Browsing Category

ଖେଳ

ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍

କଲମ୍ବୋ: ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ୨୩୧ ଟାର୍ଗେଟକୁ ପିଛା କରି ଭାରତ ୨୩୦ ରନରେ ଅଲଆଉଟ୍ ହୋଇଛି । ବିଜୟ ପାଇଁ ୧୪ ବଲରେ ୧ ରନ୍ ଥିବାବେଳେ ଆଉଟ୍ ହୋଇଛନ୍ତି ଅର୍ଶଦୀପ । ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ୭ ୱିକେଟ ହରାଇ ୨୩୦ ରନ କରିଥିଲା। ଏହାର ଜବାବରେ ଭାରତ…
Read More...

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚେନ୍‌ ତିନ୍‌…
Read More...

ପ୍ୟାରିସ୍ ଅଲିମ୍ପିକ୍ସରେ ବଡ଼ ଅଘଟଣ, ଅଚେତ ହୋଇଗଲେ ସନ୍ତରଣକାରୀ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଶୁକ୍ରବାର ଦିନ ଏକ ବଡ଼ ଅଘଟଣ ଅଳ୍ପରେ ଟଳିଯାଇଛି । ଆଜି ସ୍ଲୋଭାକିଆର ସନ୍ତରଣକାରୀ ତମାରା ପୋଟୋକା ଖେଳ ଶେଷ ପରେ ଅଚେତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତରୀଦଳ ତାଙ୍କ ମୁହଁରେ ଅକ୍ସିଜେନ ମାସ୍କ ଲଗାଇ ପ୍ରାଥମିକ ଚିକିତ୍ସା…
Read More...

ଉଦଯାପିତ ହେଲା ବାର୍ଷିକ ଫୁଟବଲ ପ୍ରତିଯୋଗିତା ; ଭାଲୁରୁଗାଁକୁ ହରାଇ ତଳପଡା ଚାମ୍ପିୟନ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ :   କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ଗ୍ରାମପଞ୍ଚାୟତ ବରେବାଟା ଠାରେ ଥିବା ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବାର୍ଷିକ ଲିଗ୍ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I  ଦୀର୍ଘଦିନ ଧରି ଗ୍ରାମାଞ୍ଚଳ ଦକ୍ଷ ଖେଳାଳି ନେଇ…
Read More...

ସରକାରଙ୍କ ଚରମବାଣୀ, ଖେଳାଳି କରିବେନି ନିଶାଦ୍ରବ୍ୟ ବିଜ୍ଞାପନ

ନୂଆଦିଲ୍ଲୀ : ଖେଳାଳିଙ୍କୁ ନିଶାଦ୍ରବ୍ୟ ବିଜ୍ଞାପନ କରିବା ମନା । ଏବେ ଠାରୁ କୌଣସି ଖେଳାଳି ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନରେ ନଜର ଆସିବେ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖି ଏସମ୍ପର୍କରେ ପଦକ୍ଷେପ ନେବାକୁ କହିଛନ୍ତି ।…
Read More...

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ୫୦ ମିଟର ରାଇଫଲ ସୁଟିଂରେ ସ୍ୱପ୍ନିଲ କୁଶାଲେଙ୍କୁ ବ୍ରୋଞ୍ଜ ପଦକ । ଭାରତ ପାଇଁ ତୃତୀୟ ପଦକ ହାସଲ କଲେ ସୁଟର । ପ୍ରଥମ ଥର ପାଇଁ ଏ ବର୍ଗରେ ଭାରତକୁ ମିଳିଲା ପଦକ ।  ପୂର୍ବରୁ ୧୦ ମିଟର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପ୍ରଥମେ ବ୍ରୋଞ୍ଜ ଜିତିତିଲେ…
Read More...

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

ଆସାମ: ଆସାମର ‌ଗୁଆହାଟୀଠାରେ ଆୟୋଜିତ ଦ୍ବିତୀୟ ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ବାଳକ ଦଳ ଫାଇନାଲ୍‌ରେ ହକି ଝାଡ଼ଖଣ୍ଡକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୪-୩ (୬-୬)ଗୋଲ୍‌ରେ ପରାସ୍ତ କରିଥିଲା।…
Read More...

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ । ୭୧ ବର୍ଷ ବୟସରେ ଘରୋଇ ମେଡିକାଲରେ ଅଂଶୁମାନଙ୍କ ପରଲୋକ ହୋଇଛି ।   ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଛି । ଭାରତ ପାଇଁ ୪୦ ଟେଷ୍ଟ ଓ ୧୫ ଦିନିକିଆ…
Read More...

ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ଚାଲିଛି ପ୍ୟାରିସ ଅଲିମ୍ପିକ୍ସ । ମୈଦାନରେ କସରତ କରୁଛନ୍ତି ସମସ୍ତ ଦେଶର ଖେଳାଳି । ଏହାରି ଭିତରେ ଭରତ ପାଇଛି ୨ଟି ପଦକ । ଏବେ ଆଉ ଏକ ପଦକ ଅଣିବାକୁ ରଣ କ୍ଷେତ୍ରରେ ଚାଲିଛି ଚେଷ୍ଟା । ଏହାରି ଭିତାର ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି…
Read More...

ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ୍ ; ସୁପର ଓଭରରେ ବିଜୟୀ ହେଲା ଭାରତ

ସୁପର୍ ଓଭର ବିଜୟ ସହ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତି ନେଇଛି। ଉଭୟ ଦଳ ୧୩୭ ରନ୍‌ରେ ଅଟକିଯିବା ପରେ ମ୍ୟାଚ୍‌ ଟାଇ ରହିଥିଲା। କିନ୍ତୁ ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲ୍‌ରେ ୨ ରନ୍ ଦେଇ ୨ ୱିକେଟ୍‌ ଦଖଲ କରିନେଇଥିଲେ। ଜବାବରେ ମଥିଶା ପଥିରଣାଙ୍କ…
Read More...