ମିଳିଲା ଜିଆରଏସଙ୍କ ଶବ

ମାରି ଫିଙ୍ଗିଦେଲେ ଦୁବୃତ୍ତ

ଜିଆରଏସ୍ ଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ରେଢାଖୋଲ ଘୋଷରାମାଳ ପଞ୍ଚାୟତର ଏଜଝ ଦୀନବନ୍ଧୁ ଦାସଙ୍କୁ ହତ୍ୟା କରାଯାଇଛି। ଧାତୁକିମାଳ ଛକରେ ମାରି ପକାଇ ଦେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ତେବେ କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।