ମହାଙ୍କୁଡ, ବନ୍ଦନା ବଡ଼ମୁଣ୍ଡି, କାମଦେବ ବଡ଼ ନାୟକ।
ସେହିପରି ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ମହାପାତ୍ର, ଇ. ପ୍ରଶାନ୍ତ, ଅମ୍ବିକା ପ୍ରସାଦ ଘଡାଇ, ସମ୍ପାଦକ ଭାବରେ କେ.ଭେଣୁ ଗୋପାଲ, ରୋକୋମ ସତୀଶ, ଏମ. ଲୋକନାଥମ୍, ଉମା ଶଙ୍କର ପାତ୍ର, ସସ୍ମିତା ମିଶ୍ର, ରଜନୀକାନ୍ତ ରାଇତ, ମାୟାଦେବି ମଣ୍ଡଳ ସୁନୀତା ମଲ୍ଲିକ, ଓ କୋଷାଧ୍ୟକ୍ଷ ଭାବେ ଭି.ଭର୍ଡାରାଜୁ, ନଗର ସଭାପତି ଭାବେ ବାଳକୃଷ୍ଣ ପାତ୍ରଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବରେ 70 ଜଣ ବରିଷ୍ଠ ନେତା ମାନଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲ୍ଲା ପ୍ରଭାରୀ ବିଶେଶ୍ୱର ଟୁଡୁଙ୍କ ଅନୁମୋଦନ କ୍ରମେ ମୋନୋନିତ କରାଯାଇଥିବା ବେଳେ ନୂତନ ଟିମ ର ସଦସ୍ୟ ଙ୍କୁ ଜିଲ୍ଲା ସଭାପତି ନବ କିଶୋର ଶବର ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ଉପ ସଭାପତି କେ.ନାରାୟଣ ରାଓ ଶୁଭେଚ୍ଛା ଜଣାଇଛନ୍ତି।