(ରଜନୀକାନ୍ତ ପାତ୍ର) ହିଂଜିଳି: ବିଜେଡି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିଖିଆ ଗ୍ରସ୍ତରେ ହିଂଜିଳି ନିର୍ବାଚନ ମଣ୍ଡଳୀକୁ ତୋଫାନି ଗ୍ରସ୍ତ କରିଛନ୍ତି । ସ୍ଥାନୀୟ ବ୍ଲକର କଂଛୁଡ, ସମରଜୋଳ, ଦୃବନ୍ଦ, ଗଣ୍ଡୁଳା, ଵେଲଗାଁ, ଡ଼ି ପାଟପୁର, ନଦୀଙ୍କ, ରାଳଵ, ଶିକିରି ହୋଇ ହିଂଜିଳିର କାଳୀ ମନ୍ଦିର ନିକଟରେ ପହଁଚି ବିଜୁ ପଟ୍ଟନାୟକଙ୍କ ଛକ ନିକଟରେ ପଦାର୍ପଣ କରିଥିଲେ । ନିଜର ହାଇଟେକ ବସ ର ଉପର ଛତାକୁ ପିତା ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇଥିଲେ। ସେଠାରେ ଥିବା ସମସ୍ତ ବିଜେଡିର ନେତା କାର୍ଯ୍ୟ କର୍ତ୍ତା ଓ ହିଂଜିଳିର ଗ୍ରାମବାସୀଙ୍କୁ ଆଶୀର୍ବାଦ ମାଗିଥିଲେ ।