ଶୌଚ କରିବାକୁ ଯାଇଥିବା ବେଳେ ଟାଣ ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ପୁଣି ଏକ ମୁଣ୍ଡନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । ଏପରି ଘଟଣା ଘଟିଛି କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗାଁ ରେ । କୁମ୍ଭୀର ଟାଣି ନେଇଥିବା ବକ୍ତି ଜଣକ ହେଉଛନ୍ତି ଅମୂଲ୍ୟ ଦାସ । ଶୌଚ କରିବାକୁ ଯାଇଥିବା ବେଳେ ଏପରି ହୋଇଛି । ଅମୂଲ୍ୟ ଦାସ ନିଖୋଜ ଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗତି ମାସ ଭିତରେ କୁମ୍ଭୀର ଆତଙ୍କରେ ଗଲାଣି ୪ ଜୀବନ ।