Browsing Category
					
		
		ଖେଳ
ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ପରାଜୟ, ସେମି ଦ୍ୱାରଦେଶରେ ଦ. ଆଫ୍ରିକା
				ପୁଣେ : ଡି କକ୍ ଓ ଭାନ ଡର ଡସେନଙ୍କ ଦମଦାର ଶତକ ପରେ ବୋଲରଙ୍କ ଘାତକ ବୋଲିଂ ବଳରେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ୧୯୦ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡର ଲଗାତାର ତୃତୀୟ ପରାଜୟ ଯୋଗୁଁ…					
Read More...
				Read More...
ଇଂଲଣ୍ଡ ବିପକ୍ଷ ମ୍ୟାଚରୁ ଦୂରେଇ ରହିବେ ଗ୍ଲେନ୍ ମ୍ୟାକ୍ସୱେଲ; ଜାଣନ୍ତୁ କାହିଁକି
				ମୁମ୍ବାଇ: ନଭେମ୍ବର ୪, ଶନିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଙଊଓ ବିଶ୍ୱକପ ୨୦୨୩ ଅଷ୍ଟ୍ରେଲିଆ ଏହାର ପରବର୍ତ୍ତୀ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ପୂର୍ବରୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିଷୟରେ ଅଷ୍ଟ୍ରେଲିଆ ପାଇଁ ଖରାପ ଖବର ଆସିଛି। ଖବର ଅନୁଯାୟୀ,…					
Read More...
				Read More...
ସାରାଙ୍କ ସହ ଶୁଭମନ , ୟୁଜର୍ସ କହିଲେ ଏଥର କନଫର୍ମ
				ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଓପନର ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ କିଏ ବା ନ ଜାଣେ । ତେବେ ଶୁଭମନ ଗିଲ ତାଙ୍କ କ୍ରିକେଟ ପାଇଁ ଯେତେ ଚର୍ଚ୍ଚାରେ ରୁହନ୍ତି ସେହିପରି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ର୍ଚ୍ଚରେ ରୁହନ୍ତ । ତାଙ୍କ ରିଲେସନସିପ ଷ୍ଟାଟସକୁ ନେଇ ଅନେକ ର୍ଚ୍ଚରେ…					
Read More...
				Read More...
ବିଶ୍ୱକପ ମଧ୍ୟରେ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡ ଷ୍ଟାର କ୍ରିକେଟର ଡେଭିଡ ୱିଲି
				ମୁମ୍ବାଇ:ବିଶ୍ୱକପ ପରେ ଇଂଲଣ୍ଡ ବୋଲର ଡେଭିଡ ୱିଲି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଏହି ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ ବିଶ୍ୱକପ ପରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବେ। ଡେଭିଡ ୱିଲି ତାଙ୍କ ପୋଷ୍ଟରେ…					
Read More...
				Read More...
ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା
				ପୁଣେ: ପୁଣେ ର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ  କ୍ରିକେଟ ଷ୍ଟାଡିୟମରେ ଆଇସିସି ବିଶ୍ୱକପର ଚାଲିଛି ଏକ ମ୍ୟାଚ  । ଯେଉଁ ଥିଲେ ମୁହାମୁହିଁ  ଲଢୁଛନ୍ତି ନ୍ୟୁଜିଲାଣ୍ଡ -ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚରେ ପ୍ରଥ ଇନିଂସ ଶେଷ ହୋଇଥିବା ବେଳେ  ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି…					
Read More...
				Read More...
ଅଷ୍ଟ୍ରେଲିଆକୁ ଝଟକା: ଗୋଲ୍ଫ କୋର୍ଟରୁ ଖସିଲେ ମ୍ୟାକ୍ସୱେଲ, ଇଂଲଣ୍ଡ ବିପକ୍ଷରେ ଖେଳିବେନି
				ନୂଆଦିଲ୍ଲୀ : ଚଳିତ ବିଶ୍ୱକପ ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ ଝଟକା । ଦଳର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଗୋଲ୍ଫ କୋର୍ଟରୁ ଖସି ଆହତ ହୋବା କାରଣରୁ ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳିପାରିବେ ନାହିଁ । ଏହି ମ୍ୟାଚ୍ ନଭେମ୍ଵର ୪ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ…					
Read More...
				Read More...
ୱାଙ୍ଖଡ଼େରେ ଆଜି ଉନ୍ମୋଚିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି
				ବ୍ୟୁରୋ : ୱାଙ୍ଖଡ଼େ ଷ୍ଟାଡିୟମ୍ରେ ବୁଧବାର ଭାରତୀୟ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପ୍ରତିମୂର୍ତ୍ତିକୁ ମଙ୍ଗଳବାର ଶେଷ ସ୍ପର୍ଶ ଦିଆଯାଇଛି। ୱାଙ୍ଖ୍ଡ଼େ ପରିସରରେ…					
Read More...
				Read More...
ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ
				ଦିଲ୍ଲୀ: ଆତଶବାଜିର ମଜା ନେଇପାରିବେ ନାହିଁ କ୍ରିକେଟ ପ୍ରେମୀ | ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଆଇସିସିକୁ ମଧ୍ୟ ଅବଗତ କରିଛି ବିସିସିଆଇ । ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଏବେ ବାୟୂ…					
Read More...
				Read More...
ଏହି ଦଳ ବିପକ୍ଷରେ ଋଷଭ ପନ୍ତ ପଡ଼ିଆକୁ ଫେରିବା ନିଶ୍ଚିତ!
				ମୁମ୍ବାଇ:ରିଷଭ ପନ୍ତ ବର୍ତ୍ତମାନ ତାଙ୍କ ଆଘାତରୁ ସୁସ୍ଥ ହେଉଛନ୍ତି । ସେ ବହୁତ ପରିମାଣରେ ସୁସ୍ଥ ହୋଇସାରିଛନ୍ତି ଏବଂ ସଂପୂର୍ଣ୍ଣ ଫିଟ୍ ହେବା ଠାରୁ ମାତ୍ର କିଛି ପାଦ ଦୂରରେ। କାର ଦୁର୍ଘଟଣା ପରେ ପନ୍ତଙ୍କ ଆଣ୍ଠୁର ଅସ୍ତ୍ରୋପଚାର କରାଯାଇଥିଲା। ପନ୍ତ ତାଙ୍କ ସୁସ୍ଥତା ସହିତ ସମସ୍ତଙ୍କୁ…					
Read More...
				Read More...
ପୁଣି ନାଚିଲେ ଇରଫାନ ପଠାନ
				ବ୍ୟୁରୋ: ଚଳିତ ବର୍ଷ ବିଶ୍ୱକପରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଆଫଗାନିସ୍ତାନ । ୨୪୨ ରନ୍ ର ବିଜୟ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ବିନିମୟରେ ହାସଲ କରି ନେଇଛି ଆଫଗାନିସ୍ତାନ । ଏହାପରେ ଖୁସିରେ ନାଚିଛନ୍ତି ଇରଫାନ ପଠାନ । ଏଥର କିନ୍ତୁ ହରଭଜନ ସିଂଙ୍କ ସହିତ…					
Read More...
				Read More...