Browsing Category

ଖେଳ

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

ନୂଆଦିଲ୍ଲୀ:ଆଇପିଏଲର ପରବର୍ତ୍ତି ତିନି ସିଜିନ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ । ୨୦୨୫ ଆଇପିଏଲ ସିଜନ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ । ସେହିପରି ୨୦୨୬ରେ ମାର୍ଚ୍ଚ ୧୫ରୁ ମେ ୩୧ ଓ ୨୦୨୭ରେ ମର୍ଚ୍ଚ ୧୪ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ…
Read More...

ବର୍ଡର-ଗାଭାସ୍କର ଟ୍ରଫିରେ କମାଲ୍ କରିଛନ୍ତି ଭାରତୀୟ ଦଳ

ନୂଆଦିଲ୍ଲୀ: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ପାଳିରେ ୪୬ ରନରେ ଆଗୁଆ ରହିଛି। ଗତକାଲି ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ।…
Read More...

ପ୍ରଥମ ଇଂନିସାର ୧୫୦ ରନରେ ଅଲଆଉଟ ହେଲା  ଭାରତୀୟ ଦଳ

ନୂଆଦିଲ୍ଲୀ: ପର୍ଥ ଟେଷ୍ଟର ପ୍ରଥମ ଇଂନିସାର ୧୫୦ ରନରେ ଅଲଆଉଟ ହେଲା  ଭାରତୀୟ ଦଳ । ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିଲା ଟିମ୍ ଇଣ୍ଟିଆ । ଏଥିରେ  ଭାରତ ମାତ୍ର ୧୫୦ ରନ କରି ଅଲଆଉଟ  ହୋଇଯାଇଛି। ୬ ଜଣ ବ୍ୟାଟର ଛୁଇଁ ପାରିଲେନି ୨ ଅଙ୍କ। ଭାରତ ପକ୍ଷରୁ ନୀତିଶ ରେଡ୍ଡୀ କଲେ ସର୍ବାଧିକ ୪୧ ରନ ।…
Read More...

ଭାରତୀୟ ମହିଳା ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ନଟ୍ଟନାୟକ

ଭୁବନେଶ୍ୱର; ଭାରତୀୟ ମହିଳା ଟିମକୁ ଅଭନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ନଟ୍ଟନାୟକ । କାରଣ ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ । ପୁଣିଥରେ ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି କବଜା କଲା ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ…
Read More...

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚରେ ବାଦ ପଡିପାରନ୍ତି ରୋହିତ ଶର୍ମା

ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି ଅଧିନାୟକ ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଦଳରେ ରହିବେ ନାହିଁ। ବିଶେଷ ସୂତ୍ରରୁ ଏନେଇ ସ୍ପଷ୍ଟ କରାଯାଇଛି ।  ଯାଜା ଜଣାପଡିଛି ରୋହିତ ଶର୍ମା ବର୍ତ୍ତମାନ ପିତୃତ୍ୱ ଛୁଟିରେ…
Read More...

ଉଦଳା ପ୍ରିମିଅର ଲିଗ 2024 ବିଧାୟକ ଭାସ୍କର ମଢେଈଙ୍କ ଦ୍ୱାରା ଉଦଘାଟିତ

ଉଦଳା/ ଦୀପକ ମିଶ୍ର:   ମୟୁରଭଞ୍ଜ ଜିଲ୍ଲା ଉଦଳା ହାଇସ୍କୁଲ ପଡିଆ ଠାରେ ଉଦଳା କ୍ରିକେଟ କ୍ଳବ ପକ୍ଷରୁ ଉଦଳା ପ୍ରିମିଅର ଲିଗ 2024 ମୁନା ମେମୋରିଆଲ ସୃତି ରେ ଉଦଘାଟିତ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଈ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି l…
Read More...

ସ୍ଵର୍ଣ୍ଣ ପଦକ ଜିତିବା ପରେ ଭୁବନେଶ୍ୱର ଫେରିଛନ୍ତି ଓଡ଼ିଶା ଟିମ୍

ଭୁବନେଶ୍ବର:ଓଡିଶା ଫେରିଲେ ଚାମ୍ପିଅନ୍ ହକି ଟିମ୍ । ହକି ଇଣ୍ଡିଆ ସିନିୟର୍ ପୁରୁଷ ହକି ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶା ଟିମ୍ ଭୁବନେଶ୍ୱର ଫେରିଛି ।  ଭୁବନେଶ୍ବରରେ ପହଞ୍ଚିବା ପରେ ଚାମ୍ପିଅନ ଓଡ଼ିଶା ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ସୂଚନା ଅନୁଯାୟୀ,  ଚେନ୍ନାଇରେ…
Read More...

ଦ୍ୱିତୀୟ ଥର ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା

ରିପୋର୍ଟର୍ସ ଟୁଡେ; ପୁଣି ବାପା ହେଲେ ରୋହିତ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ପତ୍ନୀ ରିତିକା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ରିତିକିକାଙ୍କ ପାଇଁ ମୁମ୍ବାଇରେ ଅଭ୍ୟାସରେ କରିଛନ୍ତି ରୋହିତ ଶର୍ମା । ଆଗରୁ ରୋହିତଙ୍କ ଗୋଟିଏ ଝିଅ ଥିଲା । ତାଙ୍କ…
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳା ଜିତିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଶେଷ ମ୍ୟାଚରେ ରେକର୍ଡ ବର୍ଷା ସହ ୧୩୫ ରନରେ ମ୍ୟାଚକୁ ଜିତି ନେଇଛି ଭାରତ। ଭାରତର ୨୮୩ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ୧୪୮ ରନରେ ଅଲଆଉଟ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତ ବ୍ୟାଟିଂ କରିଥିଲା।…
Read More...

ପାକିସ୍ତାନକୁ ଲାଗିଛି ବଡ଼ ଝଟକା : ପୋକ୍ ଯାଇପାରିବନି ଚାମ୍ପିଅନ୍ସ ଟ୍ରଫି

ନୂଆଦିଲ୍ଲୀ:  ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ…
Read More...