• Friday, April 3, 2026

Reporterstoday Logo Reporterstoday Logo - Reporters Today Odia

Editor
  • English
  • ହୋମ୍
  • ଓଡିଶା
  • ଦେଶ ବିଦେଶ
  • ଶିକ୍ଷା
  • ଅପରାଧ
  • ରାଜନୀତି
  • ଵାଣିଜ୍ୟ
  • ଖେଳ
  • ପ୍ରଯୁକ୍ତି ବିଦ୍ୟା
  • ଯୋଗାଯୋଗ
  • ଜୀବନ ପ୍ରଣାଳୀ
  • ଧର୍ମ
  • ବିଜ୍ଞାନ
  • ମନୋରଞ୍ଜନ
  • ସ୍ୱାସ୍ଥ୍ୟ
Reporters Today Odia
  • Home
  • ବିଶ୍ୱ
  • ନୀଳ ପକ୍ଷୀ ପରିବର୍ତ୍ତେ ଡଗି ହେଲା ଟ୍ୱିଟର ନୂଆ ଲୋଗ

ନୀଳ ପକ୍ଷୀ ପରିବର୍ତ୍ତେ ଡଗି ହେଲା ଟ୍ୱିଟର ନୂଆ ଲୋଗ

ବିଶ୍ୱ
By Reporters Today Bureau Last updated Apr 4, 2023
Share

ଟ୍ୱିଟରରେ ବଡ ଧରଣର ପରିବର୍ତ୍ତନ । ଟ୍ୱିଟର ଲୋଗ ବଦଳି ଯାଇ ଏବେ ନୀଳ ପକ୍ଷୀ ପରିବତ୍ତେ ର୍ଡଗିକୁ ନୂଆ ଲୋଗ ଭାବେ ବନାଇଛନ୍ତି ଏଲନ ମସ୍କ । ଏହା ସାହିତ ବ୍ଲୁ ଟିକ ବଦଳରେ ଆସିଲା ୟେଲୋ ଟିକ୍ । ଏବେ ନୀଳ ପକ୍ଷୀ ସ୍ଥାନରେ ୟୁଜର୍ସ ଦେଖିବାକୁ ପାଇଛନ୍ତି ଡଗି । ଗତ ବର୍ଷ ୪୪ ଆରବ ଡଲାରରେ ଟ୍ୱିଟର କିଣିଥିଲେ ଏଲନ ମସ୍କ । ଟ୍ୱିଟର କିଣିବା ପରେ ସିଇଓ ପରାଗ ଅଗ୍ରୱାଲକୁ ବାହାର କରିଦେଇଥିଲେ ମସ୍କ । ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା ମଧ୍ୟ କରିଥିଲେ । ଭାରତରେ ଟ୍ୱିଟର ପାଇଁ କାମ କରୁଥିବା ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ଦିଲ୍ଲୀ ଓ ମୁମ୍ବାଇରେ ଅଫିସ ବନ୍ଦ କରିଥିଲା ଟ୍ୱିଟର । କେବଳ ବେଙ୍ଗାଲୁରୁରେ ଚାଲିଛି ଟ୍ୱିଟର ଅଫିସ ।

 

reporterstodayTwitter logo
Share FacebookTwitterGoogle+ReddItWhatsAppPinterestEmail
You might also like More from author
ଦେଶ ବିଦେଶ

ଲଞ୍ଚ ହେଲା ଆର୍ଟେମିସ୍-୨ ମିଶନ, ୫୩ ବର୍ଷ ପରେ ପୁଣି ଚନ୍ଦ୍ର ନିକଟକୁ ମାନବ ଯାତ୍ରା

ଦେଶ ବିଦେଶ

ଇରାନର ଇସଫାହାନରେ ଆମେରିକାର ଭୟଙ୍କର ଆକ୍ରମଣ, ବଙ୍କର-ବଷ୍ଟର ବୋମାରେ କମ୍ପିଲା ସହର

ବିଶ୍ୱ

ଟ୍ରମ୍ପଙ୍କ ବିରୋଧରେ ୮୦ ଲକ୍ଷ ଲୋକ

ଓଡିଶା

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ବଡ ଖବର ।

Prev Next

ଓଡିଶା

ଉଦ୍ଧାର ହେଲା ୧୧ ଫୁଟିଆ କିଙ୍ଗ କୋବ୍ରା

Apr 2, 2026

ପ୍ରେମ ବ୍ୟାପାରକୁ ନେଇ କିରୋସିନ ଢାଳି ଲଗାଇଥିଲେ ନିଆଁ

Apr 2, 2026

୧୮୮୯ ଅଙ୍ଗନବାଡି ଗୃହର ଲୋକାର୍ପଣ, ୨୦୨୭ ସୁଦ୍ଧା ସମସ୍ତ କେନ୍ଦ୍ର…

Apr 2, 2026

କନ୍ୟା ସୁମଙ୍ଗଳ ଯୋଜନା: ଜନ୍ମ ପରେ ଝିଅ ନାମରେ ଟଙ୍କା ଜମା, ୨୧ ବର୍ଷରେ…

Apr 2, 2026

ସହରାଞ୍ଚଳରେ ୩ ମାସ ମଧ୍ୟରେ PNG ସଂଯୋଗ, ଭଡ଼ାଟିଆମାନେ ମଧ୍ୟ ପାଇବେ…

Apr 2, 2026

ମେ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ, ସହିତେ ମିଳିବ…

Apr 2, 2026

ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ଇ-ମେଲରେ ୧୩ ବୋମା ଥିବା ଦାବି

Apr 2, 2026

ଭାରତ

ପଶ୍ଚିମବଙ୍ଗ ସରକାରକୁ ସୁପ୍ରିମକୋର୍ଟର ଭର୍ତ୍ସନା, ଆଇନ-ଶୃଙ୍ଖଳା ନେଇ…

Apr 2, 2026

ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ, କହିବା ଅଧିକାର…

Apr 2, 2026

ଲଞ୍ଚ ହେଲା ଆର୍ଟେମିସ୍-୨ ମିଶନ, ୫୩ ବର୍ଷ ପରେ ପୁଣି ଚନ୍ଦ୍ର ନିକଟକୁ…

Apr 2, 2026

ପେଟ୍ରୋକେମିକାଲ୍‌ରେ କଷ୍ଟମ୍ସ ଶୁଳ୍କ ଛାଡ଼, ଏଲପିଜିରେ କଠୋର…

Apr 2, 2026

ପୁଣିଥରେ ଅନ୍ତର୍ଜାତିୟ ସ୍ତରରେ ଅପମାନ ମୁଣ୍ଡାଇଲା ପାକ୍ ।

Apr 1, 2026

ଆଇପିଏଲ ୨୦୨୬ରେ ପଞ୍ଜାବର ଜବରଦସ୍ତ ବିଜୟ, କୁପର କୋନୋଲି ହେଲେ ହିରୋ;…

Apr 1, 2026
Prev Next 1 of 2,391

Recent Posts

ଉଦ୍ଧାର ହେଲା ୧୧ ଫୁଟିଆ କିଙ୍ଗ କୋବ୍ରା

Apr 2, 2026

ପ୍ରେମ ବ୍ୟାପାରକୁ ନେଇ କିରୋସିନ ଢାଳି ଲଗାଇଥିଲେ ନିଆଁ

Apr 2, 2026

ପଶ୍ଚିମବଙ୍ଗ ସରକାରକୁ ସୁପ୍ରିମକୋର୍ଟର ଭର୍ତ୍ସନା, ଆଇନ-ଶୃଙ୍ଖଳା ନେଇ…

Apr 2, 2026

୧୮୮୯ ଅଙ୍ଗନବାଡି ଗୃହର ଲୋକାର୍ପଣ, ୨୦୨୭ ସୁଦ୍ଧା ସମସ୍ତ କେନ୍ଦ୍ର…

Apr 2, 2026

କନ୍ୟା ସୁମଙ୍ଗଳ ଯୋଜନା: ଜନ୍ମ ପରେ ଝିଅ ନାମରେ ଟଙ୍କା ଜମା, ୨୧ ବର୍ଷରେ…

Apr 2, 2026

ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ, କହିବା ଅଧିକାର…

Apr 2, 2026

ସହରାଞ୍ଚଳରେ ୩ ମାସ ମଧ୍ୟରେ PNG ସଂଯୋଗ, ଭଡ଼ାଟିଆମାନେ ମଧ୍ୟ ପାଇବେ…

Apr 2, 2026

ବିଶେଷ

ମାର୍ଚ୍ଚ ୩ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦେଖାଯିବ ‘ବ୍ଲଡ୍…

Mar 2, 2026

ହୋଲି ପୂର୍ବରୁ କରନ୍ତୁ ଏହି କାମ, ପ୍ରଶନ୍ନ ହେବେ ମା ଲକ୍ଷ୍ମୀ

Feb 26, 2026

ଅଜବ ଏହି ବୃକ୍ଷ, ୧୦୦ ବର୍ଷରେ ମାତ୍ର ଥରେ ଫୁଟେ ଫୁଲ

Feb 13, 2026

ବିରଳ ଖଗୋଳ ଘଟଣା: ଏକକାଳୀନ ଆକାଶରେ ଗୋଟିଏ ଧାଡିରେ ଦେଖାଯିବେ ୬ଟି…

Feb 8, 2026

ପ୍ରତିବର୍ଷ ଫେବୃଆରୀ ୧ ରେ ହିଁ କାହିଁକି ହୁଏ ବଜେଟ ଅଧିବେଶନ, ଜାଣନ୍ତୁ…

Jan 24, 2026

Gen-Z ପ୍ରଭାବ: ୪ ବର୍ଷରେ ମଦ୍ୟପାନରେ ୭୪.୯୨ ଲକ୍ଷ କୋଟି ଟଙ୍କାର…

Jan 20, 2026
Prev Next 1 of 164
About Us
www.reporterstoday.com is a news web portal and monthly magazine where you can get the latest news.
Contact Us

[email protected]
LP-115, Prasanti Vihar, Housing Board Colony, Near Kiit College Bhubaneswar, Odisha, India 751024
7008420927
9937028982 / 7847944970

Share
    FacebookTwitterWhatsApp
Akruti to Odia Unicode Converter
© 2026 - Reporters Today Odia. All Rights Reserved.
Designed and Developed by Web Odisha
  • English
  • ହୋମ୍
  • ଓଡିଶା
  • ଦେଶ ବିଦେଶ
  • ଶିକ୍ଷା
  • ଅପରାଧ
  • ରାଜନୀତି
  • ଵାଣିଜ୍ୟ
  • ଖେଳ
  • ପ୍ରଯୁକ୍ତି ବିଦ୍ୟା
  • ଯୋଗାଯୋଗ
  • ଜୀବନ ପ୍ରଣାଳୀ
  • ଧର୍ମ
  • ବିଜ୍ଞାନ
  • ମନୋରଞ୍ଜନ
  • ସ୍ୱାସ୍ଥ୍ୟ