Browsing Category

ଖେଳ

ଗାଏନାରେ ବର୍ଷା ଆଶଙ୍କା, ଖେଳ ନହେଲେ ଫାଇନାଲ ଯିବ ଭାରତ

ବ୍ୟୁରୋ : ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାରତ ସେମିଫାଇନାଲରେ ଏଣ୍ଟ୍ରି ମାରିଛି | ଏହି ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତର ମୁକାବିଲା ଇଂଲଣ୍ଡ ସହିତ ହେବ। ଏହି ମ୍ୟାଚ୍‌ ଗାଏନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ଗୁରୁବାର ରାତି ୮ଟାରେ ଖେଳାଯିବ। କିନ୍ତୁ ମ୍ୟାଚ୍‌…
Read More...

ଆଫଗାନିସ୍ତାନ ଦଳ ସେମିଫାଇନାଲରେ ପହଞ୍ଚିବା ପରେ ସାରା ରାତି ସେଲିବ୍ରେସନ କଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଟି -୨୦ ବିଶ୍ୱକପ ୨୦୨୪ ରେ ସେମିଫାଇନାଲରେ ପ୍ରବେଶ କରିଛି । ଦଳ ସେମିଫାଇନାଲରେ ପହଞ୍ଚିବା ମାତ୍ରେ ଚାରିଆଡେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ଦଳର ଖେଳାଳିମାନେ ଖୁସି ହେବା ସହିତ ଭାବପ୍ରବଶ ମଧ୍ୟ ହୋଇଥିଲେ । ବର୍ତ୍ତମାନ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ…
Read More...

ସତ ହୋଇଛି ବ୍ରାଏନ ଲାରାଙ୍କ ପୂର୍ବାନୁମାପ

ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ଆଫଗାନିସ୍ତାନ ୨୦୨୪ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ପହଞ୍ଚିଛି । ଏହି ଐତିହାସିକ ବିଜୟ ପରେ ଆଫଗାନିସ୍ତାନର ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନଙ୍କ ସମେତ ସବୁ ଖେଳାଳି ଓ ଆଫଗାନିସ୍ତାନ ପ୍ରଶଂସକ ଭାବ ବିହ୍ୱଳ ହୋଇପଡିଥିଲେ । ସେମି ଫାଇନାଲରେ ପହଞ୍ଚିବା ପରେ…
Read More...

ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଏବେ ବଦଲା ନେବା ପାଇଁ ଭାରତକୁ ମିଳିଛି ବଡ଼ ସୁଯୋଗ

ବ୍ୟୁରୋ : ଟି-୨୦ ବିଶ୍ୱକପ୍ ସେମି ଫାଇନାଲରେ ଭାରତ । ଅଷ୍ଟ୍ରେଲିଆକୁ ହରାଇ ଦିନିକିଆ ବିଶ୍ୱକପର ବଦଲା ନେଲା ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ରୋମାଞ୍ଚକର ମୁକାବିଲା ବାଜି ମାରିଲା ଭାରତ । ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ ୨୦୨୩…
Read More...

ଜିମ୍ବାୱେ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଅଧିନାୟକ ଶୁବମନ ଗିଲ୍

ନୂଆଦିଲ୍ଲୀ: ଜିମ୍ବାୱେ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଏହା ଅସନ୍ତା ୬ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବେଳେ ୫ଟିକିଆ ଟି ୨୦ ସିରିଜ ପାଇଁ ଆଜି ବିସିସିଆଇ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ।ଘାଷଣା କରିଛି । ତେବେ ଏହର ଅଧିନାୟକ ହୋବେ ଯୁବ ଖେଳାଳୀ ଶୁବମନ ଗିଲ । ଦଳରେ କୌଣସି ସିନିୟର…
Read More...

ଲେଣ୍ଟ ଲୁସିଆରେ ବର୍ଷା ଜାରି , ରଦ୍ଦ ହୋଇପାରେ ଆଜିର ମ୍ୟାଚ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ରେ ଆଜି ମୁହାଁ ମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ ସେଣ୍ଟ ଲୁସିଆରେ ଖେଳାଯିବ । କଙ୍ଗରୁ ଦଳ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତେବେ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର ଆସ ପହଞ୍ଚିଛି ।…
Read More...

ଆଜି ଭାରତ – ବାଂଲାଦେଶ ମଧ୍ୟରେ କଡା ଟକ୍କର

ନୂଆଦିଲ୍ଲୀ; ଭାରତ – ବାଂଲାଦେଣ ସୁପର ୮ ଟକ୍କର । ଆଜି ସନ୍ଧ୍ୟାରେ ହାଇ ଭୋଲଟେଜ ମୁକାବିଲା ।ସୁପର -୮ ରାଉଣ୍ଡର ଗ୍ରୁପ -୧ ରେ ଭାରତ – ବାଂଲାଦେଶ ପରସ୍ୱର ଭେଟିବାକୁ ଯାଉଛନ୍ତି । ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମ , ଆଣ୍ଟିଗୁଆରେ ଖେଳାଯିବ ଏହି ମ୍ୟାଚ । ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ସହ ହକି ଇଣ୍ଡିଆର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା

ଭୁବନେଶ୍ୱର : ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି  ପାଇଁ ଓଡ଼ିଶାକୁ…
Read More...

୧୩ ବର୍ଷ ପୂର୍ବେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିଲେ; ଏବେ ଭାରତର ସବୁଠାରୁ ସଫଳ ଅଧିନାୟକ

ବ୍ୟୁରୋ ରିପୋର୍ଟ: ବିରାଟ କୋହଲିଙ୍କ ରୂପରେ ଟିମ୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ହୀରା ଅଛି । କେବଳ ଭାରତରେ ନୁହେଁ କ୍ରିକେଟ୍ ଦୁନିଆରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ମାନଙ୍କ ମଧ୍ୟରୁ କୋହଲି ଅନ୍ୟତମ। ସେ ୧୩ ବର୍ଷ ପୂର୍ବେ ୨୦୧୧ ରେ ଏହି ଦିନ ଅର୍ଥାତ୍ ୨୦ ଜୁନ୍ (ବିରାଟ କୋହଲି ଟେଷ୍ଟ ଡେବ୍ୟୁ) ରେ…
Read More...

ଉଜ୍ଜ୍ୱଳ ହେବାକୁ ଯାଉଛି ସଞ୍ଜୁଙ୍କ ଭାଗ୍ୟ; ଟି -୨୦ ବିଶ୍ୱକପ ପରେ ମଧ୍ୟ ତାଙ୍କ ସ୍ଥାନ ଟିମ୍ ଇଣ୍ଡିଆରେ ରହିବ!

ବ୍ୟୁରୋ ରିପୋର୍ଟ: ଟି -୨୦ ବିଶ୍ୱକପ ୨୦୨୪ ପରେ ଟିମ୍ ଇଣ୍ଡିଆ ଜିମ୍ବାୱେ ଗସ୍ତରେ ଯିବ। କିନ୍ତୁ ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କ୍ରିକେଟ୍ ଜିମ୍ବାୱେ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରେ। ବରିଷ୍ଠ ଖେଳାଳିଙ୍କୁ ଏକ ବିରତି ଦିଆଯାଇପାରେ ।…
Read More...