Browsing Category
ଖେଳ
ଡାକ୍ତରଖାନାରେ ଭିନେଶ ଫୋଗଟଙ୍କୁ ଭେଟିଲେ ପିଟି ଉଷା
ବ୍ୟୁରୋ : ଡାକ୍ତରଖାନାରେ ଭିନେଶ ଫୋଗଟଙ୍କୁ ଭେଟିଲେ ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ର ସଭାପତି ପିଟି ଉଷା । ଫାଇନାଲ ପୂର୍ବରୁ ଡିସ୍କ୍ୱାଲିଫାଏଡ୍ ହେବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି ଭିନେଶ ।
ସୂଚନାନୁସାରେ, ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ଫାଇନାଲରୁ ଅଯୋଗ୍ୟ ହେବା ପରେ…
Read More...
Read More...
ନୀରଜ ସ୍ବର୍ଣ୍ଣ ଜିତିଲେ ପୁରସ୍କାର ଦେବେ ଋଷବ ପନ୍ତ
ନୂଆଦିଲ୍ଲୀ: ଚାଲିଛି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ । ଏହାରି ଭିତରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର କ୍ୱାଲିଫିକେସନ ରାଉଣ୍ଡର ପ୍ରଥମ ଥ୍ରୋରେ ଫାଇନାଲରେ ପ୍ରବେଶ କରିଥିଲେ ନୀରଜ । ନୀରଜ କ୍ୱାଲିଫିକେସନ ରାଉଣ୍ଡରେ ୮୯.୩୪ ମିଟର…
Read More...
Read More...
ଭିନେଶଙ୍କ ସଫଳତାରେ ଖୁସି ନାହାନ୍ତି କଙ୍ଗନା!
ମଙ୍ଗଳବାର ରେସଲର ଭିନେସ ଫୋଗଡ ୫୦ କିଲୋଗ୍ରାମ ରେସଲିଂରେ ରୌପ୍ୟ ହାସଲ କରିଛନ୍ତି । ଯାହାକୁ ନେଇ ଦେଶବାସୀ ଖୁସି । ସବୁ ବର୍ଗରୁ ଭିନେଶଙ୍କୁ ଦିଆଯାଇଛି ଅଭିନନ୍ଦନ । ହେଲେ ଏପରି ସମୟରେ ଅଭିନେତ୍ରୀରୁ ସାଂସଦ ହୋଇଥିବା କଙ୍ଗନା ଭିନେଶଙ୍କ ସହ ସବୁ ରେସଲରଙ୍କୁ ଅଭିନନ୍ଦନ ଦେବା ଆଳରେ କରିଛନ୍ତି…
Read More...
Read More...
ଭିନେଶ ଫୋଗଟ ଡିସ୍ କ୍ୱାଲିଫାଏଡ : ପ୍ରବୋଧନା ଦେଲେ ପ୍ରଧାନମନ୍ତ୍ରୀ
ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟକା। ଭିନେଶ ଫୋଗଟ ଡିସ୍ କ୍ୱାଲିଫାଏଡ ଘୋଷିତ । ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି।
ଆଜି ରାତିରେ ସ୍ବର୍ଣ୍ଣ ପଦକ…
Read More...
Read More...
Paris Olympics : ପଦକ ପକ୍କା କଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍
ପ୍ୟାରିସ ଅଲିମ୍ପିକ୍ସରେ ପଦକ ପକ୍କା କଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗଟ। ସେମିଫାଇନାଲରେ କ୍ୟୁବା ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ମାତ୍ ଦେଇଛନ୍ତି…
Read More...
Read More...
ହକିରେ ଜର୍ମାନୀଠୁ ହାରିଲା ଭାରତ
ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛି। ଏଥିସହିତ ୪୪ ବର୍ଷ ପରେ ଫାଇନାଲରେ ପହଞ୍ଚିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି। ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଜର୍ମାନୀ ୩-୨ ଗୋଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ…
Read More...
Read More...
ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ, ଭିଡିଓ ଭାଇରାଲ୍
ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏହି ଭେଟେରାନ୍ କ୍ରିକେଟରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଚାଲିବାରେ ଅସୁବିଧା ଭୋଗୁଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି, ସେ ଚାଲିବା ପାଇଁ…
Read More...
Read More...
ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା
ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍…
Read More...
Read More...
ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା
ଭୁବନେଶ୍ୱର : ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ କରାଯିବ। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ…
Read More...
Read More...
Paris Olympics Hockey: ଆଜି ଭାରତ-ଜର୍ମାନୀ କଡା ମୁକାବିଲା
ଅଲିମ୍ପିକ୍ସରେ ୪୪ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତିବା ଆଶାରେ ଭାରତୀୟ ହକି ଟିମ୍ । ଆଜି ସେମିଫାଇନାଲରେ ବିଶ୍ୱ ଚାମ୍ପିୟନ ଜର୍ମାନୀ ସହ ହେବ ଭାରତର କଡ଼ା ମୁକାବିଲା । ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଟିମର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ…
Read More...
Read More...