Browsing Category

ବିଶ୍ୱ

ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ଅଭିଶେକଙ୍କୁ ସୁପର ୮ ରେ ନନେଇ ପାରେ ଭାରତ ।

ବ୍ୟାଟ୍‌ରୁ ଆଉ ବାହାରୁନି ରନ୍ । ଚାଲୁନି ବ୍ୟାଟ୍ ବାଉଣ୍ଡରୀ ଲାଇନ୍ ଡେଉଁନି ବଲ୍ । କ୍ରିଜରେ କିଛି ମିନିଟ୍ ରହି ଫ୍ୟାଭିଲିୟନକୁ ଫେରିଯାଉଛନ୍ତି ଅଭିଶେଷ । ଯେଉଁ ବ୍ୟାଟରୁ ଦିନେ ଛକା ଏବଂ ଚଉକା ବର୍ଷା ହେଉଥିଲା ଏବେ ତାହା ନୀରବି ଯାଇଛି । ଚିନ୍ତାରେ ଫ୍ୟାନ୍ସ ଏବଂ ଚିନ୍ତାରେ ବିସିସିଆଇ ।…
Read More...

୭ ପାକିସ୍ତାନୀ ସେନାଙ୍କୁ ବନ୍ଧକ ରଖିବା ନେଇ ଦାବି କରୁଛି ବଲୁଚିସ୍ତାନରେ

ବଲୁଚିସ୍ତାନ: ବଲୁଚିସ୍ତାନର ବିଚ୍ଛିନ୍ନତା ଆନ୍ଦୋଳନ ସହ ଜଡିତ ସଶସ୍ତ୍ର ଗୋଷ୍ଠୀ Balochistan Liberation Army (ବିଏଲ୍‌ଏ) ସାତ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କୁ ବନ୍ଧକ ରଖିଥିବା ଦାବି କରିଛି। ଏହା ସହ ଗୋଷ୍ଠୀ ଏକ ଭିଡିଓ ମଧ୍ୟ ଜାରି କରିଥିବା କୁହାଯାଉଛି। ବିଏଲ୍‌ଏ ତାଙ୍କର ମିଡିଆ…
Read More...

ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ରୁଷର ପ୍ରତିବନ୍ଧ, ହ୍ୱାଟ୍ସଆପ୍-ୟୁଟ୍ୟୁବ୍-ଫେସବୁକ୍ ବ୍ୟାନ୍

ମସ୍କୋ: ଆମେରିକାର ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ରୁଷ ସରକାର ପ୍ରତିବନ୍ଧ କରିବା ଆରମ୍ଭ କରିଛି। ଟେଲିଗ୍ରାମକୁ ବ୍ୟାନ୍ କରିବା ପରେ ଏବେ ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ଆମେରିକୀୟ ସୋସିଆଲ ମିଡିଆ ଆପ୍‌ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ଏହା ଫଳରେ…
Read More...

ଭାରତର ସରକାରୀ ମାନଚିତ୍ର ଜାରି କରି ପାକିସ୍ତାନ–ଚୀନକୁ ସ୍ପଷ୍ଟ ସନ୍ଦେଶ ଦେଲା ଆମେରିକା

ନୂଆଦିଲ୍ଲୀ: ଭାରତ–ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଘୋଷଣା ସମୟରେ ଆମେରିକା ପକ୍ଷରୁ ଭାରତର ଏକ ସରକାରୀ ମାନଚିତ୍ର ଜାରି କରାଯାଇଛି। ଏହି ମାନଚିତ୍ରରେ ଜମ୍ମୁ–କାଶ୍ମୀର, ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସହିତ ଲଦାଖ ଓ ଅକ୍ସାଇ ଚୀନକୁ ମଧ୍ୟ ଭାରତର ଅଂଶ ଭାବେ…
Read More...

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।

ବିପଦରେ ଆଣ୍ଡ୍ରଏଡ୍ ଫୋନ୍ । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ । କମ୍ପାନୀ ସ୍ପଷ୍ଟ କରିଛି ଯେ, ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍ ଗୁଡିକ ଆଉ ସୁରକ୍ଷାରେ ଅପଡେଟ୍ ପାଇବେ ନାହିଁ । ଏହାର ଅର୍ଥ ହେଉଛି, ଏଭଳି ଡିଭାଇସ୍ ଗୁୃଡିକ ଏବେ…
Read More...

ଫ୍ରାନ୍ସ ପାଖରୁ ଭାରତ କିଣିବ ୧୧୪ ରାଫେଲ

ଫ୍ରାନ୍ସ ପାଖରୁ ୧୧୪ ରାଫେଲ କିଣିବ ଭାରତ । ଚଳିତ ମାସର ଶେଷ ଆଡକୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ, ଏହି ପ୍ରସ୍ତାବକୁ ଚୂଡ଼ାନ୍ତ କରିବ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଡିଏସି ବୈଠକ ବସିବ । ରାଫେଲ…
Read More...

ବଢ଼ୁଥିବା ବିବାଦ ମଧ୍ୟରେ ଇରାନରେ ଥିବା ଆମେରିକୀୟଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ପରାମର୍ଶ

ନୂଆଦିଲ୍ଲୀ: ଆମେରିକା ସରକାର ଇରାନରେ ବର୍ତ୍ତମାନ ଥିବା ସମସ୍ତ ଆମେରିକୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ସତର୍କ ସୂଚନା ଜାରି କରିଛି। ଗତ କିଛି ଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ବିବାଦ ଚରମ ସୀମାକୁ ପହଞ୍ଚିଛି, ଯାହାକୁ ଦେଖି ଏହି ପଦକ୍ଷେପ ନିଆଯାଇଛି। ଆମେରିକୀୟ ବିଦେଶ…
Read More...

ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର

ଜୟ ଶାହଙ୍କୁ ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ପାକ୍ର ଜଣେ ୟୁଟ୍ୟୁବର ଆଇ.ସି.ସିକୁ ଚେତାବନୀ ଦେଇଛନ୍ତି । ଯେଉଁ ୟୁଟ୍ୟୁବର ଜଣଙ୍କ ହେଲେ ଅର୍ଶଲାନ ନସିର୍ । ୧୫ ଭିଡିରେ ଅର୍ଶଲାନ କହିଛନ୍ତି, ଆଇସିସିର ଅଫିସ…
Read More...

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ ଏହାକୁ ତାଙ୍କ କ୍ୟାରିୟରର ଏକ ନୂତନ ଆରମ୍ଭ ବୋଲି ବର୍ଣ୍ଣନା କରିଛନ୍ତି। ପାଣ୍ଡ୍ୟା କହିଛନ୍ତି ଯେ, ସେ ଏବେ ବି ସେହି…
Read More...

ବାଂଲାଦେଶର ୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବାଂଲାଦେଶ:ବାଂଲାଦେଶର ୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଢାକାର ପୂର୍ବତନ ପୋଲିସ ମୁଖ୍ୟ ସମେତ ୩ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ । ୨୦୨୪ ଘରୋଇ ଦଙ୍ଗା ବେଳେ ୬ ଜଣଙ୍କ ମୃତ୍ୟୁ ମାମଲାରେ ସଜା ଘୋଷଣା କରାଯାଇଛି । ଫେବ୍ରୁଆରୀ ୧୨ ବାଂଲାଦେଶ ନର୍ବାଚନ ପୂର୍ବରୁ ଆସିଲା ରାୟ ।…
Read More...