Browsing Category

ଖେଳ

ଟିମ୍ ଇଣ୍ଡିଆକୁ ସାମ୍ନା କରିବା ପୂର୍ବରୁ ପାକିସ୍ତାନର ଦ୍ରୁତ ବୋଲର ହାରିସଙ୍କ ବଡ଼ ବୟାନ

୯ ସେପ୍ଟେମ୍ବରରୁ ୟୁଏଇରେ ଏସିଆ କପ୍ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ୟୁଏଇ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ। ତା'ପରେ ୧୪ ତାରିଖରେ ଭାରତୀୟ ଦଳ ଏକ ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନ ସହିତ ମୁକାବିଲା କରିବ। ଆଶା କରାଯାଉଛି ଯେ ଏହି ଦୁଇ ଦଳ…
Read More...

ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ଏକାଦଶ ଓ ପୌର ପରିଷଦ ଏକାଦଶଙ୍କ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ…

ଗଜପତି:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ଗଣମାଧ୍ୟମ ଏକାଦଶ  ଓ ମ୍ୟୁନିସିପାଲ କାଉନସିଲ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ…
Read More...

SA ୨୦ର ଚତୁର୍ଥ ସିଜିନ ପାଇଁ ପ୍ରିଟୋରିଆ କ୍ୟାପିଟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବେ ସୌରଭ ଗାଙ୍ଗୁଲି

ରିପୋର୍ଟର୍ସ ଟୁଡେ ବ୍ୟୁରୋ; SA ୨୦ର ଚତୁର୍ଥ ସିଜିନ ପାଇଁ ପ୍ରିଟୋରିଆ କ୍ୟାପିଟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବେ ସୌରଭ ଗାଙ୍ଗୁଲି । ମୁଖ୍ୟ ହେଡ୍ କୋଚ ଭାବେ ଦାୟିତ୍ୱ ନେବେ । ତେବେ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଡିସେମ୍ବର ୨୬ରୁ ଆରମ୍ଭ ହେଉଥିବା SA ୨୦ର ଚତୁର୍ଥ ସିଜିନ ପାଇଁ…
Read More...

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା

ନୂଆଦିଲ୍ଲୀ:- ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂଜାରା ବହୁତ ଦିନ ଧରି ଟେଷ୍ଟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ । ଏହି ଅଭିଜ୍ଞ ଖେଳାଳି ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ…
Read More...

ମହିଳା ବିଶ୍ୱକପର କାର୍ଯ୍ୟସୂଚୀ ପରିବର୍ତ୍ତନ ; ଏବେ ବେଙ୍ଗାଲୁରୁ ପରିବର୍ତ୍ତେ ଏହି ଗ୍ରାଉଣ୍ଡରେ ମ୍ୟାଚ୍ ଅନୁଷ୍ଠିତ ହେବ

ICC ମହିଳା କ୍ରିକେଟ ବିଶ୍ୱକପ୍ 2025ର କାର୍ଯ୍ୟସୂଚୀରେ ଏକ ବଡ଼ ପରିବର୍ତ୍ତନ ଆସିଛି। ICC ଏବେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ପରିବର୍ତ୍ତେ ନଭି ମୁମ୍ବାଇରେ ମ୍ୟାଚ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଯୋଗୁଁ 10 ରୁ ଅଧିକ…
Read More...

ମହିଳା ଦିନିକିଆ ବିଶ୍ବକପ୍ ଲାଗି ଭାରତୀୟ ଦଳ ଘୋଷିତ ହୋଇଛି

ନୂଆଦିଲ୍ଲୀ:- ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ ମହିଳା ବିଶ୍ୱକପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି । ସୁସ୍ଥ ହୋଇଥିବାରୁ ପେସ୍‌ ବୋଲର ରେଣୁକା ସିଂହ ଓ ଅଲ୍‌ରାଉଣ୍ଡର…
Read More...

ଦଳରେ ବୁମରାହ ଇନ୍ ସିରାଜ ଆଉଟ

ନୂଆଦିଲ୍ଲୀ:- ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ…
Read More...

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ

ମ୍ୟାଚ୍ ଖେଳିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଋତୂପର୍ଣ୍ଣା ପଣ୍ଡା ଓ ଶ୍ୱେତାପର୍ଣ୍ଣା ପଣ୍ଡା । ଅଗଷ୍ଟ ୨୫-୩୧ ପର୍ଯ୍ୟନ୍ତ ଆୟୋଜିତ ପ୍ୟାରିସ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ, ଭାରତକୁ ରିପ୍ରେଜେଣ୍ଟ କରିବାକୁ ଯାଉଛନ୍ତି ଏହି ଦୁଇ ଭଉଣୀ । ସେଥିଲାଗି ଆଜି ଲୋକସେବା ଭବନରେ,…
Read More...

ଆଇପିଏଲ ଟ୍ରେଡ ଗୁଜବକୁ ନେଇ ସିଏସକେକୁ ଉତ୍ତର ମାଗିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ମୁହଁ ଖୋଲିଲେ ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ଟ୍ରେଡ ଗୁଜବକୁ ନେଇ ସିଏସକେକୁ ଉତ୍ତର ମାଗିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ୨୦୨୬ ସିଜିନ ଆରମ୍ଭ ହେବା ପୂର୍ବରୁ ଗୁଜବକୁ ନେଇ ବିବାଦ ଦେଖାଦେଲାଣି । ଏବିଷୟରେ ଚେନ୍ନାଇ ସୁପରକିଙ୍ଗସ୍ କୁ ସ୍ପଷ୍ଟ ଉତ୍ତର…
Read More...

ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ । ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧ । ଖୁବଶିଘ୍ର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିବାକୁ ସେ ଯାଉଛନ୍ତି । ତେବେ ତାଙ୍କର ନିର୍ବନ୍ଧ ଫଟୋ…
Read More...