Browsing Category

ଓଡିଶା

ମହାବଳି ଯାତ୍ରାର ସଫଳ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମହାବଳି ଯାତ୍ରାର ସଫଳ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ମହାବଳି - ଯାତ୍ରା - ୨୦୨୫ ର ସଫଳ ସମ୍ପାଦନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଥିଲା। ଏହି…
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ରହିଲା ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ବଡ଼ମହାସ୍ନାନ ଯୋଗୁଁ ବନ୍ଦ ହେଲା ଦର୍ଶନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିଥିବାରୁ ହୋଇଛି ବଡ଼ ମହାସ୍ନାନ।ଆରମ୍ଭ ହୋଇଛି ମହାସ୍ନାନ ନୀତି । ଏଥିଲାଗି ପ୍ରାୟ ଏକଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅବକାଶ ପୂଜା ସମୟରେ ହୋଇଛି ବଡ଼ମହାସ୍ନାନ । ସୂଚନା ଅନୁସାରେ,…
Read More...

ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ଜୋର ଜବରଦସ୍ତ ବାହାର କରିବାକୁ ନେଇ କ୍ୟାମ୍ପସରେ ଦେଖାଦେଇଛି ଉତ୍ତେଜନା । ଯାହାକୁ ନେଇ ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ । ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର…
Read More...

ସୁରକ୍ଷିତ ରହିବ ଓଡିଶାର ବେଳାଭୂମି: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଆଇଜି ଡକ୍ଟର ସତ୍ୟଜିତ ନାଏକ

ପୁରୀ: ଡିଆଇଜି ସେଣ୍ଟ୍ରାଲ ରେଞ୍ଜ ଡକ୍ଟର ସତ୍ୟଜିତ ନାଏକ ପୁରୀ ଏବଂ କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ସୁରକ୍ଷା ବ୍ୟବସ୍ଥାର ଏକ ବ୍ୟାପକ ସମୀକ୍ଷା କରିଛନ୍ତି । ଶ୍ରୀ ନାଏକଙ୍କ ସହ ପୁରୀ ଏସପି ପ୍ରତୀକ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୀକ୍ଷାର ଲକ୍ଷ୍ୟ ଥିଲା…
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ହେବ ‘ମୋଦି ଯୁବା ମାରାଥନ୍’

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ହେବ 'ମୋଦି ଯୁବା ମାରାଥନ୍' । ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବ ମାରାଥନ୍ । ସକାଳ ୬ଟା ୧୫ରେ କଳିଙ୍ଗ ଷ୍ଟାଡିୟମ୍‌ରୁ ଜନତା ମୈଦାନ ଯାଏଁ ହେବ…
Read More...

ବାଣୀବିହାରର ବିଭିନ୍ନ ଛାତ୍ରବାସକୁ କବଜା କରିଥିବା ଅଣଛାତ୍ରଙ୍କୁ ଖୋଜି ଖୋଜି ବାହାର କରି ବିଦା କରିଛି ପୋଲିସ

ଭୁବନେଶ୍ୱର:- ଆକ୍ସନ ମୋଡ୍‌ରେ ବାଣୀବିହାର କର୍ତ୍ତୃପକ୍ଷ । ବାଣୀବିହାର ହଷ୍ଟେଲରୁ ହଟିଲେ ଅଣଛାତ୍ର । ଅଚାନକ ରେଡ୍ କରି ଅଣଛାତ୍ରଙ୍କୁ ବିଦାକଲା ପୋଲିସ । ବାଣୀବିହାରର ବିଭିନ୍ନ ଛାତ୍ରବାସକୁ କବଜା କରିଥିବା ଅଣଛାତ୍ରଙ୍କୁ ଖୋଜି ଖୋଜି ବାହାର କରିଛି ପୋଲିସ । ଆଜି ଦିନ ୧୦ଟା ୩୦ରୁ…
Read More...

କଙ୍କଡା ଆଣିବାକୁ ଯାଇ ମା’ ପୁଅ ନିଖୋଜ ଘଟଣା, ଉଦ୍ଧାର ହେଲେ ମା’ ପୁଅ

କେନ୍ଦ୍ରାପଡା: ଭିତରକନିକା ଜଙ୍ଗଲରୁ ନିଖୋଜର ୫ ଦିନ ପରେ ମା’ ପୁଅ ଜୀବିତ ଉଦ୍ଧାର । କଙ୍କଡ଼ା ଆଣିବାକୁ ଯାଇ ୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ ଦୁହେଁ । ବନ ବିଭାଗର ୧୦ଟି ଟିମ୍‌ ଖୋଜାଖୋଜି ପରେ ମିଳିଲା ସନ୍ଧାନ । ସାତଭାୟା ଘାଟ ଠାରୁ ଅଳ୍ପ ଦୂରରେ ଠାବ ପରେ ଉଦ୍ଧାର ହୋଇଛନ୍ତି ମା’ ପୁଅ ।…
Read More...

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି

ଭୁବନେଶ୍ଵର: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିଜେଡି ସାଂସଦମାନେ ବିରତ ରହିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଦିଲ୍ଲୀରୁ…
Read More...

ଲେପ୍ରା ସୋସାଇଟିରେ ବିଶ୍ୱ ଫିଜିଓଥେରାପି ଚିକିତ୍ସା ଦିବସ ପାଳିତ

ସୁବର୍ଣ୍ଣପୁର:- ଆଜି ବିଶ୍ୱ ଫିଜିଓଥେରାପି ଚିକିତ୍ସା ଦିବସ ସୁବର୍ଣ୍ଣପୁର ଲେପ୍ରା ସୋସାଇଟି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଓଡିଶା ରାଜ୍ୟ ଲେପ୍ରା ସୋସାଇଟି ଆମ୍ବାସାଡର ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ…
Read More...

ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ  ଅନୁଷ୍ଠିତ…

ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ  ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୦୧ମେଟ୍ରିକ ବ୍ୟାଚ  ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଜି  ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ୨00୧ ବ୍ୟାଚର  ଛାତ୍ର ଆରତ ରଞ୍ଜନ ନାୟକଙ୍କ ସଭାପତିତ୍ୱରେ…
Read More...