Browsing Category
ଓଡିଶା
ଲୁଚକାଳି ଖେଳୁଛି ଖରା ବର୍ଷା; ୧୧ ଜିଲ୍ଲା ସତର୍କତା, ଆଗକୁ ରହିଛି ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର;- ଆସୁଛି କାଳ ବୈଶାଖୀ । ମିଳିବ ଲୋକଙ୍କୁ ଆଶ୍ୱସ୍ଥି । କାଳ ବୈଶାଖୀ ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୧ ଉପକୂଳ ଜିଲ୍ଲାକୁ ସତର୍କତା । ସେପଟେ କିନ୍ତୁ ସକାଳୁ ସକାଳୁ ଖରା ହେଉଛି, କିନ୍ତୁ ଅପରାହ୍ନରେ ବର୍ଷା । ତେବେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଥିବା…
Read More...
Read More...
ଦାବି କରିଲା କଂଗ୍ରେସ । ରାଇରଙ୍ଗପୁରରେ ଏୟାରଷ୍ଟ୍ରିପ୍ ପାଇଁ କିଛି ଦିନ ତଳେ ଆଦିବାସି ପରିବାରକୁ ନିୟମ ଭଙ୍ଗକରି ଉଚ୍ଛେଦ କରାଯାଇଥିଲା । କାରଣ ନିୟମ କହୁଛି ବିନା ପଲ୍ଲିସଭାରେ କୌଣସି ଆଦିବାସି ବସ୍ତି ଉଚ୍ଛେଦ କରାଯାଇପାରିବ ନାହିଁ । ହେଲେ ରାଇରଙ୍ଗପୁର ଅଂଚଳରେ ଏକ ଏୟାରଷ୍ଟ୍ରିପ ନିର୍ମାଣ…
Read More...
Read More...
ଭୁଲ ଇଞ୍ଜେକସନରୁ ମୃତ୍ୟୁ ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ
ଭୁବନେଶ୍ୱର-: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁଁ ଚାଲିଗଲା ୫ ରୋଗୀଙ୍କ ଜୀବନ । ଏହି ଘଟଣାର ତଦନ୍ତ ପାଇଁ ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ । ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ ବରିଷ୍ଠ ବିଶେଷଜ୍ଞ ରହିଛନ୍ତି । ଏମାନେ ସହିଦ ଲଷ୍ମଣ ନାୟକ…
Read More...
Read More...
ଚାଷୀଙ୍କ ବିଶ୍ୱାସଭାଜନ ହୋଇଛି ଆନ୍ଧ୍ର ବିହନ
ଆନ୍ଧ୍ର ବିହନ ଉପରେ ଓଡ଼ିଶା ଚାଷୀଙ୍କ ଭରଷା । ଗଜପତି ଚାଷୀ କିଣୁ ନାହାଁନ୍ତି ଓଡିଶା ବିହନ । ଜିଲ୍ଲାର ବିହନ ନିଗମରେ ୨୦ କିସମର ୫ କ୍ବିଣ୍ଟାଲରୁ ଅଧିକ ବିହନ ମହଜୁଦ ରହିଛି । ଚଢ଼ା ଦରରେ କଳାବଜାରୀ କରୁଥିବା ବ୍ୟବସାୟୀଙ୍କଠାରୁ ଆନ୍ଧ୍ର ବିହନ କିଣୁଛନ୍ତି । ଗଜପତି ଜିଲ୍ଲାର ସମସ୍ତ ବ୍ଳକ,…
Read More...
Read More...
ଆମ ସଂକଳ୍ପ ସଚେତନତା ରଥର ଶୁଭାରମ୍ଭ
ଯାଜପୁର ; ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ଲାଗିବ ଲଗାମ । ଆମ ସଂକଳ୍ପ ସଚେତନତା ରଥର ଶୁଭାରମ୍ଭରେ ଏହି କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଅବକାରୀ ବିଭାଗ ସଂକଳ୍ପବଦ୍ଧ ବୋଲି କୁହାଯାଇଛି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆମ ସଂକଳ୍ପ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା…
Read More...
Read More...
କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ସମୟର ଭିଡିଓ ସାମ୍ନାକୁ ଆସିବାପରେ ୩ ବାଲି ମାଫିଆ ଗିରଫ
ଉଦଳା-: ଥାନା ଆଗରେ ମୟୂରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍ ଭାଙ୍ଗିବା ଘଟଣାରେ ୩ ବାଲି ମାଫିଆଙ୍କୁ ଗିରଫ କରିଛି ପୋଲିସ । ଗିରଫ ୩ ଜଣ ହେଲେ କପ୍ତିପଦା ଅଞ୍ଚଳର ଆକାଶ ନାୟକ, ମାନସ କୁମାର ପୁହାଣ ଓ ରଜତ କୁମାର…
Read More...
Read More...
୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର କହିଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର
୨୦୨୫ ଶେଷ ସୁଦ୍ଧା ଭାରତ ହୋଇପାରେ ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୀତି । ଏ ସମ୍ବନ୍ଧରେ ଆଇଏମଏଫ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି । ଯଦି ଏହା ସତ୍ୟରେ ପରିଣତ ହୁଏ ତେବେ ଆଗାମୀ ଦିନରେ ଭାରତର ଅର୍ଥନୀତି ୪ ଟ୍ରିଲିୟନ ଡଲାରରେ ପହଞ୍ôଚବ । କେବଳ ସେତିକି ନୁହେଁ ଆକଳନ କରାଯାଉଛି କି,…
Read More...
Read More...
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ
ସମ୍ବଲପୁର-: ରକ୍ଷାକର୍ତ୍ତା ସାଜିଲା ନର ପିଶାଚ । ଯୌନ ଲାଳସାରେ ଭୁଲିଲା ହିତାହିତ ଜ୍ଞାନ । ସମ୍ବଲପୁରରେ ଜଣେ ପୋଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ହୋଇଛି ସାଙ୍ଘାତିକ ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ ।…
Read More...
Read More...
ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ତେଜସ ଏକ୍ସପ୍ରେସ ଇଞ୍ଜିନରେ ଲାଗିଛି ନିଆଁ
ବାଲେଶ୍ୱର-: ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ୨୨୮୧୧ ତେଜସ ଏକ୍ସପ୍ରେସରେ ଲାଗିଛି ନିଆଁ । ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ତେଜସ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ଟ୍ରେନ ଡ୍ରାଇଭର…
Read More...
Read More...
ବ୍ରହ୍ମପୁରରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ASI ବବିତା ସୁନା
ବ୍ରହ୍ମପୁର;-ଭିଜିଲାନ୍ସ ଜାଲରେ ASI,ମ୍ୟାଡମ୍ । ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବ୍ରହ୍ମପୁରରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ASI ବବିତା ସୁନା । ତାଙ୍କୁ ଗିରଫ ମଧ୍ୟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ପ୍ରଦୀପ କୁମାର । ଟିମ୍ ମହିଳା…
Read More...
Read More...