Browsing Category
ବିଶ୍ୱ
ପାକିବାରିକ କଳହରୁ ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା
ନୂଆଦିଲ୍ଲୀ: ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା । ପତ୍ନୀ ସମେତ ୩ ସଂପର୍କୀୟଙ୍କୁ ଗୁଳି କରି ହତ୍ୟା କଲା ସୈତାନ ସ୍ୱାମୀ । ଜର୍ଜିଆରେ ଘଟିଛି ଏଭଳି ଲୋମ ଟାଙ୍କୁରା ଘଟଣା । ପାକିବାରିକ କଳହରୁ ବଚସାକୁ ନେଇ ପତ୍ନୀକୁ ହତ୍ୟା କରିବା ପରେ ୩ ସଂପର୍କୀୟଙ୍କୁ ଗୁଳି କରି ହତ୍ୟା…
Read More...
Read More...
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦୁର୍ଘଟଣା ଗସ୍ତ ହେଲା ଟ୍ରେନିଂ ବିମାନ ।
ପୋଖରୀରେ ଖସିପଡିଲା ବିମାନ । ଅଳ୍ପକେ ଟଳିଗଲା ବଡ ଅଘଟଣ । ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଏକ ବଢ ଅଘଟଣ ଘଟିଛି ଯେଉଁଥିରେ ସେନାର ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ବିଦ୍ୟାବାହିନୀ ସ୍କୁଲ ପାଖରେ ଥିବା ଏକ ପୋଖରୀରେ ଖସି ପଡିଥିବା ଦେଖିବାକୁ…
Read More...
Read More...
ନ୍ୟୁଜିଲାଣ୍ଡର ଚ୍ୟାଲେଞ୍ଜ: T20 ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆରୁ ୧୧ ଖେଳାଳି ବାହାର
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଭାରତୀୟ କ୍ରିକେଟ୍ ଦଳର ଚିନ୍ତା ବଢ଼ାଇ ଦେଇଛି। ମାଇକେଲ୍ ବ୍ରେସୱେଲ୍ଙ୍କ ଅଧିନାୟକତ୍ୱରେ କିୱି ଦଳ ଇତିହାସ ରଚିଛି, କାରଣ ଭାରତ ମାଟିରେ ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆକୁ ଏକ ଓଡ଼ିଆଇ ସିରିଜ୍ରେ ହରାଇଛି। ଏବେ ୨୧ ଜାନୁଆରୀରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ…
Read More...
Read More...
ଭାଙ୍ଗୁଛି ଆମେରିକା ସ୍ୱପ୍ନ : ଭିସା ସଂକଟରେ ଭାରତୀୟ ଛାତ୍ରଛାତ୍ରୀ ଓ ପେଶାଜୀବୀ ଅସୁବିଧାରେ
ନୂଆଦିଲ୍ଲୀ: ଆମେରିକାରେ ଉଚ୍ଚଶିକ୍ଷା ଓ ଭଲ ଚାକିରିର ସ୍ୱପ୍ନ ଦେଖୁଥିବା ଭାରତୀୟ ଯୁବପିଢ଼ୀ ପାଇଁ ୨୦୨୫ ବର୍ଷଟି ଭାରି କଠିନ ଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ଭିସା ନୀତି କଠୋର ହେବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଆମେରିକା ଯିବା ହାରରେ…
Read More...
Read More...
ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।
ଭାରତୀୟ ପୁଞ୍ଜି ବଜାରରୁ ମୁଁହ ଫେରାଉଛନ୍ତି ବିଦେଶୀ ନିବେଶକ । ଚଳିତ ୨୦୨୬ ମସିହାର ପ୍ରଥମ ୧୬ ଦିନରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ୨୨,୫୩୦ କୋଟି ଟଙ୍କା (୨.୫ ବିଲିଅନ ଡଲାର) ଉଠାଇ ନେଲେଣି। ବିଶେଷ କରି ୨୦୨୫ ମସିହାରୁ ବିଦେଶୀ ନିବେଶକମାନେ ଭାରତ ବଜାରରୁ ମୁହଁ…
Read More...
Read More...
“ଗ୍ରୀନଲ୍ୟାଣ଼୍ଡ ନଦେଲେ ଟାରିଫ୍ ଲଗେଇବି…” ଟ୍ରମ୍ପଙ୍କ ଧମକରେ ବିଚଳିତ ଏହି ଦେଶ
ନୂଆଦିଲ୍ଲୀ: ବିଶ୍ୱକୁ ଜିତିବା ପାଇଁ ଜିଦ୍ ଧରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିରନ୍ତର ଟାରିଫକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ଏବେ, ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ତାଙ୍କୁ ବିରୋଧ କରୁଥିବା ଦେଶଗୁଡ଼ିକ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...
Read More...
ଘନେଇବାରେ ଲାଗିଛି ଆଇସିସି ଓ ବିସିବି ବିବାଦ ।
ନିକଟରେ ଆଇପିଏଲରୁ ବାଂଲାଦେଶୀ କ୍ରିକେଟ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦିଆଯିବା ପରେ ଭାରତ ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ତାହା ପରେ ଆଇସିସି ଓ ବିସିବି ବିବାଦକୁ ସଂପ୍ରସାରିତ ହୋଇଥିଲା। ଏସବୁ ମଧ୍ୟରେ ଖୋଦ୍ ବାଂଲାଦେଶ କ୍ରିକେଟ…
Read More...
Read More...
୭୫ଟି ଦେଶ ଉପରେ ଭିସା କଟକଣା ଲାଗୁ କଲା ଆମେରିକା, ଜାଣନ୍ତୁ…
ନୂଆଦିଲ୍ଲୀ: ୭୫ଟି ଦେଶ ଉପରେ ଭିସା କଟକଣା ଲାଗୁ କଲା ଆମେରିକା । ପାକିସ୍ତାନ, ବାଂଲାଦେଶ ଓ ଋଷିଆ ଭଳି ଦେଶ ଏହି ତାଲିକାରେ ସାମିଲ । ଇରାନ ସହ ତିକ୍ତତା ମଧ୍ୟରେ ୭୫ ଦେଶର ଭିସା ଆପ୍ଲିକେସନ ଗ୍ରହଣ ହେବନି । ଗତ ଜାନୁଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କାର୍ଯ୍ୟଭାର…
Read More...
Read More...
୨୩ ମିନିଟରେ ମ୍ୟାଚ୍ ଜିତାଇଦେଲେ
ମାର୍ଟିନ୍ ଗୁପ୍ଟିଲଙ୍କ ବିସ୍ଫୋରକ ଇନିଂସ । ପୂର୍ବ ମ୍ୟାଚ୍ରେ ଖାତା ଖୋଲିପାରିନଥିବା ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍ ଗୁପ୍ଟିଲ, ବର୍ତ୍ତମାନ ଦଳର ସବୁଠାରୁ ବଡ଼ ଷ୍ଟାର୍ । ଏବେ ନ୍ୟୁଜିଲାଣ୍ଡର ଚାଲିଛି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ । ଯେଉଁ ଗୁପ୍ଟିଲ ତାଙ୍କର ପୂର୍ବ ମ୍ୟାଚ୍ରେ ଖାତା ଖୋଲି…
Read More...
Read More...
ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ମୃତକଙ୍କ ନାମ ଜୟ ମହାପାତ୍ର
ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ବୃଦ୍ଧି ପାଉଥିବା ହିଂସା ମଧ୍ୟରେ ସୁନାମଗଞ୍ଜ ଜିଲ୍ଲାରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଜୟ ମହାପାତ୍ରୋ। ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ପ୍ରଥମେ ନିର୍ମମ ଭାବରେ…
Read More...
Read More...