Browsing Category

ଓଡିଶା

ନିଖିଳ ଭାରତ ସ୍ବାୟତ ଶାସନ ଦିବସ ପାଳିତ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ  ନିଖିଳ ଭାରତ ସ୍ବାୟତ ଶାସନ ଦିବସ ପାଳିତ ହୋଇଛି । ଏହି ଦିବସ ଉପଲକ୍ଷେ ଚାନ୍ଦବାଲି ଏନ୍ଏସିରେ ପତାକା ଉତ୍ତୋଳନ ପରେ ବିଜୁସ୍ମୃତି ଭବନରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି  ଭାବେ  ଭଦ୍ରକ…
Read More...

ସହରିଆଙ୍କ ପାଇଁ ଆସିଗଲା ‘ସହର ସାଥୀ’, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସହରବାସୀଙ୍କ ପାଇଁ ଖୁସି ଖବର । ଏହି ଚୁଟକିରେ ସମାଧାନ ହେବ ସହରର ସବୁ ସମସ୍ୟା । ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି । ଏହା ନାଗରିକମାନଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ…
Read More...

ଇଣ୍ଡିଆ ଥ୍ରିଲସ ୱେବସାଇଟ୍‌ ନାଁରେ ସାଇବର ଥାନାରେ ଫେରାଦ ହେଲା ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ

ପୁରୀ: ଇଣ୍ଡିଆ ଥ୍ରିଲସ ୱେବସାଇଟ୍‌ ନାଁରେ ସାଇବର ଥାନାରେ ଫେରାଦ । ପୁରୀ ସାଇବର ଥାନାରେ ଫେରାଦ ହେଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ୱେବସାଇଟ୍‌ ଜରିଆରେ ଲୋକଙ୍କୁ ଭକ୍ତଙ୍କୁ ଭ୍ରମିତ କରାଯାଉଥିବା ନେଇ ଅଭିଯୋଗ କରିଛି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ମହାପ୍ରଭୁଙ୍କ ଦର୍ଶନ ପୂରା…
Read More...

ପଟିଆ ଶିଶୁ ବିହାର ପାର୍କରେ ଲୋକଙ୍କ ସହ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଟିଆ ଶିଶୁ ବିହାର ପାର୍କରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହ ମନ୍ କି ବାତ୍ ଶୁନିଲେ ମୁଖ୍ୟମନ୍ତ୍ରୀ। ମୋଦୀଙ୍କ ମନ୍ କି ବାତ୍ ପରେ ନିଜ ମନ କଥା କହିଲେ ମୁଖ୍ୟମନ୍ତ୍ରୀ। ୨୦୨୯…
Read More...

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି

ଭୁବନେଶ୍ଵର: ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସମସ୍ତ ପୌରାଞ୍ଚଳରେ 'ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା'ର ଶୁଭାରମ୍ଭ କରିଛନ୍ତି…
Read More...

ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା

ରିପୋଟର୍ସ ଟୁଡେ ବ୍ୟୁରୋ;-ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା । କାରଣ ଆସୁଛି ଆଉ ଏକ ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନ ରହିଛି…
Read More...

ରାଜଧାନୀରେ ବ୍ୟାପିଥିବା ବାର୍ଡ ଫ୍ଲୁ କୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ

ଭୁବନେଶ୍ୱର:- ରାଜଧାନୀରେ ବ୍ୟାପିବରେ ଲାଗିଛି ବାର୍ଡ ଫ୍ଲୁ । ଏହାକୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ନନ୍ଦନକାନନର ଉନ୍ନତି କାର୍ଯ୍ୟ ଚାଲୁ ରହିଥିବାରୁ ପୂର୍ବରୁ ହୋଇଥିବା ବାର୍ଡ ଫ୍ଲୁକୁ…
Read More...

ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେ ସଂଗୀତ ନିର୍ଦ୍ଦେଶକ

ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେ ସଂଗୀତ ନିର୍ଦ୍ଦେଶକ । ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କଟକ ସିଡିଓସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଯାହା ସୂଚନା ରହିଛି ଅନେକ ଦିନରୁ ଲିଭର୍ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତ…
Read More...

୩୯ ବର୍ଷର ଶିକ୍ଷକତା ଜୀବନରୁ ଅବସର ନେଲେ ଶିକ୍ଷକ

ମାଲକାନଗିରି:- ଆଜି ମାଲକାନଗିରି ଜିଲ୍ଲା ଲୁଗେଲ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୩୯ ବର୍ଷର ଶିକ୍ଷକତା ଜୀବନ ସଫଳତାର ସହ ସମାପନ କରିଥିବା ବରିଷ୍ଠ ଶିକ୍ଷକ ଶ୍ରୀ ତପନ କୁମାର ବାଇନଙ୍କୁ ଏକ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ମାଧ୍ୟମରେ ସମ୍ମାନିତ କରାଯାଇଥିଲା । ଏହି…
Read More...

ଲୋକଙ୍କ ସମସ୍ୟାକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଲୋକଙ୍କ ସମସ୍ୟାକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ । ଦୂର ଦୂରାନ୍ତରୁ ଭୁବନେଶ୍ବରକୁ ଲୋକେ ତାଙ୍କ ସମସ୍ୟାକୁ ନେଇ ଧାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଧାଇଁ ଆସୁଛନ୍ତି । କିନ୍ତୁ ଜିଲ୍ଲାର ଜିଲ୍ଲାପାଳ , କର୍ପୋରେଟର ମାନେ କରୁଛନ୍ତି କଣ । ଲୋକଙ୍କ ସମସ୍ୟା ବୁଝିବା ପାଇଁ ସେମାନେ ଅଛନ୍ତି…
Read More...