ପୁଣି ଚାଷୀ ଆତ୍ମହତ୍ୟା

( ଓମପ୍ରକାଶ ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ବଘିଆ ଗ୍ରାମ ପଞ୍ଚାୟତ ର ପୁରୁଣାପାଣି ଗ୍ରାମର ଚାଷୀ ଗୈ।ତମ ବଗତ୍ତୀ ଚାଷ ରେ କ୍ଷତି ହୋଇଥିବା ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ରେ ଗ୍ରାମବାସୀ ବଲାଙ୍ଗୀର ସୋନପୁର ୫୭ ନମ୍ବର ମୁଖ୍ୟ ରାସ୍ତା ଜାତୀୟ ରାଜପଥ ଉପରେ ଶବରଖି ଅବରୋଧ କରିଛନ୍ତି।