କଟକ :ଅନୁଭବଙ୍କ ନାଁରେ NBW ଜାରି। ଅନୁଭବଙ୍କ ବିରୋଧରେ କଟକ ଜେଏମଏଫସି ଜାରି କରିଛି NBW(ଜାମିନ ବିହୀନ ଗିରଫ ପରୱାନା)। ପୁରୀଘାଟ ଥାନାରେ ରୁଜୁ ମାମଲାରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା, ହେଲେ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ । ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କଲେ କୋର୍ଟ । ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।