Browsing Category
ବିଶ୍ୱ
କାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ?
ନିରାଶ କରାଉଛି ୱେଷ୍ଟଇଣ୍ଡିଜର ପ୍ରଦର୍ଶନ । କାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ? କାହିଁକି ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟ ହୋଇପାରି ନାହିଁ ଏହି ଟିମ୍? ଯେଉଁଥି ପାଇଁ ପ୍ଲେୟର ଉଦାସ ଫ୍ୟାନ୍ସ ନିରାଶ ।
ବ୍ୟୁରୋ : ବିଶ୍ୱକପକୁ…
Read More...
Read More...
ଦିନିକିଆ ବିଶ୍ୱକପ ପାଇଁ ଲିଷ୍ଟ ଘୋଷଣା କଲା ଆଇସିସି
ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସୂଚୀ ଘୋଷଣା କରିଛି ଆଇସିସି । ମ୍ୟାଚ କେଉଁଠି କହା ସହ କେଉଁ ଦିନ ଖେଳାଯିବ ତାହାର ସଂପୂର୍ଣ୍ଣ ଲିଷ୍ଟ ସାମ୍ନାକୁ ଆସିଛି ।ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ…
Read More...
Read More...
ଜୋ-ବାଇଡେନ୍ ଏବଂ ଏଲନ୍ ମସ୍କଙ୍କ ଟ୍ଵିଟର ଏକାଉଣ୍ଟ ହ୍ୟାକ୍
ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ବିଶିଷ୍ଟ ବ୍ୟବସାୟୀ ତଥା ଟେସ୍ଲା ସିଇଓ ଏଲନ ମସ୍କଙ୍କ ଟ୍ଵିଟର ଆକାଉଣ୍ଟ ହେଲା ହ୍ୟାକ୍ । ହ୍ୟାକ୍ କରିଥିବା ଆମେରିକାର ଜଣେ ୨୪ ବର୍ଷ ବୟସର ହ୍ୟାକରକୁ ଏଥିପାଇ ଜେଲ ଯିବାକୁ ପଡିଛି ।
ଯୁବକ ଜଣକ ୨୦୨୦ ମସିହା ଜୁଲାଇ ମାସରେ ୧୩୦ ଜଣ ବିଶିଷ୍ଟ…
Read More...
Read More...
୫ ହଜାର ଟଙ୍କାରେ ବୁଲିଲେ ୩ ଦେଶ
ସାଧାରଣତଃ ବୁଲିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଖରେ ଯଦି ଟଙ୍କାର କିଛି ଅଭାବ ଥାଏ, ତେବେ ସେମାନେ ବର୍ଷ ଆରମ୍ଭରୁ ନିଜର ରୋଜଗାର ଟଙ୍କାରୁ କିଛି ସଞ୍ଚୟ କରି ରଖିଥାନ୍ତି । ନହେଲେ ଧାରକରଜ ଓ ଲୋନ୍ କରି ମଧ୍ୟ ନିଜ ସଉକ ପୂରଣ କରିଥାନ୍ତି । ଜଣେ ମହିଳା ୩ଟି ଦେଶ ଭ୍ରମଣ କରି ଫେରିଛନ୍ତି ।…
Read More...
Read More...
ସାପ ନା ରହସ୍ୟ ?
ଦୁନିଆରେ ଅନେକ ରହସ୍ୟ ଲୁଚି ରହିଛି । ଯେତେବେଳେ ଧୀରେ ଧୀରେ ଏହି ରହସ୍ୟର ପେଡି ଖୋଲେ ସେତେବେଳେ ବହୁ ଆଶ୍ଚର୍ୟ୍ୟ କର କଥା ସାମ୍ନାକୁ ଆସେ। ଏମିତି ଏକ ରହସ୍ୟ ରହିଛି ଥାଇଲାଣ୍ଡର ନାଗ ଗୁମ୍ଫାରେ । ଏହି ଗୁମ୍ଫା ନିକଟରେ ଏକ ବିଶାଳକାୟ ସାପ ଭଳି ପଥର ରହିଛି। ଯାହାକୁ ଦେଖିଲେ ଲାଗେ ସତେ ଯେମିତି…
Read More...
Read More...
ପାକିସ୍ତାନରେ ଖବରଦାତାଙ୍କ ଅବସ୍ଥା ଖରାପ
ଇସଲାମାବାଦ : ପାକିସ୍ତାନରେ ଖବରଦାତାଙ୍କ ଅବସ୍ଥା ଖରାପ | ନିର୍ଯାତିତ ହେଉଛନ୍ତି ସେମାନେ | ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ କରାଯାଉଛି। ଦେଶରେ ଖବରଦାତାଙ୍କ ପ୍ରତି ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ସେମାନଙ୍କୁ ଧମକ ଦିଆଯିବା, ଆକ୍ରମଣ କରିବା ଏବଂ ଗୁଳି…
Read More...
Read More...
ହୀରା ଚାଖିଲେ ହୁଏ ମୃତ୍ୟୁ, ଏହା କେତେ ସତ
ପୃଥିବୀର ସବୁଠୁ ମହଙ୍ଗା ଜିନିଷ ଭିତରୁ ହୀରା ହେଉଛି ଅନ୍ୟତମ । ଏହା ଅଳଙ୍କାର ତିଆରି ଏବଂ କାଚ କାଟିବା ପରି ଅନେକ କାର୍ୟ୍ୟରେ ବ୍ୟବହୃତ ହୋଇଥାଏ । ଆପଣ ନିଶ୍ଚୟ ବିଜ୍ଞାନରେ ପଢିଥିବେ ଯେ ହୀରା ପୃଥିବୀର ସବୁଠୁ କଠିନ ପଦାର୍ଥ । ଏହା ବ୍ୟତୀତ ହୀରାକୁ କାର୍ବନର ଶୁଦ୍ଧ ରୂପ ମଧ୍ୟ କୁହାଯାଏ ।…
Read More...
Read More...
ଦୁନିଆର ସବୁଠାରୁ ଛୋଟ ଦେଶ
ଚୀନ୍ ହେଉଛି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବଳ ୨୭ ଜଣ ଲୋକ ବାସ କରନ୍ତି । ଏହା ଜାଣି ଆପଣ ବିଶ୍ୱାସ କରିବେ ନାହିଁ? କିନ୍ତୁ ଏହା ସଂପୂର୍ଣ୍ଣ ସତ । ଦୁନିଆର ସବୁଠାରୁ ଛୋଟ ଦେଶ ଇଂଲଣ୍ଡ ନିକଟରେ…
Read More...
Read More...
ଏମିତି ଗାଁ, ଆପେ ଆପେ ଝିଅ ପାଲଟିନ୍ତି ପୁଅ
ଅଜବ ଏ ବିଶ୍ୱ । ଏ ବିଶ୍ୱ ବିଷୟରେ ଯେତେ ଜାଣିବାକୁ ଚାହିଁବା ସେତେ ଆଶ୍ଚର୍ୟ୍ୟ ହେବା । ଏଠି ଯେତେ ଲୋକ ସେତେ ପରମ୍ପରା । ହେଲେ ଏମିତି କିଛି ପରମ୍ପରା ଅଛି ଯାହା ଖାଲି ଚକିତ କରେନି, ଏହାକୁ ବିଶ୍ୱାସ କରିବା ମଧ୍ୟ ସହଜ ନୁହେଁ । ଆପଣ ହୁଏତ ବହୁତ ସହର ଓ ଗାଁ ବିଷୟରେ ଅନେକ ଚମତ୍କାର କାହାଣୀ…
Read More...
Read More...
ଗଛର ନାଁ ଗ୍ରେଟ୍ ଗ୍ରାଣ୍ଡଫାଦର, ବଞ୍ଚିଛି ୫୦୦୦ରୁ ଊର୍ଦ୍ଧ୍ୱ ବର୍ଷ
ନ୍ୟୁୟର୍କ: ସାଧାରଣତଃ ଗଛଟିଏ ୧୦୦ ବର୍ଷରୁ ଅଧିକ ବର୍ଷ ବଞ୍ଚିବା କଥା ପ୍ରାୟତଃ ଆପଣମାନେ ଜାଣିଥିବୋ । ହେଲେ ନିକଟରେ ଏମିତି ଏକ ଗଛ ଚିହ୍ନଟ କରାଯାଇଛି,ଯାହାକି ଦୁନିଆର ସବୁଠୁ ପୁରୁଣା ଗଛ ବୋଲି କୁହାଯାଉଛିା
ଅନୁସନ୍ଧାନକାରୀମାନେ ଦକ୍ଷିଣ ଆମେରିକାର ଚିଲିରେ ଏହି ପୁରୁଣା ଗଛକୁ ଠାବ…
Read More...
Read More...