Browsing Category
ବିଶେଷ
ଗାୟବ ହେବା ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍
ଫେସବୁକରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । କେନ୍ଦ୍ରମନ୍ତ୍ରୀ ଟ୍ରେନରୁ ଅଚାନକ ଗାୟବ ହୋଇ ଆହତ ଅବସ୍ଥାରେ ମିଳିଥିବା ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଫେସବୁକ ପୋଷ୍ଟ ମାଧ୍ୟମରେ ଖଣ୍ଡନ କରିଛନ୍ତି । ଖବର ଅନୁଯାୟୀ, ଜାତୀୟ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କୁ…
Read More...
Read More...
ନିଜକୁ ମୋଗଲଙ୍କ ବଂଶଧର ଦାବି କରି ଲାଲକିଲ୍ଲା ଦାବି ଆବେଦନ ଖାରଜ
ମୋଗଲ ମାନଙ୍କର ବଂଶଧର କହି ଦାବି କରୁଥିବା ଜଣେ ମହିଳା ଦିଲ୍ଳୀର ଲାଲକିଲ୍ଲା ଉପରେ ଅଧିକାର ଦାବି କରିଥିଲେ । ମହିଳା ଜଣକ ଅଧିକାର ଦାବି କରି ଯେଉଁ ଆବେଦନ କରିଥିଲେ ତା’କୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଆବେଦନକାରୀ ହେଉଛନ୍ତି ସୁଲତାନା ବେଗମ । ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ…
Read More...
Read More...
ବର୍ଷିଲେ ଅସଦୁଦ୍ଦିନ ୱବେସୀ କହିଲେ ପାକିସ୍ତାନ ଅଲଜ୍ୟା
ପାକିସ୍ତାନ ଏକ ବିଫଳ ରାଷ୍ଟ୍ର । ତାହାକୁ ବୁଝାଇବା ଅପେକ୍ଷା ବର୍ତ୍ତମାନ ସଜ୍ଜା ଦେବାର ସମୟ ଆସିଛି । ପହଲଗାମ୍ ଆକ୍ରମଣ ପରେ ଏବେ ସମସ୍ତେ ପାକିସ୍ତାନ ବିରୋଧରେ ବିଷ ଓଗାଳୁଛନ୍ତି । ଏହାରି ମଧ୍ୟରେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱବେସୀ ମଧ୍ୟ ପାକିସ୍ତାନକୁ ଗାଳି କରିଛନ୍ତି ।
ସେ କହିଛନ୍ତି…
Read More...
Read More...
ହ୍ୱାଟ୍ସଆପ୍ ର ନୂଆ ଫିଚର୍ ଯେତିକି ସୁବିଧା ସେତିକି ଦ୍ୱନ୍ଦମୟ!
ରିପୋର୍ଟର୍ସ ଟୁଡେ ବ୍ୟୁରୋ ; ମେଟା ଆଣିଛି ନୂଆ ନୀତି । ହ୍ୱାଟ୍ସଆପରେ ବଡ ପରିବର୍ତ୍ତନ ହୋଇଛି । ଏମିତି ଏକ ଫିଚର ଯାହା ଦ୍ୱାରା ହ୍ବାଟ୍ସଆପରେ ସ୍ପାମ ମେସେଜ ହ୍ରାସ ହୋଇପାରିବ ଏଥିରେ ଉପଭୋକ୍ତାଙ୍କ ପାଇଁ ବ୍ରଡକାଷ୍ଟ ମେସେଜ ଉପରେ ଲିମିଟ ସେଟ ହୋଇଯାଇଛି । ଏ ଫିଚର ଆଣ୍ଡ୍ରୋଏଡ୍ ବିଟା…
Read More...
Read More...
ଦର ପକାଇପାରିଲାନି ଫରକ : ଅକ୍ଷୟ ତୃତୀୟାରେ ୧୭୫ କୋଟି ଟଙ୍କାର ସୁନା ବିକ୍ରି
ଅକ୍ଷୟ ତୃତୀୟାରେ ସୁନା କିଣିଲେ ଶୁଭ । ଏହି ବିଶ୍ୱାସରେ ଦର ଯେତେ ହେଲେ ବି ସୁନା ବୋହି ନେଲେ ଲୋକେ । ଏହି ଅବସରରେ ୧୭୫ କୋଟି ଟଙ୍କାର ସୁନା ବିକ୍ରି ହୋଇଛି । ହେଲେ ଚଳିତ ଥର ସୁନା ଦାମ ଅଧିକ ଥିବାରୁ କମ୍ ଓଜନର ଗହଣା ଘରକୁ ନେଇଛନ୍ତି ଗ୍ରାହକ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ…
Read More...
Read More...
ଜିଲ୍ଲାସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ : ଚଳିତ ମାସ ୨୩ ତାରିଖରୁ ରବି ଧାନ କିଣା
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଶ୍ରମିକ ମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ…
Read More...
Read More...
ଭାରତ ସହ ବ୍ୟାପାର ନିଲମ୍ବିତ କରି ଏବେ ଚିନ୍ତାରେ ପଡିଛି ପାକିସ୍ତାନ
ରିପୋର୍ଟର୍ସ ଟୁଡେ ବ୍ୟୁରୋ : ସମ୍ପର୍କ ତୁଟାଇବା ପରେ ପାକିସ୍ତାନକୁ ଚିନ୍ତା ଘାରିଛି । ଜରୁରୀକାଳୀନ ଭାବେ ପାକିସ୍ତାନ ଏବେ ଔଷଧ ମହଜୁଦ କରିବାରେ ଲାଗିପଡିଛି । ସିନ୍ଧୁ ଜଳ ଚୁକ୍ତି ଭାରତ ରଦ୍ଦ କରିବା ପରେ ପାକିସ୍ତାନ ବି ଜବାବ ଦେଇଛି । ନୂଆଦିଲ୍ଲୀ ସହ ସମସ୍ତ ବ୍ୟାପାରକୁ ନିଲମ୍ୱନ କରିଛି ।…
Read More...
Read More...
ସହରାଞ୍ଚଳ, ବ୍ଳକ ହେଡ୍ କ୍ୱାର୍ଟରରୁ ଯଥାଶୀଘ୍ର ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି
ଗ୍ରାମାଞ୍ଚଳ ସ୍କୁଲରେ ଦୂର ହେବ ଶିକ୍ଷକ ସମସ୍ୟା । ଗାଁ କୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ହାର ଯଥେଷ୍ଟ କମ୍ ଶିକ୍ଷକ ଆନୁପାତିକ ହାର ରହିଛି। ଏପରିକି ବହୁ ସ୍କୁଲ ଜଣେ…
Read More...
Read More...
ପଦୋନ୍ନତି ପାଇଲେ ଦେବ ପ୍ରସାଦ
ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଢାଞ୍ଚାରେ ଏକ ଅଦଳବଦଳରେ, ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ, ଶ୍ରୀ ଦେବ ପ୍ରସାଦ ଦାସଙ୍କୁ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବର ମର୍ୟ୍ୟାଦାଜନକ ପଦବୀକୁ ପଦୋନ୍ନତି ଦିଆଯାଇଛି। ଶ୍ରୀ ଦାସଙ୍କୁ ସୂଚନା ଏବଂ ଲୋକସମ୍ପର୍କ (ଆଇ ଏବଂ ପିଆର)…
Read More...
Read More...