କଟକ: ଚଳନ୍ତା ବସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିବା ଜଗନ୍ନାଥ ବସଟି କଟକ ମଲା ଚଣ୍ଡୀଆ ଛକରେ ଠାରେ ହଠାତ ନିଆ ଲାଗି ଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ବସକୁ ଟିକୁ ଅଟକାଇ ଦିଆଯାଇଥିଲା । ପରେ ବସରେ ଥିବା ସମସ୍ତ ଯାତ୍ରୀ ବାହାରକୁ ବାହାରି ଆସିଥିଲେ । ତେବେ ବସରେ ନିଅାଁ ଜଳୁଥିବାର ଦେଖି ସ୍ଥାନିୟ ଲୋକେ ନିଆଁ ଟିକୁ ଆୟତ କରିଥିବା କୁହାଯାଉଛି । ଏହାପରେ ଅଗ୍ନିଶମ ବାହିନି ଆସି ନିଆଁକୁ ସମ୍ପୁର୍ଣ୍ଣ ଆୟତ କରିଥିଲା । ତେବେ ନିଆଁ ଟି ବସର ଡିକିରୁ ବାହାରି ଥିବା କୁହାଯାଉଥିବା ବେଳେ ଡିକିରେ ଥିବା ଜିନିଷରୁୁ ନିଅାଁ ଲାଗିଥିôବା ଡ୍ରାଇଭର କହିଛନ୍ତି ।