ମଝି ଚିଲିକାରେ ଅଟକିଲା ବୋଟ୍

( ସୌମ୍ୟ ରଞ୍ଜନ ସେଠୀ) : ମଝି ଚିଲିକାରେ ଅଟକିଲା ବୋଟ୍। ଦୁଇ ଗାଁ ମଧ୍ୟରେ ବିବାଦ ଯୋଗୁଁ ପାଣି ଭିତରେ ଡଙ୍ଗା ଅଟକି ରହିଛି। ମଇଁସା-ଜହ୍ନିକୁଦା ମଧ୍ୟରେ ଡ଼ଙ୍ଗା ଚାଳନାକୁ ନେଇ ବିବାଦ ଦେଖାଦେବାରୁ ଗାଁଲୋକେ ୨ଟି ଡଙ୍ଗାକୁ ଅଟକାଇ ରଖିଛନ୍ତି। ଫଳରେ ଏଥିରେ ପୁରୀରୁ ବ୍ରହ୍ମପୁର ଯାଉଥିବା ୨ଟିବସ୍, କାର୍ ଓ ଶହ ଶହ ଯାତ୍ରୀ ଅଛନ୍ତି ।