Browsing Category

ବିଜ୍ଞାନ

ନୌସେନାର ଯୁଦ୍ଧପୋତରୁ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

ସମୁଦ୍ରରୁ ଦୂରଗାମୀ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସଦ୍ୟତମ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ‘ଇମ୍ଫାଲ’ ଯୁଦ୍ଧପୋତରୁ ଦୂରଗାମୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ । ଏହି ମିସାଇଲ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିଥିଲା । ବ୍ରହ୍ମୋସକୁ…
Read More...

ହ୍ୱାଟ୍ସଆପ ଆଣିବ ନୂଆ ଫିଚର୍ସ

ହ୍ୱାଟ୍ସଆପ ଆଣିବାକୁ ଯାଉଛି ନୁଆ ଫିଚର୍ସ ।ଏଥିରେ ନୂତନ ଟେକ୍ନିକାଲ ଅପଡେଟରେ ଗୋଟିଏ ବଡ ଗ୍ରୁପ କଲରେ ୩୨ ଜଣ ରହିପାରିବେ ।ଏବଂ ଗୃପ କଲରେ ରହିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରିଙ୍ଗ୍ ବଦଳରେ ପୁସ୍ କରିବା ପାଇଁ କିଛି ବ୍ୟକ୍ତିଙ୍କୁ ନୋଟିଫିକେଶନ ଯିବ ।ଏହି କଲ କରିବା ସମୟରେ ଉପଭୋକ୍ତା ମାନେ…
Read More...

ପ୍ରଶାନ୍ତ ମହାସାଗରରେ ପଡିବ ଚନ୍ଦ୍ରାଯାନ -୩ର ଉପର ଅଂଶ

ନୂଆଦିଲ୍ଲୀ: ଭାରତର ଐତିହାସିକ ଚନ୍ଦ୍ରାଯାନ -୩ ସଫଳ ହୋଇଯାଇଛି । ଏବେ ମହାକାଶକୁ ଚନ୍ଦ୍ରାଯାନକୁ ନେଇଯାଇଥିବା ଏଲଭିଏମ ୩ ଏମ ୪ ଲଞ୍ଚ ଭେଇକଲର ଉପର ଅଂଶ ପ୍ରଶାନ୍ତ ମହାସାଗରରେ ଖସିବ ବୋଲି ‘ଇସ୍ରୋ’ ସୂଚନା ଦେଇଛି । ‘ଇସ୍ରୋ’ର କହିବା ଅନୁଯାୟୀ ଗତକାଲି ରାତି ୨.୪୨ ବେଳକୁ ‘ଏଲଭିଏମ୪ ଏମ୍ ୪’…
Read More...

ସାବଧାନ…ଏଥର ଫୋନ୍ କହିବ ଆପଣ ମଦ ପିଛନ୍ତି କି ନାହିଁ

ନୂଆଦିଲ୍ଲୀ: ଆମେମାନେ ସମସ୍ତେ ଜାଣନ୍ତି ଯେ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କେତେମାତ୍ରାରେ କ୍ଷତିକାରକ । ମଦ୍ୟପାନକୁ ରୋକିବା ପାଇଁ ସରକାର ଅନେକ ବିଜ୍ଞାପନ ମାଧ୍ୟମରେ ସଚେତନ କରୁଛନ୍ତି । ମଦ ବୋତଲରେ ଲେଖାଯିବା ସହ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ ।  ଏହା ସତ୍ତ୍ୱେ ବି ଅନେକ…
Read More...

କୁକୁର କାନ୍ଦିବା ଶୁଭ ନା ଅଶୁଭ ?

କ’ଣ ଆପଣ କେବେ ଭାବିଛନ୍ତି କୁକୁର ରାତିରେ କାହିଁକି କାନ୍ଦନ୍ତି ଏବଂ କୁକୁର କାନ୍ଦିବା କାହିଁକି ଅଶୁଭ ହୋଇଥାଏ । ବୟସ୍କ ଲୋକ କହିଥାନ୍ତି କୁକୁର କାନ୍ଦିବା ଦ୍ୱାରା କୌଣସି ବ୍ୟକ୍ତିର ମୃତ୍ୟୁ ସଂକେତ ହୋଇଥାଏ । ଏହା ଦ୍ୱାରା ଆଖ ପାଖରେ କାହାର ନା କାହାର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ।…
Read More...

ସଫଳ ହୋଇଛି କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ

ଧାମରା : ଡିଆରଡିଓ ପକ୍ଷରୁ ପରୀକ୍ଷଣ ହୋଇଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳ ହୋଇଛି । ଏହି ପରୀକ୍ଷଣଟି ଧାମରା ଅବଦୁଲ କଲାମ ଦ୍ୱୀପରୁ ୯.୫୦ରେ ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପ୍ରଳୟ’ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର ।…
Read More...

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା

ନୂଆଦିଲ୍ଲୀ: ଆଜି ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ଏହି ପରୀକ୍ଷଣ ଏକ ଯୁଦ୍ଧ ଜାହାଜରୁ କରାଯାଇଥିବା କୁହାଯାଉଛି । ତେବେ ବର୍ତ୍ତମାନ କ୍ଷେପଣାସ୍ତ୍ରର ସମସ୍ତ ପରିକ୍ଷଣ ସଫଳ ଭାବେ ସମାପ୍ତ ହୋଇଥିବା ଭାରତୀୟ ବାୟୁସେନା ସୁଚନା ଦେଇଛି । ବିଶ୍ୱର ପରିସ୍ଥିତି…
Read More...

୨ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର

ବ୍ୟୁରୋ: ଚିକିତ୍ସା ବିଜ୍ଞାନ ଅର୍ଥାତ ମେଡିସିନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ  । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ…
Read More...

ଶୁକ୍ର ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ; ଏସ୍ ସୋମନାଥ

ନୂଆଦିଲ୍ଲୀ: ସୁଦୂର ମହାକାଶର ଅଜ୍ଞାତ ରହସ୍ୟ ଆବିଷ୍କାର ପାଇଁ ମହାକାଶ ଦୌଡ଼ରେ ଭାରତ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପୃଥିବୀର ନିକଟତମ ଆକାଶୀୟ ପିଣ୍ଡ ଚନ୍ଦ୍ର, ମଙ୍ଗଳ ଏବଂ ସୂର୍ୟ୍ୟ ଅଧ୍ୟୟନ ପାଇଁ ସଫଳ ମିଶନ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଶୁକ୍ର ଗ୍ରହର ରହସ୍ୟ…
Read More...

ଭାରତ ନିର୍ମାଣ ହେବ ସୁଖୋଇ- ୩୦ ଏମକେଆଇ ଯୁଦ୍ଧ ବିମାନ

ଭାରତୀୟ ବାୟୁସେନାର ଶକ୍ତି ହେବ ଦ୍ୱିଗୁଣତ । ଏନେଇ ରକ୍ଷାମନ୍ତ୍ରଣାଳୟ ତାଫରୁ ଭାରତୀୟ ବାୟୁସେନା ପାଇଁ ଏକ ବଡ କ୍ରୟ ଉପରେ ମଞ୍ଜୁର ପ୍ରଦାନ କରିଛନ୍ତି । ରାକ୍ଷା ମନ୍ତ୍ରଣାଳାୟ ତରଫରୁ ୧୨ଟି ସୁଖୋଇ ୩୦ଏମକେଆର ଯୁଦ୍ଧ ବିମାନକ କିଣିବାକୁ ମଞ୍ଜୁର ପ୍ରଦାନ କରିଛନ୍ତି ।ସବୁଠାରୁ ବଡକଥା ଏହି ସବୁ…
Read More...