Browsing Category
ପାଣିପାଗ
ରାଜ୍ୟର ଚାରୋଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଛି
ଭୁବନେଶ୍ୱର:- ଗତ କିଛି ଦିନ ଧରି ଓଡ଼ିଶାରେ ଶୀତର ପ୍ରକୋପ ଅନୁଭୂତ ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଉଛି । ଆଞ୍ଚଳିକ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ରାଜ୍ୟର ଚାରୋଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା…
Read More...
Read More...
ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହିତ ବଢୁଛି ଶୀତ
ଭୁବନେଶ୍ୱର:- ରାଜ୍ୟରେ ବଢୁଛି ଶୀତ । ଫୁଲବାଣୀର ଜନବସତି ଅଞ୍ଚଳ ଓ କନ୍ଧମାଳ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି । ଫୁଲବାଣୀରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁରୂପ ଭାବେ ଭୁବନେଶ୍ୱର ଏବଂ କଟକରେ…
Read More...
Read More...
ସାରା ରାଜ୍ୟରେ ପାରଦ ଖସିବା ସହ ବଢୁଛି ଶୀତ
ଭୁବନେଶ୍ବର:- ସାରା ରାଜ୍ୟରେ ପାରଦ ଖସିବା ସହ ବଢୁଛି ଶୀତ। ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନଭେମ୍ବର ଆରମ୍ଭରୁ ଯେତିକି ଥଣ୍ଡା ପଡ଼ିବା କଥା ସେତିକି ଥଣ୍ଡା ଅନୁଭୂତ ହୋଇନଥିବା ବେଳେ ଆସନ୍ତା ଦୁଇ ଦିନ…
Read More...
Read More...
ବାତ୍ୟା ମୋନ୍ଥା ପାଇଁ ୪୩ ଟ୍ରେନ ବାତିଲ
ପୂର୍ବତଟ ରେଳପଥ ପକ୍ଷରୁ ୪୩ ଟ୍ରେନକୁ ବାତିଲ କରାଯାଇଛି । ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି, ଏଭଳି ନିଷ୍ପତ୍ତି ନିଆ ଯାଇଛି । ୩ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଥିବା ବେଳେ, ଗୋଟେ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ।୧୬ଟି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ଯାହାକି…
Read More...
Read More...
ବାତ୍ୟାର ନାମ ମୋନ୍ଥା
ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ, ନାଁ ରଖାଯିବ 'ମୋନ୍ଥା' । ଆସନ୍ତା ୨୭ ତାରିଖରେ ବାତ୍ୟାରେ ପରିଣତ ହେବା ପରେ, ଏହାର ନାଁ ମୋନ୍ଥା ରଖାଯିବ ବୋଲି ସ୍ଥିର ହୋଇଛି । ମୋନ୍ଥା ହେଉଛି ଥାଇଲ୍ୟାଣ୍ଡର ଥାଇ ଭାଷା । ଯାହାର ଅର୍ଥ ହେଉଛି, ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ ।
Read More...
Read More...
ଆସନ୍ତା ୨୧ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି
ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ୨୧ ଅକ୍ଟୋବର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ଅନୁମାନ । ଆସନ୍ତା ୨୧ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପଟି ସୃଷ୍ଟି ହେବା ପରେ ଉତ୍ତର-ପଶ୍ଚିମ ଦିଗରେ…
Read More...
Read More...
୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ଵର: ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ…
Read More...
Read More...
ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା
ରିପୋଟର୍ସ ଟୁଡେ ବ୍ୟୁରୋ;-ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା । କାରଣ ଆସୁଛି ଆଉ ଏକ ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନ ରହିଛି…
Read More...
Read More...
କାଲିଠୁ ପୁଣି ବଢିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ଵର: ଆସନ୍ତା କାଲିଠୁ ପୁଣି ବଢିବ ବର୍ଷାର ପରିମାଣ । ରାଜ୍ୟରେ ଆସନ୍ତା ୩୧ ତାରିଖରୁ ବର୍ଷା ବଢ଼ିବ । ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି…
Read More...
Read More...
ରାଜ୍ୟରେ ଆଜି -ଆଉ କାଲି ପ୍ରବଳ ବର୍ଷା
ରିପୋଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟରେ ଆଜି ଆଉ କାଲି ପ୍ରବଳ ବର୍ଷା । ବର୍ଷା ପାଇଁ ପୀକା ପଡିଛି ଗଣେଶ ପୂଜା । ଏବେବି ଜାରି ରହିଛି ବର୍ଷା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନାହିଁ ନିସ୍ତାର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ।
ଆଗାମୀ ୨୪ ଘଣ୍ଟାରେ ତାହା…
Read More...
Read More...