Browsing Category

ଖେଳ

ଆଇପିଏଲକୁ ନେଇ ବଡ଼ ଖୁଲାସା କଲେ ଧୋନି

ଆଇପିଏଲକୁ ନେଇ ମୁହଁ ଖୋଲିଛନ୍ତି ଧୋନି । ୨୦୨୫ ଆଇପିଏଲରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ବହୁତ ଖରାପ ପ୍ରଦର୍ଶନ କରିଥିଲା ଏବଂ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିଲା। ଏହା ପରେ, IPL ରୁ ଧୋନିଙ୍କ ଅବସର ବିଷୟରେ…
Read More...

ଏସିଆ କପ୍ ଖେଳିବେ ନାହିଁ ବୁମରାହ, ଏହି କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇପାରନ୍ତି

ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ସମୟରେ ଜସପ୍ରିତ ବୁମରାହଙ୍କୁ ଟିମ୍ ଇଣ୍ଡିଆ ଛାଡିବାକୁ ପଡିଥିଲା। ତାଙ୍କ କାର୍ଯ୍ୟଭାର ପରିଚାଳନା ପାଇଁ ଟିମ୍ ମ୍ୟାନେଜମେଣ୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସମୟରେ ତାଙ୍କ…
Read More...

କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି

ଲଣ୍ଡନ:- କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି । ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ଖେଳାଳି ଧରାଶାୟୀ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଓଭାଲ୍ ଟେଷ୍ଟରେ, ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୨୨୪ ରନ୍‌ କରିଛି ।…
Read More...

ପାକିସ୍ତାନ ସହ ଖେଳିବାକୁ ମନା କରିଦେଲା ଟିମ୍‌ ଇଣ୍ତିଆ

ନୂଆଦିଲ୍ଲୀ:- ଡବ୍ଲୁସିଏଲ୍‌ ସେମିଫାଇନାଲରେ ସାମ୍ନାସାମ୍ନି ହୋଇଥାନ୍ତେ ଭାରତ-ପାକିସ୍ତାନ । କିନ୍ତୁ ଭାରତ ଚାମ୍ପିୟନ୍ସ ଏହି ମ୍ୟାଚ୍‌ ଖେଳିବାକୁ ମନା କରିଦେଇଛନ୍ତି । ଏହି ମ୍ୟାଚ୍‌ ଆସନ୍ତାକାଲି ଖେଳାଯିବାକୁ ଥିଲା । ଭାରତୀୟ ଟିମ୍‌ର ପ୍ରତିଟି ଖେଳାଳି ପାକିସ୍ତାନ ସହ କୌଣସି ମ୍ୟାଚ୍‌…
Read More...

ଟି-୨୦ ଫାର୍ମଟିରେ ବିଶ୍ୱର ନମ୍ବର-୧ସ୍ଥାନରେ ଇଣ୍ଡିଆର ଯୁବ କ୍ରିକେଟର ଅଭିଷେକ ଶର୍ମା

ନୂଆଦିଲ୍ଲୀ:- ଟିମ ଇଣ୍ଡିଆର ଯୁବ କ୍ରିକେଟର ଅଭିଶେକ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ୧ ନମ୍ବର ସ୍ଥାନରେ ରହି ନିଜ କ୍ୟାରିୟରରେ ଏକ ମାଇଲଖୁଣ୍ଟ ପାର୍ କରିଛନ୍ତି । ଟ୍ରାଭିସ୍ ହେଡଙ୍କୁ ପଛରେ ପକାଇ ସେ ଏହି କିର୍ତ୍ତୀମାନ ଅର୍ଜନ କରିଛନ୍ତି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର…
Read More...

ଇଂଲଣ୍ଡରେ ଗୌତମ ଗମ୍ଭୀରଙ୍କ ଝଗଡ଼ା; ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ଷ୍ଟାଡିୟମରୁ ଗୌତମ ଗମ୍ଭୀରଙ୍କ ଏକ ଭିଡିଓ ଭାଇରାଲ୍ । ଯେଉଁ ଭିଡିଓରେ ସେ ଝଗଡା କରୁଥିବାର ଦେଖିବାକୁ ମିଳିଛି । ୫ମ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଷ୍ଟାଡିଏମରେ ଓଭାଲର ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ ଝଗଡ଼ା କରିଥିଲେ। ରିପୋର୍ଟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ…
Read More...

ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ହୃଦଘାତ ଯୋଗୁଁ ୨୫ ବର୍ଷୀୟ ଯୁବକଙ୍କ ଚାଲିଗଲା ଜୀବନ

ହାଇଦ୍ରାବାଦ: ରବିବାର ସନ୍ଧ୍ୟାରେ ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ହୃଦଘାତରେ ମୃତ୍ୟୁ ହେବା ଘଟଣା ଏକ ଆଶ୍ଚର୍ଯ୍ୟଜନକ ଦୁଃଖଦ ଘଟଣା। ଗୁଣ୍ଡଲା ରାକେଶ ନାମକ ମୃତକ ଖେଳ ମଝିରେ ଅଚେତ ହୋଇ ପଡିଗଲେ ଏବଂ ନିକଟସ୍ଥ ହସ୍ପିଟାଲରେ…
Read More...

ଚେସ୍ ବିଶ୍ୱକପ୍: ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ହେଲେ ଚାମ୍ପିଅନ୍, ଟାଇଟଲ ଜିତିଥିବା ପ୍ରଥମ ଭାରତୀୟ ମହିଳା

ଭାରତର ଯୁବ ଚେସ୍ ଖେଳାଳି ଦିବ୍ୟା ଦେଶମୁଖ ମହିଳା ଚେସ୍ ବିଶ୍ୱକପ୍ ୨୦୨୫ ଟାଇଟଲ୍ ଜିତିଛନ୍ତି। କେବଳ ୧୯ ବର୍ଷ ବୟସରେ ଦିବ୍ୟା ଜର୍ଜିଆରେ ଅନୁଷ୍ଠିତ ଏହି ବିଶ୍ୱକପ୍ ଫାଇନାଲରେ ଭାରତର କିମ୍ବଦନ୍ତୀ ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରି ଏହି ଟାଇଟଲ୍ ଜିତିଥିଲେ। ଏହା ସହିତ, ସେ ବିଶ୍ୱକପ୍…
Read More...

ଜିଲ୍ଲା ସ୍ତରୀୟ ୨୦୨୫ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କଲେ ମନିଷ ପାଲ

ରାଇରଙ୍ଗପୁର:- ରାଇରଙ୍ଗପୁର ଅଂଚଳର ଯୁବ ବେଡମିଣ୍ଟନ ତାରକା ମନିଷ ପାଲ ଜିଲ୍ଲା ସ୍ତରୀୟ ୨୦୨୫ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି । ବାରିପଦାରେ ଷ୍ଟାଡିୟମ ପଡ଼ିଆରେ ତ୍ରୀ ଦୀବସୀୟ ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ,୧୯ ବର୍ଷରୁ କମ ଏବଂ ବରିଷ୍ଠ ବିଭାଗରେ ନିଜର କ୍ରୀଡା…
Read More...

ସଂଯୁକ୍ତ ଆରବରେ ଖେଳାଯିବ ଏସିଆ କପର ୨୦୨୫ ସଂସ୍କରଣ

ଏସୀୟ କ୍ରିକେଟ ପରିଷଦ (ACC) ସଭାପତି ମୋହସିନ ନକଭି ଘୋଷଣା କରିଛନ୍ତି ଯେ ଏସିଆ କପର ୨୦୨୫ ସଂସ୍କରଣ ଏକ ହାଇବ୍ରିଡ୍ ମଡେଲରେ ଖେଳାଯିବ ଏବଂ ଏହା ସେପ୍ଟେମ୍ବର ୯ ରୁ ୨୮ ପର୍ଯ୍ୟନ୍ତ ଚାଲିବ, ସଂଯୁକ୍ତ ଆରବ ଏମିରେଟ୍ସ ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସ୍ଥିର ହୋଇଛି । ଭାରତ ଏବଂ…
Read More...