Browsing Category
Uncategorized
IPL ବେଟିଂ ରାକେଟ ଠାବ
ଝାରସୁଗୁଡା: ଠାବ ହେଲା ଆଇପିଏଲ ବେଟିଂ ରାକେଟ । ଆଇପିଏଲ ବେଟିଂରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଜବତ କରିଛି ଲକ୍ଷ ଲକ୍ଷ ଟଙ୍କା । କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ଏହି ରାକେଟର ଲିଙ୍କ ଥିବା ଜଣା ପଡିଛି ।
ଝାରସୁଗୁଡା ସହର ଗୋଶାଳା ଛକ ନିକଟରେ ଆଇପିଏଲ ମ୍ୟାଚକୁ ନେଇ ବେଟିଂ…
Read More...
Read More...
ପୂଜାରି ଦ୍ୱାରା ନାବାଳିକା ବଳତ୍କାର
ନୂଆଦିଲ୍ଲୀ(ରିପୋର୍ଟସ ଟୁଡେ) : ଅଗଷ୍ଟ ଦୁଇ ତାରିଖରେ ୯ବର୍ଷୀୟ ନାବାଳିକାର ବଳତ୍କାର ଓ ପରେ ହତ୍ୟାକୁ ନେଇ ଦିଲ୍ଲୀ ସମେତ ଦେଶରେ ଅନେକ ସ୍ଥାନରେ ଆନ୍ଦୋଳନ ତେଜିଥିଲା । ଆଜି ଦିଲ୍ଲୀ ପୋଲିସ କୋର୍ଟକୁ କହିବା ଅନୁଯାୟୀ ନାବାଳିକାର ମୃତ୍ୟ ବଳାକ୍ରାର ସମୟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟ ହୋଇଥିଲା ।…
Read More...
Read More...
୨୪ରେ ମୋଦି ବାଇଡେନ ଭେଟଘାଟ: ଆତଙ୍କବାଦ ଉପରେ ହେବ ଆଲୋଚନା
ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୱାଶିଂଟନରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ଆତଙ୍କବାଦ ରୋକିବା ତଥା ଆତଙ୍କବାଦ ମୁକାବିଲା ପାଇଁ ଉପାୟ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଥିବା କହିଛନ୍ତି ବୈଦେଶିକ ସଚିବ…
Read More...
Read More...
ବିଦ୍ୟୁତ୍ କର୍ମଚାରୀଙ୍କୁ ଘେରାଉ, ତୀବ୍ର ଉତ୍ତେଜନା
ସୋନପୁର (ଓମପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଳକ ଅଞ୍ଚଳରେ ଦିନକୁ ଦିନ ବିଦ୍ୟୁତ ବିଭ୍ରାଟ ବଢିବାରେ ଲାଗିଛି ଲୋ-ଭୋଲ୍ଟେଜ୍ ସାଙ୍ଗକୁ ବାରମ୍ବାର ବିଦ୍ୟୁତ ବିଭ୍ରାଟରେ ଲୋକେ ଅତିଷ୍ଟ ଅନେକ ସ୍ଥାନରେ ପୁରୁଣା ତାର ଛିଣ୍ଡି ଯାଉଥିବା ବେଳେ ସାମାନ୍ୟ ପବନ ହେଲେ…
Read More...
Read More...
ଆଜିଠାରୁ ପିତୃପକ୍ଷ ଆରମ୍ଭ
ଗୋପ(ଜୟନ୍ତ କୁମାର ସେଠି) ଓଡ଼ିଶାରେ ବାର ମାସରେ ତେର ପର୍ବ ତେବେ ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ନ ଥିବାରୁ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି । ବହୁ ଲୋକ…
Read More...
Read More...
୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ ନୂଆ ସଂକ୍ରମିତ ଚିହ୍ନଟ
(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ କେତେବେଳେ ଉପର ତ କେତେବେଳେ ତଳ ହେଉଛି କରୋନା ମିଟର । ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୮୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୪୦୧ ଜଣ…
Read More...
Read More...
ବର୍ଗର ଭିତରୁ ବାହାରିଲା କଟା ଆଙ୍ଗୁଠି
(ରିପୋଟର୍ସ ଟୁଡେ) ; ଆଜିକାଲିର ଯୁବ ପିଢି ଫାଷ୍ଟ ଫୁଡ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି । ଆଉ ଘର ଖାଦ୍ୟ ଅପେକ୍ଷା ବାହରାର ଚଟପଟା ଖାଇବାକୁ ପସନ୍ଦ କରିଥିାନ୍ତି ଏହି ଯୁବ ପିଢିମାନେ । ତେବେ ଏହି ଫାଷ୍ଟ ଫୁଡକୁ ନେଇ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ସେମିତି ଆଉ ଏକ ଆଶ୍ଚର୍ଯ୍ୟ…
Read More...
Read More...
ପ୍ରକାଶ ପାଇଲା JEE ପରୀକ୍ଷା ଫଳ
ଭୁବନେଶ୍ୱର(ଆଦର୍ଶ ରାଉତ): ପ୍ରକାଶ ପାଇଲା ଜେଇଇ ମୁଖ୍ୟ ଅଧିବେଶନର ପରୀକ୍ଷା ଫଳ । ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ପକ୍ଷରୁ ଏହି ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ଗତ ମେ ମାସରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ମୋଟ ୪୪ ଜଣ ପ୍ରାର୍ଥୀ ଶତ ପ୍ରତିଶତ ସ୍କୋର କରିଥିବା ବେଳେ ୧୮ ଜଣ…
Read More...
Read More...
ଶୀଘ୍ର କୋଭାକ୍ସିନକୁ ମିଳିବ ଡବ୍ଲୁଏଚଓ ମାନ୍ୟତା
ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ ଚଳିତ ମାସ ସୁଦ୍ଧା ମାନ୍ୟତା ମିଳିବ। କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବ ଡବ୍ଲୁଏଚଓ। ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନକୁ ନେଇ ଦିଆଯାଇଥିବା ଉତ୍ତରରେ…
Read More...
Read More...
ୟୁପିଏସସି କୋଚିଂ ପାଇଁ ପାଣିରେ ପଡିଲା ୨କୋଟି ୪୦ ଲକ୍ଷ
ଭୁବନେଶ୍ୱର: ସିଏଜି ରିପୋର୍ଟରେ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷା (ୟୁପିଏସସି) ପ୍ରସ୍ତୁତି ପାଇଁ ରାଜ୍ୟସରକାର ଆରମ୍ଭ କରିଥିବା କୋଚିଂ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୟୁପିଏସସି ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିବାକୁ ନେଇ…
Read More...
Read More...