Browsing Category

ବିଶେଷ

Xର ମାସିକ ବିଲ୍ ନେବାକୁ ଯୋଜନା କରୁଛନ୍ତି ଏଲନ୍ ମସ୍କ

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ବ୍ୟବହାରକାରୀଙ୍କ ପାଇଁ ଏକ ଖବର ସାମ୍ନାକୁ ଆସିଛି । ଏଲନ ମସ୍କ ଯୋଜନା କରୁଛନ୍ତି ମାସକ ବ୍ୟବହାରକରୀଙ୍କ ଠାରୁ ମାସକ ବିଲ ଆଦାୟ କରିବେ । ଏନେଇ ଏଲନ ମସ୍କ କହିଛନ୍ତି । ସେ କହିଛନ୍ତି କି, ଏକ୍ସ ଫ୍ଲାଟଫର୍ମରେ ଦେଖାଦେଉଥିବା ବୋଟସ୍ ସମସ୍ୟାର…
Read More...

ମରକ୍ସୋରେ ୬.୮ ତୀବ୍ରତାର ଭୂକମ୍ପ: ଗଲାଣି ୬୩୨ଜଣଙ୍କ ଜୀବନ

ମରସ୍କୋରେ ଜୋରଦାର ଭୂମିକମ୍ପ ଦେଖିବାକୁ ମିଳିଛି । ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ। ରିକ୍ଟର ସ୍କଲରେ ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜାଣିବାକୁ ମିଳିଛି । ଏହି ଭୂମିକମ୍ପରେ ବଡବଡ କୋଠା ଭୁଶୁଡିଥିବାବେଳେ ଅନେକ ଲୋକଙ୍କ ଜୀବନ ଯାଇଛି। ଏହି ଭୂକମ୍ପରେ ଏପର୍ୟ୍ୟନ୍ତ ୬୩୨…
Read More...

ପ୍ୟାକେଟରେ ଗୋଟିଏ କମ ବିସ୍କୁଟ , କମ୍ପାନୀ ଦେବେ ୧ଲକ୍ଷ ଜରିମାନା

ଗୋଟିଏ ବିସ୍କୁଟ କମ୍ ଥିବାରୁ କମ୍ପାନୀକୁ ଦେବାକୁ ପଢିବ ୧ଲକ୍ଷ ଟଙ୍କା ଜରିମାନା । ଏ କଥାଟି ଆପରଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଘଟଣା ଘଟିଛି ତାମିଲନାଡୁର ତିରୁବଲ୍ଲୁବର ଠାରେ । ସେଠାରେ ଥିବା ଏକ ବିସ୍କୁଟ କମ୍ପାନୀ ଏବେ ଜଣେ ଗ୍ରାହକଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ…
Read More...

ଇଣ୍ଡିଆ-ଭାରତକୁ ନେଇ ବିବାଦ ଜାରି : ଜଣାନ୍ତୁ କେଉଁ ଦେଶର ନାଁ ସବୁ ହୋଇଛି ପରିବର୍ତ୍ତନ ?

ନୂଆଦିଲ୍ଲୀ : ‘ଇଣ୍ଡିଆ’ ବନାମ ‘ଭାରତ’, ବଢ଼ିବାରେ ଲାଗିଛି ବିବାଦ | ଜି -20 ସମ୍ମିଳନୀ ଡିନର କାର୍ଡରେ ‘ପ୍ରେସିଡେଣ୍ଚ ଅଫ୍ ଭାରତ’ ଲେଖା କୁ ନେଇ ବିରୋଧୀ-ବିଜେପି ମୁହାଁମୁହିଁ ହୋଇଛନ୍ତି | ତେବେ ଏହା ପ୍ରଥମ ଥର ପାଇଁ ନୁହଁ ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଜନ୍ମାଷ୍ଟମୀ ଦିନ ଘରକୁ ଆଣନ୍ତୁ ଏହି ଜିନିଷ

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ପାପୀମାନଙ୍କ ସଂଖ୍ୟ ବଢିଥାଏ ପ୍ରଭୁ ସ୍ୱୟଂ ଧରାପୃଷ୍ଠରେ ଅବତରଣ କରନ୍ତି । ଦ୍ୱାପରେ ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ଶ୍ରୀକୃଷ୍ଣଙ୍କ ରୂପରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଶ୍ରୀକୃଷ୍ଣଙ୍କ ଜନ୍ମ…
Read More...

ଆଜି ଜନ୍ମାଷ୍ଟମୀ : ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ

ବ୍ୟୁରୋ : କୁହାଯାଏ ଯେବେ ପାପୀମାନଙ୍କର ପ୍ରାଦୁର୍ଭାବ ବଢ଼ିଯାଏ, ସେହି ସମୟରେ ଭଗବାନ ନିଜେ ଏ ଧାରା ପୃଷ୍ଠକୁ ଅବତାର ନେଇ ଆସନ୍ତି। ଆଉ ତାଙ୍କ ଲୀଳା ଖେଳା ଏ ଜଗତ ବାସୀ କାହିଁ କେଉଁ କାଳୁ ଶୁଣି ଆସୁଛନ୍ତି। ହେଲେ ତାଙ୍କ ସେହି ଅପୂର୍ବ ଲୀଳା ଯେତେ ଶୁଣିଲେ ବି ନୂଆ ଲାଗିଥାଏ | ଭଗବାନ…
Read More...

କଥାକାର ଗୁରୁପଦ ନାଥ: ‘ଜଗା’ ଏବେ ମ୍ୟୁଜିୟମରେ !

କଥାକାର ଗୁରୁପଦ ନାଥ: ସାଢେ ଚାରି କୋଟି ଓଡ଼ିଆଙ୍କ ଭାବର ଠାକୁର ଆମ ପ୍ରିୟ କାଳିଆ ସାଆନ୍ତେ l ଆମ ରାଗ ରୁଷା ସବୁ ତାକୁ ହିଁ ଜଣାଉ l ଥରେ ଚକା ନୟନରେ ଆଖି ମିଶିଗଲେ ଜୀବନ କୃତାର୍ଥ ହୋଇଯାଏ l ମାତ୍ର ଏବେ କିଛି ପୁଞ୍ଜିପତିଙ୍କ ହାତରେ ପଡ଼ିଛି ଶ୍ରୀମନ୍ଦିର l ଯେଉଁମାନେ ଭକ୍ତ ଓ ଭଗବାନଙ୍କ…
Read More...

ପଡୁଛି ଭଦ୍ରାକାଳ, ଭୁଲରେ ବି ଏହି ସମୟରେ ବାନ୍ଧନ୍ତୁ ନାହିଁ ରାକ୍ଷୀ

ରକ୍ଷାବନ୍ଧନ ହେଉଛି ଭାଇ ଭଉଣୀଙ୍କ ପାଇଁ ଏକ ପବିତ୍ର ବନ୍ଧନ । ଏହି ଦିନଟିକୁ ସବୁ ଭଉଣୀମାନେ ଉତ୍ସାହର ସହ ଚାହିଁ ବସିଥାନ୍ତି । ଏହି ବନ୍ଧନ ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ପ୍ରେମର ବନ୍ଧନ । ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମାରେ ରକ୍ଷା ବନ୍ଧନ ପାଳନ ହୁଏ । ଏହାକୁ…
Read More...

ମହାକାଶ ଯିବ ଲେଡି ରୋବଟ୍ “ବ୍ୟେମମିତ୍ର’

ଭାରତ: ମହାକାଶ ଯିବ ଲେଡି ରୋବଟ୍ “ବ୍ୟେମମିତ୍ର’ । ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଭାରତ ମହାକାଶ ମିଶନକୁ ନେଇ ବେଶ ଉତ୍ସାହିତ। ଆଉ ଏହି ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପରବର୍ତ୍ତୀ ମହାକାଶ ମିଶନ୍କୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି। ଭାରତର ଆଗାମୀ ମିଶନ୍…
Read More...

ଚନ୍ଦ୍ରରେ ‘ ଶିବଶକ୍ତି’ ଏବଂ ‘ତିରଙ୍ଗା ପଏଣ୍ଟ’ର ନାମକରଣ

ଭାରତ: ଚନ୍ଦ୍ରର ଯେଉଁ ସ୍ଥାନରେ ଚନ୍ଦ୍ରଯାନ -୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କାଲା ସେ ସ୍ଥାନକୁ ‘ ଶିବଶକ୍ତି’ ନାମରେ ନାମିତ କରାଗଲା । ଏବଂ ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ଅଳ୍ପକେ କ୍ରାସ୍ ହୋଇଯାଇଥିଲା ସେ ସ୍ଥାନକୁ ‘ତିରଙ୍ଗା ପଏଣ୍ଟ’ ଭାବେ ନାମିତ କରାଗଲା । ଏପରି ନାମକରଣ କରିଛନ୍ତି…
Read More...