Browsing Category
ଓଡିଶା
ଦୀର୍ଘ ୯୦ ଦିନ ଯାଏଁ ଖରାବ ହେବ ନାହିଁ ଓମ୍ଫେଡ୍ କ୍ଷୀର !
ଏବେ ଗ୍ରାହକଙ୍କ ପାଇଁ ଓମ୍ଫେଡ୍ କ୍ଷୀର ଦର ବଢାଇବ ନାହିଁ । ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୁନ୍ ପହିଲାରୁ ଓମଫେଡ୍ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।…
Read More...
Read More...
ସୋନପୁର ଜିଲ୍ଲା ଗ୍ରାମାଞ୍ଚଳରେ ଆଧୁନିକ କୃଷି ପ୍ରଚାରରେ ବିକଶିତ କୃଷି ସଂକଳ୍ପ ଅଭିଯାନ
ମେ ୨୯ରୁ ଜୁନ ୧୨ ମଧ୍ୟରେ ସୋନପୁର ଜିଲ୍ଲାରେ ଆୟୋଜିତ ବିକଶିତ କୃଷି ସଂକଳ୍ପ ଅଭିଯାନରେ ଆଜି ବିଜ୍ଞାନିକ ଦଳ ଦୁଇଟି ଗ୍ରାମରେ ଚାଷୀଙ୍କ ମଧ୍ୟରେ ଆଧୁନିକ କୃଷି ପ୍ରଯୁକ୍ତି ଏବଂ ଚିରନ୍ତନ କୃଷି ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଗସ୍ତ କରିଥିଲେ । ସୋନେପୁର ବ୍ଲକ୍ ଅଧୀନରେ ଥିବା…
Read More...
Read More...
ରାଜ୍ୟ ସରକାରଙ୍କ ଦ୍ବାରା ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ସନ୍ତରଣ ପ୍ରଶିକ୍ଷଣ ଶିବିର
ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ଏ.ଜୀ.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ପକ୍ଷରୁ ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ…
Read More...
Read More...
ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟରେ ବୈଠକ
ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର…
Read More...
Read More...
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି
ପୋଲିସକୁ ଦିଆନଯାଉ ଗାଡ଼ି ଚେକିଂ ଓ ଜରିମାନା କ୍ଷମତା’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି । ଗାଡ଼ି ଚେକିଂରେ ପୋଲିସକୁ ଅତିରିକ୍ତ କ୍ଷମତା ପ୍ରସ୍ତାବକୁ ବିରୋଧ । ପ୍ରସ୍ତାବକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି । ପୂର୍ବରୁ ବି…
Read More...
Read More...
ବରଗଡ଼ ଜିଲ୍ଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ବିପୁଳ ପରିମାଣରେ ମାଓବାଦୀ ବ୍ୟବହୃତ ସାମଗ୍ରୀ…
ବରଗଡ଼-: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ବିପୁଳ ପରିମାଣରେ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଡିଭିଏଫ ଟିମ୍ ଅପରେସନ ଜାରି ରଖିଥିବା ସମୟରେ ଏହି ସଫଳତା ମିଳିଥିବା ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ପି.ଏସ ମୀନା ସୂଚନା ଦେଇଛନ୍ତି ।…
Read More...
Read More...
ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରେଗିଂ କରିଥିବା ଅଭିଯୋଗ
ବ୍ରହ୍ମପୁର-: ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ରେଗିଂ । ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରେଗିଂ କରିଥିବା ଅଭିଯୋଗ ହୋଇଛି । ରେଗିଂ କରିଥିବା ଦୁଇ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପାଇଁ ଏଣ୍ଟି ରେଗିଂ କମିଟିର ବୈଠକରେ ନିଷ୍ପତ୍ତି…
Read More...
Read More...
୨୭୫ କୋଟିର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭଦ୍ରକରେ ପ୍ରାୟ ୨୭୫ କୋଟିର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୯ ଟି ପ୍ରକଳ୍ପର ହେଲା ଶୁଭ ଉଦଘାଟନ । ୪ଟି ନୂଆ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ । ଭଦ୍ରକରେ ହେବ ସରକାରୀ ବିଶ୍ୱବିଦ୍ୟାଳୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଖୁବ ଶୀଘ୍ର ବହୁ ଦିନରୁ…
Read More...
Read More...
ମଞ୍ଚେଶ୍ୱର ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣା;ନାବାଳିକାକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ
ଭୁବନେଶ୍ୱର;- ମଞ୍ଚେଶ୍ୱର ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣା । ନିଖୋଜ ନାବାଳିକାକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ମଞ୍ଚେଶ୍ୱର ରେଳଷ୍ଟେସନ ପାଖରୁ ସୁରକ୍ଷିତ ଭାବେ ଝିଅକୁ ଉଦ୍ଧାର କରାଯାଇଛି । ଗତକାଲି ୧୧ବର୍ଷିୟ ନାବାଳିକା ଝିଅ ମାଛ କିଣିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ତେବେ…
Read More...
Read More...
ଉପକୂଳ ଜିଲ୍ଲାରେ ତାତି ସହ ଅସହ୍ୟ ଗୁଳୁଗୁଳି
ଭୁବନେଶ୍ୱର-: ରାଜ୍ୟରେ ପୁଣି ଉପର ମୁହାଁ ତାତି । ଉପକୂଳ ଜିଲ୍ଲାରେ ତାତି ସହ ଅସହ୍ୟ ଗୁଳୁଗୁଳି ହେଉଛି । ବର୍ତ୍ତମାନ ସୁଦ୍ଧା ୩୭ ଡିଗ୍ରି ଟପିସାରିଲାଣି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ।
ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ଆଡକୁ ଅଗ୍ରସର ହେଉଥିବା ବେଳେ ମେ ୨୯ ତାରିଖରୁ ଏଥିରେ ବିରାମ…
Read More...
Read More...