Browsing Category
ବିଶେଷ
ଜଣେ କି ଦୁଇଜଣ ନୁହେଁ ଏୟାରଷ୍ଟ୍ରାଇକ୍ ରେ ୫୫ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ
ପୁଣି ଥରେ ଏୟାରଷ୍ଟ୍ରାଇକ୍ ପାଇଁ ଥରିଲା ଗାଜା । ଇସ୍ରାଏଲ୍ ର ବଡଧରଣର ଏୟାରଷ୍ଟ୍ରଇକ୍ ରେ ୫୫ରୁ ଉଦ୍ଧ୍ୱର୍ ପାଲେଷ୍ଟାଇନ ନାଗରିକ ମୃତ ହୋଇଥିବା ସୂଚନା । ଗାଜା ସହର ସ୍ଥିତ ଏକ ବିସ୍ଥାପିତ କେନ୍ଦ୍ରକୁ ଇସ୍ରାଏଲ ଟାର୍ଗେଟ କରିଥିଲା । ଆନ୍ତର୍ଜାତୀୟ ସଂଗଠନର ଚାପ ସତ୍ତ୍ବେ ଅମାନିଆ ଇସ୍ରାଏଲ…
Read More...
Read More...
ଆତଙ୍କୀ ସ୍ପାଏ ଜ୍ୟୋତି ମଲହୋତ୍ରା ମାମଲାକୁ ଏନ୍ଆଇଏ କରୁଛି ଖୋଳତାଡ
ଜ୍ୟୋତି ମଲହୋତ୍ରା ମାମଲାରେ ଏନ୍ଆଇଏ ଖୋଳତାଡ ଆରମ୍ଭ କରିଛି । ଆତଙ୍କୀ ସ୍ପାଏ ଜ୍ୟୋତି ମଲହୋତ୍ରା ସହ ଓଡିଶା ଲିଙ୍କ୍ ଥିବା ଜଣାପଡିଛି । ତଥ୍ୟ ପ୍ରମାଣ ଏକାଠି କରିବା ପରେ ଖୁବ ଶୀଘ୍ର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ନିଜ ହେପାଜତକୁ ନେଇପାରେ ଏନ୍ଆଇଏ । ଜ୍ୟୋତି-ପ୍ରିୟଙ୍କା ସମେତ ଓଡ଼ିଶା…
Read More...
Read More...
ରିଲ୍ସ କରୁ କରୁ କୋଏଲ ନଦୀକୁ ଖସି ପଡି ଛାତ୍ରଙ୍କ ମୃତ୍ୟୁ
ରିଲ୍ସ କରିବା ସମୟରେ କୋଏଲ ନଦୀରେ ବୁଡିଗଲେ ଯୁବକ । ଅଗ୍ନିଶମ ବିଭାଗ ମୃତ ଅବସ୍ଥାରେ ପ୍ରଧାନ ପାଲି ବ୍ରିଜ ନିକଟରୁ ଉଦ୍ଧାର କଲା ଯୁବକଙ୍କ ଶରୀର । ରେଳ ପୋଲ ଉପରେ ସାଙ୍ଗ ମାନଙ୍କ ସହିତ ରିଲ୍ସ କରିବା ହେଲା କାଳ । ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ରେଳପୋଲ ତଳ କୋଏଲ ନଦୀକୁ ଖସିପଡି ଜଣେ…
Read More...
Read More...
ଭାରତର ଦୁଇ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗିରଫ
ଆତଙ୍କବାଦ ବିରୋଧରେ ସଫଳତା ହାସଲ କରିଚାଲିଛି ଭାରତ । ଭାରତର ଦୁଇ ମୋଷ୍ଟୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଘଓଇ ଦ୍ୱାରା ମୁମ୍ବାଇ ଏୟାରପୋର୍ଟରୁ ୨ଆତଙ୍କବାଦୀ ଗିରଫ ହୋଇଛନ୍ତି । ଉଭୟ ଆତଙ୍କବାଦୀ ହେଉଛନ୍ତି ଅବଦୁଲ୍ଲା ଫୈଜ ଶେଖ ଓ ତଲହା ଖାନ । ଏହି ଉଭୟ ଆତଙ୍କବାଦୀ ଇଣ୍ଡୋନେସିଆର…
Read More...
Read More...
ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଆଗରେ ଭାରତ
ଭାରତକୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି। ଆମ ଦେଶ ଭାରତ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ବର୍ତ୍ତମାନ ସବୁଠାରୁ ଆଗରେ । ଏହି ରେସରେ ଆମେରିକା, ଚୀନ ଓ ଫ୍ରାକନ୍ସ ଭଳି ରାଷ୍ଟ୍ରକୁ ପଛରେ ପକାଇଛି ଭାରତ।
ଜେପି ମୋର୍ଗନ ଦ୍ୱାରା ଜାରି ହୋଇଥିବା ପର୍ଜେଜିଂ ମ୍ୟାାନେଜିଂ ଇଣ୍ଡେକ୍ସ ବା…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ : ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ
ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) : ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ । ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ…
Read More...
Read More...
ଜୀବନ୍ତ ଧରାପଡିଲେ ଏଫ୍-୧୬ ବିମାନର ପାଇଲଟ
ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଆରମ୍ଭ ହୋଇଯାଇଛି ପାକ୍-ଭାରତ ଯୁଦ୍ଧ । ପାକିସ୍ତାନର ବିଭିନ୍ନ ସ୍ଥାନକୁ ଉଡାଇଦେଇଛନ୍ତି ଭାରତୀୟ ସେନା । ସେପଟେ ପାକ୍ ପ୍ରଧାନମନ୍ତ୍ରୀ ଲୁଚି ପଳେଇଥିବା ଆଲୋଚନା ହେଉଛି । ସୁଦର୍ଶନ ଚକ୍ର ତାର କରାମତି ଦେଖାଇଛି । ପାକିସ୍ତାନ ଯଦି ଭାରତ ଉପରକୁ ଆଟାକ୍ କରିବାକୁ…
Read More...
Read More...
ମକଡ୍ରିଲ ପାଇଁ ରାତି ୮ଟାରୁ ୮.୧୫ ଯାଏଁ ଅନ୍ଧାର ହେବ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ
ନୂଆଦିଲ୍ଲୀ-: ୧୫ ମିନିଟ ପାଇଁ ଅନ୍ଧାର ହେବ ଦିଲ୍ଲୀ । ରାତି ୮ଟାରୁ ୮.୧୫ ଯାଏଁ ଅନ୍ଧାର ହେବ ପୁରା ସହର । ମକଡ୍ରିଲ ପାଇଁ ଅନ୍ଧାର ହୋଇଯିବ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ । ଜରୁରୀ କାଳିନ ପରିସ୍ଥିତିର ମୁକାବିଲା ପାଇଁ ହେବ ମକଡ୍ରିଲ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି…
Read More...
Read More...
ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକଡ୍ରିଲ
ଭୁବନେଶ୍ୱର-: ବାଜିଲା ଯୁଦ୍ଧ ସାଇରନ । ଓଡ଼ିଶାର ୧୨ଟି ଜିଲ୍ଲାରେ ଯୁଦ୍ଧ ସାଇରନ୍ ବାଜିବ ପରେ ଆରମ୍ଭ ହୋଇଛି ଯୁଦ୍ଧ ପ୍ରସ୍ତୁତି ପାଇଁ ମକଡ୍ରିଲ । ଏକାସାଙ୍ଗରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ଯୁଦ୍ଧ ସାଇରନ ବାଜିଛି ।
ଏହି ସିଭିଲ…
Read More...
Read More...
୯ ଆତଙ୍କୀ ଆଡ୍ଡାସ୍ଥଳିକୁ ଧୂଳିସାତ କରିଦେଲେ ଭାରତର ତିନି ସେନା
ଅପରେସନ ସିନ୍ଦୁର କୁ ନେଇ ଭାରତୀୟ ସେନାର ବଡ ସୂଚନା । ରାତି ୧ଟା ୫ରୁ ୧ଟା ୩୦ ମଧ୍ୟରେ ଅପରେସନ ସିନ୍ଦୁର କାର୍ଯ୍ୟକାରୀ ହୋଇଥିଲା । ମାତ୍ର ୨୫ ମିନିଟ ରେ ଭାରତର ତିନି ସେନା ୯ ଆତଙ୍କୀ ଆଡ୍ଡା ସ୍ଥଳି ଧୂଳିସାତ୍ କରିଛନ୍ତି । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ…
Read More...
Read More...