Browsing Category

ଖେଳ

ବିଶ୍ୱକପ ମଧ୍ୟରେ ନେପାଳ ପାଇଁ ଏକ ଖୁସି ଖବର; ସନ୍ଦୀପଙ୍କୁ ମିଳିଲା ଭିସା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଏବଂ ଆମେରିକାର ମାଟିରେ ଟି -୨୦ ବିଶ୍ୱକପ ଖେଳାଯାଉଛି। ତେବେ ଏହି ଟୁର୍ନାମେଣ୍ଟ ମଧ୍ୟରେ ନେପାଳ କ୍ରିକେଟ୍ ଦଳ ପାଇଁ ଏକ ଖୁସି ଖବର ଆସୁଛି। ନେପାଳ କ୍ରିକେଟ୍ ଦଳର ଭେଟେରାନ୍ ଲେଗ୍ ସ୍ପିନର ସନ୍ଦୀପ ଲାମିଚେନ୍ ୱେଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି। ବାସ୍ତବରେ, ପୂର୍ବରୁ…
Read More...

ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କଲା ଭାରତ

ମହାମୁକାବିଲାରେ ମହାରୋମାଞ୍ଚ ଦେଖିବାକୁ ମିଳିଛି। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କାହିଁକି ମହାଲଢ଼େଇର ମାନ୍ୟତା ଲାଭ କରିଛି ତାହା ମଧ୍ୟ ପୁଣି ପ୍ରମାଣିତ ହୋଇଛି। ୨୦ ମାସର ବ୍ୟବଧାନରେ ପରେ ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲା ବେଳେ…
Read More...

ଆମେରିକାକୁ କ୍ରିକେଟ ଫିଭର

ବ୍ୟୁରୋ ରିପୋର୍ଟ: ଆମେରିକା ପ୍ରଥମ ଥର ପାଇଁ କୌଣସି ଏକ ଆଇସିସି ଟୁର୍ନାମେଣ୍ଟରେ ଭାଗ ନେଉଛି । ଟି -୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ସେ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ ଖେଳି ପାକିସ୍ତାନ ୧୫୯ ରନ୍ ସଂଗ୍ରହ କରିଥିବାବେଳେ ଆମେରିକା ଦଳ ଟାର୍ଗେଟକୁ ଗୋଡାଇବା ବେଳେ ସମାନ ସଂଖ୍ୟକ ରନ୍…
Read More...

ଭାରତ-ପାକିସ୍ତାନ ଟି-୨୦ ବିଶ଼୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟକା, ଆହତ ହେଲେ କ୍ୟାପଟେନ ରୋହିତ

ଟି-୨୦ ବିଶ଼୍ବକପ୍‌ ପାଇଁ ଏବେ ଅଭ୍ୟାସ ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ପୁଣିଥରେ ଆହତ ହୋଇଛନ୍ତି। ପୂର୍ବରୁ ଆୟାରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ରୋହିତ ଆହତ ହୋଇଥିବା ବେଳେ ଏବେ ପାକିସ୍ତାନ ସହିତ ହେବାକୁ ଥିବା ହାଇ-ଭୋଲ୍ଟେଜ୍‌ ମ୍ୟାଚ୍‌ ପୂର୍ବରୁ…
Read More...

ବିଜୟରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ, ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କ: ନ୍ୟୁୟର୍କରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ବୁଧବାର ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଆଗରେ ୯୭  ରନର ଲକ୍ଷ୍ୟ ଥିଲା। …
Read More...

ରାଜନୀତିରେ କମାଲ କଲେ କ୍ରିଡାବିତ

ନଆଦିଲ୍ଲୀ: ରାଜନୀତି ମୈଦାନରେ ୟୁସୁଫ ପଠାନ ଏବଂ କିର୍ତ୍ତୀ ଆଜାଦ ଦୁଇ ଖେଳାଳି ହିଟ ହୋଇଛନ୍ତି । ଲୋକସଭା ନିର୍ବାଚନ ୨୦୧୪ ରେ ଭୋଟ ଗଣନା ଜୁନ ୪ ରେ ହୋଇଥିଲା । ଏନଡିଏ ୨୯୨ ଏବଂ ଆଇ ଏନ ଡି ଆଇ ଏ ୨୩୪ ସିଟ ହାତେଇଛି । ତେବେ ଏହି ନିର୍ବାଚନରେ ୪କ୍ରିଡାବିତ ମୈଦାନକୁ ଓଲାହାଇ ଥିଲେ । ଯେଉଁଥିରେ…
Read More...

ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ

ଆଜିଠୁ ଭାରତର ବିଶ୍ୱକପ୍ ଅଭିଯାନ । ନବନିର୍ମିତ ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତ ଗ୍ରୁପ ‘ଏ’ରେ ପ୍ରଥମ ମ୍ୟାଚ୍ ଖେଳିବ । ଗତ ଜାନୁଅ।।ରୀ;ରେ ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରଠାରୁ ଭାରତ କୌଣସି ଟେଣ୍ଟି-୨୦ ମ୍ୟାଚ୍ ଖେଳିନାହିଁ । ତେବେ ଭାରତ…
Read More...

ହାତକୁ ଦି ହାତ ‌ହେଲେ ଏହି ଷ୍ଟାର କ୍ରିକେଟର

ହାତକୁ ଦି ହାତ ‌ହେଲେ କୋଲକାତା ନାଇଟ୍ ରାଇଡର୍ସର ବିସ୍ଫୋରକ ବ୍ୟାଟର୍ ଭେଙ୍କଟେଶ ଆୟର୍ | ଆଇପିଏଲ୍ ଟ୍ରଫି ବିଜୟର ଖୁସି ଭିତରେ ରବିବାର ପାରମ୍ପରିକ ଦକ୍ଷିଣ ଭାରତୀୟ ଉତ୍ସବରେ ପ୍ରେମିକା ଶୃତି ରଘୁନାଥନଙ୍କ ହାତ ଧରିଛନ୍ତି ସେ। ଆଇପିଏଲ୍ ଟ୍ରଫି ବିଜୟର ଖୁସି ଭିତରେ ବିବାହ ଉତ୍ସବରେ ଶ୍ରୁତି…
Read More...

ତୃତୀୟ ରାଉଣ୍ଡରେ ଜୋକୋଭିକ

ପ୍ୟାରିସ୍‌: ବିଶ୍ବର ୧ ନମ୍ବର ନୋଭାକ ଜୋକୋଭିକ, ୨ ନମ୍ବର ଜାନିକ ସିନ୍ନର, ୪ ନମ୍ବର ଆଲେକ୍‌ଜାଣ୍ଡର ଭେରେଭ ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଏକକ ମୁକାବିଲାରେ ୨୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିୟାର ଜୋକୋଭିକ…
Read More...

ଓଡିଶା ରଗବୀ ସିନିୟର ଫୁଟବଲ୍ ଚାମ୍ପିଅନସିପ୍ ଟ୍ରଫି ହାତେଇଲା କିସ୍‌

ଭୁବନେଶ୍ୱର : ଆୟୋଜିତ ହୋଇଯାଇଛି ଓଡିଶା ରଗବୀ ଫୁଟବଲ୍ ଆସୋସିଏସନ୍ (ORFA) ଦ୍ୱାରା ଆୟୋଜିତ ଓଡିଶା ଇଣ୍ଟର ଜିଲ୍ଲା ସିନିୟର ପୁରୁଷ ରଗବୀ 7 ର ଚାମ୍ପିଅନସିପ୍ - 2024” | ଆଜି KIIT ରଗବୀ ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ କିସ୍‌ ଦଳ ଚାମ୍ପିଅନ୍‌ ଟ୍ରଫି ପାଇଛି | ଏଥି ସହ କେଉଁଝର ଜିଲ୍ଲା…
Read More...