ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡିଶା By SUDESNA JANA On Aug 29, 2023 Share ଭୁବନେଶ୍ୱର: ଆସନ୍ତାକାଲି ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଜରୁରୀ କାର୍ୟ୍ୟ ବ୍ୟସ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି । ରକ୍ଷା ବନ୍ଧନ କାର୍ୟ୍ୟକ୍ରମ ରେ ଭାଗ ନେବେ ନାହିଁ । Share FacebookTwitterGoogle+ReddItWhatsAppPinterestEmail