Browsing Category

ଓଡିଶା

ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ସାଇକଲ ରାଲିର ଆୟୋଜନ

ସୁବର୍ଣ୍ଣପୁର:- ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ଷ୍ଟାଡିୟମ ଇଣ୍ଡୋର୍ ହଲ ଠାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ସାଇକଲ ରାଲିର ଶୁଭାରମ୍ଭ କରାଯାଇ ସହର ପରିକ୍ରମା କରି ଜାତୀୟ କ୍ରୀଡା ଦିବସ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଡଃ ନୃପରାଜ ସାହୁ ମୁଖ୍ୟ…
Read More...

ଏଥର କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି

ଭୁବନେଶ୍ୱର:- ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା । ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଏଥର ଦୁର୍ଗାପୂଜା ଭସାଣିରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ ନିଷିଦ୍ଧ କରାଯାଇଛି । କେବଳ ପାରମ୍ପରିକ ବାଜାରେ ହେବ ମା'ଙ୍କ ଭସାଣି । ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ…
Read More...

ରାୟଗଡା ଜିଲ୍ଲା ବିଷମ କଟକ ସହରକୁ ଉପଖଣ୍ଡ ମାନ୍ୟତା ଦାବି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି

ରାୟଗଡା:- ରାୟଗଡା ଜିଲ୍ଲା ବିଷମ କଟକ ସହରକୁ ଉପଖଣ୍ଡ ମାନ୍ୟତା ଦାବି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ବିଷମ କଟକ ନାଗରିକ ମଞ୍ଚ ତରଫରୁ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସରରେ ସୋମବାର ଆୟୋଜିତ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ଦାବିକୁ ସୁଦୃଢ କରାଗଲା । ବୈଠକଟି ବିଷମ କଟକ ବିକାଶ…
Read More...

ଦାଣ୍ଡିଲୋ ଗ୍ରାମରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ

ଖୋର୍ଦ୍ଧା:- ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ ଦାଣ୍ଡିଲୋ ଗ୍ରାମରେ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ । ଗ୍ରାମର ଏକ ପୋଖରୀରେ ଏକ ଶିଶୁର ମୃତ ଦେହ ଭାସୁଥିବାର ଦେଖିଥିଲେ ଲୋକେ । ଏହାକୁ ଦେଖି ଲୋକଙ୍କ ଭିଡ଼ ଜମିବା ସହ ବାଲିଅନ୍ତା ପୋଲିସ ଖବର ପାଇ…
Read More...

ଆଜିଠୁ ବଦଳିବ ଏହି ନିୟମ ; ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ

ରିପୋଟର୍ସ ଟୁଡେ ବ୍ୟୁରୋ;-ଆଜିଠୁ ବଦଳିବ ଏହି ନିୟମ । ଯାହା ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ । ୧ ସେପ୍ଟେମ୍ବର ପରିବର୍ତ୍ତନ ହେବାକୁ ଥିବା ନିୟମରେ ଏସବିଆଇ କ୍ରେଡିଟ୍ କାର୍ଡ ଶୁଳ୍କ ବୃଦ୍ଧି ଠାରୁ ଆରମ୍ଭ କରି ଆଧାର କାର୍ଡ ଅପଡେଟ୍ ସମ୍ବନ୍ଧରେ ରହିଛି । କିଛି ନିୟମ…
Read More...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ

ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ସେମିକନ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତୃତ୍ୱକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଜି…
Read More...

ବଢିବ ବର୍ଷା, ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ଵର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତାକାଲି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବଡ଼ ବର୍ଷାର ଆକଳନ କରିଛି ପାଣିପାଗ…
Read More...

ଗଣେଣ ମୂର୍ତ୍ତି ଭସାଣି ବେଳେ ସଂଘର୍ଷ; ଜଣେ ମୃତ, ୧୦ ଆହତ

ଖଣ୍ଡପଡ଼ା: ଗଣେଣ ମୂର୍ତ୍ତି ଭସାଣି ବେଳେ ସଂଘର୍ଷ । ଜଣେ ମୃତ, ୧୦ ଆହତ । ଫତେଗଡ଼ ଥାନା କରଡ଼ାପଲ୍ଲୀ ଓ ପାଥପୁର ଗାଁ ମଧ୍ୟରେ ସଂଘର୍ଷ । ଡିଜେକୁ ନେଇ ଉଭୟ ଗାଁ ମଧ୍ୟରେ ସଂଘର୍ଷ । କରଡ଼ାପଲ୍ଲୀ ଗାଁର ହରିହର ସ୍ଵାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ସଂଘର୍ଷରେ ଉଭୟ ଗାଁର ୧୦ ଜଣ ଆହତ ହୋଇଛନ୍ତି ।…
Read More...

ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଷ୍ଟା ତରୁଣ କପୁର

ସମ୍ବଲପୁର: ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଷ୍ଟା ତରୁଣ କପୁର । ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ । ଉତ୍ତରାଞ୍ଚଳ RDC, ଆଇଜି, ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ । ହୀରାକୁଦରେ ପର୍ଯ୍ୟଟନର…
Read More...

ବକ୍ସାଇଟ ଖଣି ପରିପାର୍ଶ୍ଵିକ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ନେଇ ବୈଠକ

ଲକ୍ଷ୍ମୀପୁର:- ଲକ୍ଷ୍ମୀପୁର ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଆଜି ପୂର୍ବତନ ସମିତି ସଭ୍ୟ ରାଜେଶ ଜାନୀଙ୍କ ନେତୃତ୍ୱରେ ଖଣି ପରିପାର୍ଶ୍ଵିକ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏଠାରେ ଅନେକ ନେତା ଖଣିକୁ ନେଇ ରାଜନୀତି କରୁଛନ୍ତି ଏବଂ ତାଙ୍କ…
Read More...