Browsing Category

ବିଜ୍ଞାନ

ଆଜି ବିଜ୍ଞାନ ଉପନ୍ୟାସ ଦିବସ

ନୂଆଦିଲ୍ଲୀ - ୨୦୧୨ ରୁ ଜାନୁଆରୀ ୨ ତାରିଖରେ ବିଶ୍ୱ ସ୍ତରରେ ‘ବିଜ୍ଞାନ ଉପନ୍ୟାସ ଦିବସ ବା ସାଇନସ’ ବା ‘ ସାଇନ୍ସ ଫିକସନ ଡେ’ ପାଳନ କରାଯାଉଛି । ଏହା ବିଜ୍ଞାନ ଔପନ୍ୟାସିିକ ଓ ଗାଳ୍ପିକ ଆଇଜାକ ଆସିମୋଭଙ୍କ ଜନ୍ମଦିନ । ସେ ଆଧୁନିକ ବିଜ୍ଞାନ ଉପନ୍ୟାସର ଜନକ ଭାବେ ଜଣାଶୁଣା । ସେ ପାଞ୍ଚ ଶହରୁ…
Read More...

ଇସ୍ରୋ ରକେଟରେ ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାର କରିବ

ଚେନ୍ନାଇ: ଏଣିକି ଭାରତୀୟ ମହାକାଶ ରକେଟଗୁଡିକ ସବୁଜ ବା ପ୍ରକୃତି ଅନୁକୂଳ ହେବାକୁ ଯାଉଛି । କାରଣ ଇସ୍ରୋ ତାର ରକେଟ ଓ ଉପଗ୍ରହରେ କ୍ଷତିକାର ଇନ୍ଧନକୁ ବଦଳାଇ ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାର କରିବାକୁ ଯାଉଥିବା ଇସ୍ରୋର ମୁଖ୍ୟ କହିଛନ୍ତି । ସେ କହିଛନ୍ତି, ଇସ୍ରୋ ତାର ରକେଟରେ ପରିବେଶ…
Read More...

ମହାକାଶ ଷ୍ଟେସନରେ ୪ ମହାକାଶଚାରୀଙ୍କ ଅବତରଣ

ଫ୍ଲୋରିଡା: ସୋମବାର ରାତିରେ ୪ ମହାକାଶଚାରୀଙ୍କ ସ୍ପେସ ଷ୍ଟେସନରେ ଅବତରଣ । ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ଚାରିଜଣ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ସ୍ପେସ ଷ୍ଟେସନରେ ଅବତରଣ କରିବାରେ ସକ୍ଷମ ହୋଇଛି । ପ୍ରଥମ ଥର ପାଇଁ ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ଏହି ଅବତରଣ…
Read More...

୪୮ ବର୍ଷ ମଧ୍ୟରେ ହେବାକୁ ଯାଉଛି ମହାଜାଗତିକ ବିତ୍ପାତ: ନାସା

ନୂଆଦିଲ୍ଲୀ: ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ବୈଜ୍ଞାନିକମାନେ ଏକ ବିଶାଳକାୟ ଏଷ୍ଟ୍ରଏଡ ‘ଅପୋଫିସ୍’ ପୃଥିବୀ ଆଡକୁ ମୁହାଁଇଥିବାର ସୂଚନା ଦେଇଛନ୍ତି। ଯଦି ଏହା ପୃଥିବୀ ସହ ଧକ୍କା ହୁଏ ତେବେ ଏହା ବହୁ କ୍ଷତି କରିବ ବୋଲି ଆକଳନ କରାଯାଉଛି । ଏଣୁ ବୈଜ୍ଞାନିକମାନେ ଏହାକୁ ‘ଗଡ ଅଫ ଚାଓସ୍’…
Read More...

ପୃଥିବୀ ପାଇଁ ବିପଦଜନକ ନୁହେଁ ଆଷ୍ଟ୍ରଏଡ୍ ୨୦୨୦ ଆରକେ-୨

ୱାସିଂଟନ: ପୃଥିବୀ ଲାଗି ବିପଦଜନକ ହେବନି ବୋଲି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସା ସୂଚନା ଦେଇଛି । ଏହି ଆଷ୍ଟ୍ରଏଡ ଅକ୍ଟୋବର ୭ ତାରିଖ ଦିନ ପୃଥିବୀ କକ୍ଷପଥକୁ ପ୍ରବେଶ କରିବ। କିନ୍ତୁ ଏହା ପୃଥିବୀ ପାଇଁ ବିପଦ ସୃଷ୍ଟି କରିବ ନାହିଁ ବୋଲି ବୈଜ୍ଞାନିକମାନେ ଆଶ୍ୱସ୍ତ କରିଛନ୍ତି। ନାସାର…
Read More...

ଭାରତୀୟ ଫାର୍ମା କମ୍ପାନୀକୁ ୧୦ କୋଟି କରୋନା ଟିକା ଦେବ ଋୁଷ୍

(ନୂଆଦିଲ୍ଲୀ): କରୋନା କାଳରେ ଭାରତ ପାଇଁ ଖୁସି ଖବର । ଋଷିଆଠୁ ଭାରତ କିଣିବ ୧୦ କୋଟି କୋଭିଡ୍-୧୯ ସ୍ପୁଟନିକ୍-ଭି ଟିକା । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବା ନେଇ ଚୁକ୍ତି ହୋଇଛି । ଏହି ଟିକା ଋଷିଆରେ ପ୍ରସ୍ତୁତ ହୋଇଥିଲା । ଏହା ବହୁ ମାତ୍ରାରେ ସଫଳ…
Read More...

ଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତ

(ନୂଆଦିଲ୍ଲୀ): ‌କରୋନା ଟିକା ପରୀକ୍ଷା କରାଉଥିବା ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତ ରଖିଛି। ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ଏକ ବିବୃତିରେ ଉଲ୍ଲେଖ କରାଯାଇଛି ଯେ ‘ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ଙ୍କ ପାଖରୁ…
Read More...

ଭୋଡାଫୋନ୍-ଆଇଡିଆର ନୁତନ ନାମ: ‘ଭିଆଇ’

(ନୂଆଦିଲ୍ଲୀ): ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରାଯାଇଛି। ଭୋଡାଫୋନ୍ ଏବଂ ଆଇଡିଆକୁ ଏବେ ‘ଭିଆଇ’ ଭାବରେ ନାମିତ କରାଯାଇଛି । ସୁଚନା ଯେ, ଭୋଡାଫୋନ୍ ଏବଂ ଆଇଡିଆ ଅଗଷ୍ଟ ୨୦୧୮ରେ ମିଶ୍ରିଣ ହେଲା ପରେ ମଧ୍ୟ ଉଭୟ କମ୍ପାନୀ…
Read More...

ଶକ୍ତିଶାଳୀ ହେଉଛି ଭାରତୀୟ ସେନା: ସୀମାରେ ଲଞ୍ଚ ହେବ ପିନାକ ମିସାଇଲ୍

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରୀ ଶକ୍ତିଶାଳୀ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ସୀମାରେ ଲଞ୍ଚ ହେବ ପିନାକ ମିସାଇଲ୍ । ଭାରତୀୟ ସେନାକୁ ପ୍ରାୟ ୨୫୮୦ କୋଟି ଟଙ୍କାରେ ୬ଟି ପିନାକ ରେଜିମେଣ୍ଟ, ରକେଟ୍ ଲଞ୍ଚର ସିଷ୍ଟମ ଯୋଗାଇ ଦିଆଯିବ । ଏନେଇ କେନ୍ଦ୍ର ସରକାର ଚୁକ୍ତିନାମା…
Read More...

ଭାରତ ମହାକାଶରେ ସ୍ଥାପନ କରିବ ଆଉ ୬ଟି କୃତ୍ରିମ ଉପଗ୍ରହ

ନୂଆଦିଲ୍ଲୀ: ଭାରତ ମହାକାଶରେ ସ୍ଥାପନ କରିବ ଆଉ ୬ଟି କୃତ୍ରିମ ଉପଗ୍ରହ । ଭାରତୀୟ ସୁରକ୍ଷା ସଂସ୍ଥାର ଆବଶ୍ୟକତା ଅନୁସାରେ ଏହି କୃତ୍ରିମ ଉପଗ୍ରହ ମହାକାଶରେ ସ୍ଥାପନ ହେବ । ଏଥିନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୁଖ୍ୟତଃ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଓ ଚୀନ ସେନାର ଗତିବିଧି ଉପରେ…
Read More...