ହାଇଡ୍ରା ଗାଡି ଓଲଟି ଡ୍ରାଇଭର ମୃତ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧିନସ୍ତ ଯୋଲକୋ ରେତ ନଦୀରେ ପାଖରେ ଅଭାବନୀୟ ଘଟଣା
(କଳାହାଣ୍ଡି/ଜନକ ପୋଡ଼) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧିନସ୍ତ ଯୋଲକୋ ରେତ ନଦୀରେ ପାଖରେ ଅଭାବନୀୟ ଘଟଣା । ତେବେ ସୁନୀଲ କୁମାର ଅଗ୍ରୱାଲ ନାମକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ସମୟରେ ହାଇଦ୍ରା ମେସିନ ଓଲଟି ଯିବା ଫଳରେ ଉକ୍ତ ହାଇଦ୍ରା ଡ୍ରାଇଭର ସୁମନ ସାହୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା କୁ ନେଇ କେସିଙ୍ଗା ପୋଲିସରେ ତଦନ୍ତ ଚାଲୁଥିବା ବେଳେ ଦୁର୍ଘଟଣା ହୋଇଥିବା ଗାଡିର କୌଣସି ପଞ୍ଜିକରଣ ହୋଇନଥିବା ସ୍ୱଷ୍ଟ ହୋଇଛି ।