Browsing Category

ପାଣିପାଗ

ଆହୁରି ୩ ଦିନ ପ୍ରବଳ ବର୍ଷା, ଚେତାବନୀ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା । ୭ ତାରିଖ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବର ସମେତ…
Read More...

ଆଗକୁ ଆସୁଛି ବଡ ବର୍ଷା, ସେପଟେ ବଢୁଛି ସାଳନ୍ଦୀ ଜଳସ୍ତର

ଭଦ୍ରକ: ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଉପରେ ଘୂର୍ଣ୍ଣିବଳୟ ଜାରି ରହିଛି । ଏବେ ଏହା ସମୁଦ୍ର ପତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଆଡକୁ ଘୂର୍ଣ୍ଣିବଳୟ ରହିଥିବା ବେଳେ ଏହି ଟ୍ରପ ଲାଇନ ଏବେ ଦକ୍ଷିଣ-ପୂର୍ବ ରାଜସ୍ଥାନରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ କେନ୍ଦ୍ରୀୟ ମଧ୍ୟପ୍ରଦେଶ,…
Read More...

ସକ୍ରିୟ ଲଘୁଚାପ, ୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ  । ସେପଟେ ପଛକୁ ପଛ ଆସୁଛି ଗୋଟେ ପରେ ଗୋଟେ ଲଘୁଚାପ  । ରାଜ୍ୟରେ ତାଣ୍ଡବ ରଚୁଛି ଲଘୁଚାପ ବର୍ଷା  । ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଭାଙ୍ଗି ଗଲାଣି ଚାଷୀର ମେରୁଦଣ୍ଡ  । ସେପଟେ ଅଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ…
Read More...

ପୁଣି ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ

ପୁରୀ: ଆସୁଛି ଆଉ ଏକ ବଡ ବର୍ଷା  । ଆସନ୍ତା ୩୦ ତାରିଖ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ମିଳିଛି  । ଆସନ୍ତା କାଲି ବଙ୍ଗୋପ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା…
Read More...

ପ୍ରବଳ ବର୍ଷା ପୂର୍ବାନୁମାନ ମଧ୍ୟରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ…

ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) କୁ ସତର୍କ ରହିବାକୁ ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଜାରି କରିଛି। ଗୃହ ଓ ନଗର ଉନ୍ନୟନ ବିଭାଗ  ପ୍ରମୁଖ ସଚିବ…
Read More...

ରାଜ୍ୟରେ ତାଣ୍ଡବ ରଚୁଛି ଲଘୁଚାପ, ଆହୁରି ୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ପଛକୁ ପଛ ଆସୁଛି ଗୋଟେ ପରେ ଗୋଟେ ଲଘୁଚାପ । ଆହୁରି ୪ ଦିନ ପ୍ରବଳ ବର୍ଷା । ରାଜ୍ୟରେ ତାଣ୍ଡବ ରଚିବ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୩ ତାରିଖରୁ ବର୍ଷାର…
Read More...

ରାଜ୍ୟରେ ପ୍ରବଳ ବର୍ଷା;୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟରେ ପ୍ରବଳ ବର୍ଷା । ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ପ୍ରବଳ ବର୍ଷା ନେଇ ୫ ରାଜ୍ୟକୁ ନେଇ ରେଡ୍ ଆଲର୍ଟ । ଓଡିଶା,ପଶ୍ଚିମବଙ୍ଗ, ଝାଡଖଣ୍ଡକୁ ରେଡ୍ ଆଲର୍ଟ । ଆସାମ ଓ ମେଘାଳୟକୁ ବି ରେଡ୍ ଆଲର୍ଟ ଜାରି । ସୁସ୍ପଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ…
Read More...

ରାଜ୍ୟରେ ଆହୁରି ୩ଦିନ ଲାଗି ରହିବ ବର୍ଷା

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରାଜ୍ୟରେ ଆହୁରି ୩ଦିନ ଲାଗି ରହିବ ବର୍ଷା । ୨୧ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ କାଚିବ । ବଜ୍ରାଘାତ ସହିତ ଝଡବର୍ଷାର ସମ୍ଭାବନା ରହିଛି । ତେବେ ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ । ସୁନ୍ଦରଗଡ ,କେନ୍ଦୁଝର ଓ ମୟୂରଭଞ୍ଜରେ…
Read More...

ଆଗାମୀ ୭ଦିନ ପାଇଁ ରାଜ୍ୟରେ ପ୍ରବଳ କାଚିବ ବର୍ଷା

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରାଜ୍ୟରେ ପ୍ରବଳ ବର୍ଷା । ଆଗାମୀ ୭ଦିନ ପାଇଁ ରାଜ୍ୟରେ ପ୍ରବଳ କାଚିବ ବର୍ଷା । କାରଣ ଆଜିଠୁ ଖସିବ ତାପମାତ୍ରା କମିବ ଗୁଳିଗୁଳି । ରାଜ୍ୟରେ କିଛିଦିନ ଧରି ଖରା ସାଙ୍ଗକୁ ଗୁଳି ଗୁଳି ପ୍ରବଳ ମାତ୍ରାରେ ରହିଥିଲା । ଏହାସହିତ କାଳବୈଶାଖୀ ଜନିତ ବର୍ଷା ମଧ୍ୟ ଲାଗି…
Read More...

ବଢିବ ଆଜିଠୁ ବର୍ଷାର ପରିମାଣ ; ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ବଢିବ ଆଜିଠୁ ବର୍ଷାର ପରିମାଣ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କନ୍ଧମାଳ ,ଗଞ୍ଜାମ,ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଅନ୍ୟ ୧୭ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ତେବେ ଦକ୍ଷିଣ ଓ ଉପକୂଳ ଓଡିଶା…
Read More...