Browsing Category
ବିଜ୍ଞାନ
ଭାରତୀୟ ଜିପିଆରଏସକୁୁ ମିଳିଲା ଅନ୍ତରାଷ୍ଟ୍ରୀୟ ମାନ୍ୟତା
(ଶିିଳାସ୍ମିତା ରାୟ) ଭୁୁବନେଶ୍ୱର: ଭାରତର ଦେଶୀ ଜିପିଏସ ଅର୍ଥାତ୍ ନେଭିଗେସନ ୱିଥ ଇଣ୍ଡିଆନ କନଷ୍ଟେଲେସନ (ନାଭିକ)କୁ ଅନ୍ତରାଷ୍ଟ୍ରୀୟ ସଂସ୍ଥା ୩ ଜିପିପି (ଥାର୍ଡ ଜେନେରେସନ ପାର୍ଟନରସିପ ପ୍ରୋଜେକ୍ଟ) ମାନ୍ୟତା ମିଳି ଯାଇଛି । ଅବଶ୍ୟ ଜିପିଏସ ନୁହେଁ, ଏହା ଆରପିଏସ (ରିଜିଓନାଲ ନେଭିଗେସନ…
Read More...
Read More...
ଭୁବନେଶ୍ୱରରେ ପହଁଚିଲେ ରକେଟ ମ୍ୟାନ
(ହରପ୍ରସାଦ ବିଶୋଇ) ଭୁବନେଶ୍ୱର: ଚନ୍ଦ୍ରାୟନ-୨ର ଲ୍ୟାଣ୍ଡର ବିକ୍ରମର ହାର୍ଡ ଲାଣ୍ଡିଂ ଯୋଗୁ ଯୋଜନା ସଫଳ ହୋଇପାରି ନ ଥିଲେ ମଧ୍ୟ ୯୮ପ୍ରତିଶତ ସଫଳତା ମିଳିଛି ବୋଲି କହିଛନ୍ତି ଇସ୍ରୋର ମୁଖ୍ୟ କେ ଶିବନ । ଆଜି ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଏହି ସୂଚନା ଦେଇଛନ୍ତି ଗଣମାଧ୍ୟମକୁ…
Read More...
Read More...
ବିକ୍ରମକୁ: ନିରାଶା ଆଶାରେ ପରିଣତ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦିନ ଗଡିବା ସହ ତାଳଦେଇ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ଆଶା ମଉଳି ଯାଉଛି । ଏପରି ସମୟରେ ନାସା ଇସ୍ରୋ ପାଇଁ ଆଶାର କିରଣ ପାଲଟିଛି । ନାସା ନିଜର ଚନ୍ଦ୍ର ଅର୍ବିଟର ଦ୍ଵାରା ଚନ୍ଦ୍ରର ଉକ୍ତ ଅଂଶର ଫଟୋ ଉଠାଇଛି, ଯେଉଁଠି ଲ୍ୟାଣ୍ଡର ଲାଣ୍ଡିଂ କରିବାକୁ…
Read More...
Read More...
ହଜି ଯିବ ଲ୍ୟାଣ୍ଡର ବିକ୍ରମର ସତ୍ତା
(ଶିଳାସ୍ମିତା ରାୟ) ଭୁୁବନେଶ୍ୱର: ଚନ୍ଦ୍ରର ଦକ୍ଷିଣ ଧ୍ରୁବ ଅଞ୍ଚଳରେ ଏବେ କଳା ଅନ୍ଧକାର ଛାଇଯିବ । ଏଥିସହ ସବୁଦିନ ପାଇଁ ଇସ୍ରୋର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ କରିବାର ସ୍ୱପ୍ନ ହଜିଯିବ । ମାତ୍ର ତିନି ଘଣ୍ଟା ପରେ ବିକ୍ରମକୁ ଘେରିଯିବ ଚନ୍ଦ୍ରର ଘନ ଅନ୍ଧକାର । ଯେଉଁଠାରୁ ତା ସହ…
Read More...
Read More...
ବିକ୍ରମର ବିଫଳ ମଧ୍ୟ ବରଦାନ: ଇସ୍ରୋ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଲ୍ୟାଣ୍ଡର ବିକ୍ରମର ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିବାରୁ ପରୀକ୍ଷା ବିଫଳ ହୋଇଥିଲେ ମଧ୍ୟ ଏହା ଭାରତୀୟ ଅନ୍ତରୀକ୍ଷ ଗବେଷଣା ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଇସ୍ରୋର ଜଣେ ବରିଷ୍ଠ ଅନ୍ତରୀକ୍ଷ ବିଜ୍ଞାନୀ ଏପରି କହିଛନ୍ତି । ଏକ ଗଣମାଧ୍ୟମକୁ…
Read More...
Read More...
ଏୟାର-ଟୁ-ଏୟାର ମିସାଇଲର ସଫଳ ପରୀକ୍ଷଣ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୋମବାର ଓଡ଼ିଶା ଉପକୂଳରେ ଭାରତୀୟ ବାୟୁସେନାର ଏୟାର-ଟୁ-ଏୟାର ମିସାଇଲ ଅସ୍ତ୍ରର ସଫଳ ଭାବେ ପରୀକ୍ଷଣ ହୋଇଛି । ସୁଖୋଇ-୩୦ ବିମାନରୁ ଏହି ମିସାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା।
ଏହା ବାୟୁରେ ସିଧାସଳଖ ସୁନିଶ୍ଚିତ ଲକ୍ଷ୍ୟଭେଦ କରୁଥିବା ଭାରତର ପ୍ରଥମ…
Read More...
Read More...
ନାସା ପରିଭ୍ରମଣରେ ଯିବେ ୧୫ ବର୍ଷୀୟା ତାନ୍ୟା
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନାସା ପରିଭ୍ରମଣରେ ଯିବେ ତାନ୍ୟା ଦସନାମ୍ । ମାତ୍ର ୧୫ ବର୍ଷ ବୟସରେ ଏଭଳି କୃତିତ୍ୱ ହାସଲ କରିଛନ୍ତି ତାନ୍ୟା । ତାମିଲନାଡ଼ୁର ମଦୁରାଇ ସହରରେ ଜନ୍ମଗ୍ରହଣ କରିଥିବା ତାନ୍ୟା ମହାକାଶ ବିଜ୍ଞାନୀଙ୍କ ଦ୍ୱାରା ସେ ଅନୁପ୍ରାଣିତ ହୋଇ ଏହି ସଫଳତା ହାସଲ କରିଛନ୍ତି ।…
Read More...
Read More...
ମାଡି ଆସୁଛି ଧୂମକେତୁ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକା ମହାକାଶ ଗବେଷଣା କେନ୍ଦ୍ର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୪ରେ ପୃଥୀବୀର ନିକଟତର ହେବ ଏକ ବିରାଟକାୟ ଧୂମକେତୁ । ମାତ୍ର ଏହା ପୃଥିବୀ ସହ ଧକ୍କା ହେବ ନାହିଁ । ତେଣୁ ଏହାକୁ ନେଇ କୌଣସି ବିପଦ ସଙ୍କେତ ନାହିଁ ।
ନାସାର ସୂଚନା ଅନୁଯାୟୀ, ବିଶ୍ୱର…
Read More...
Read More...
ବିକ୍ରିମକୁ ଖୋଜିବ ନାସା
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକାର ମହାକାଶ ଏଜେନ୍ସି ନାସା ଭାରତର ଚନ୍ଦ୍ରଯାନ-୨ ମିଶନରେ ବିକ୍ରମ ଲ୍ୟାଣ୍ଡରକୁ ଖୋଜିବା ପାଇଁ ଇସ୍ରୋକୁ ସାହାଯ୍ୟ କରିବ । ଆସନ୍ତା ମଙ୍ଗଳବାର ଦିନ ଚନ୍ଦ୍ରମାର ସେହି ସ୍ଥାନ ଉପରେ ନାସାର ଅର୍ବିଟର ଊଡାଣ ଭରିବ ଯେଉଁଠାରେ ବିକ୍ରମ ଲ୍ୟାଣ୍ଡିଂ କରିଥିଲା ।…
Read More...
Read More...
ଗଗନୟାନ ମିଶନ: ୧୦ ପାଇଲଟଙ୍କ ଚୟନ ଶେଷ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତର ଗଗନୟାନ ମିଶନ ପାଇଁ ବାୟୁସେନା ୧୦ ପାଇଲଟଙ୍କୁ ଚୟନ କରିଛି। ଏମାନଙ୍କ ମଧ୍ୟରୁ ଚୁଡାନ୍ତରେ ୩ ଜଣଙ୍କୁ ଚୟନ କରାଯିବ, ଯେଉଁମାନେ ୭ ଦିନ ଧରି ମହାକାଶ ଯାତ୍ରା କରିବେ। ଚୟନ ହୋଇଥିବା ସମସ୍ତ ପାଇଲଟ ଆସନ୍ତା ଡିସେମ୍ବରରୁ ରୁଷିଆରେ ତାଲିମ ନେବେ । ଇସ୍ରୋ…
Read More...
Read More...