Browsing Category
ଓଡିଶା
କାର୍ଯ୍ୟରେ ଅବହେଳା ଯୋଗୁଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି
ବାଲେଶ୍ୱର-: କାର୍ଯ୍ୟରେ ଅବହେଳା ଯୋଗୁଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ହାବିଲଦାର, ୪ କନେଷ୍ଟବଳ ଥିବା ସୂଚନା ରହିଛି । କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗ ଆସିବା ପରେ ଏସପି ଏହି କଡ଼ା…
Read More...
Read More...
ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ
ଛତିଶଗଡ-: ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓ ଏନକାଉଣ୍ଟର୍ । ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ ହୋଇଛି । ଭାସ୍କର ନାଁରେ ସରକାର ୪୫ଲକ୍ଷର ପୁରସ୍କାର ରାଶି ରଖିଥିଲେ । ଏନକାଉଣ୍ଟର ସ୍ଥଳରୁ ଏକେ-୪୭ ରାଇଫଲ ବ୍ୟତୀତ ବିପୁଳ ବିସ୍ଫୋରକ,…
Read More...
Read More...
ସାଆନ୍ତେଙ୍କ ପାଇଁ ଚଳଚଞ୍ଚଳ ରଥଖଳା
ଆଗକୁ ଆସୁଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରଥ ଖଳା ଚଳଚଞ୍ଚଳ । ରଥ ନିର୍ମାଣ କାମରେ ବ୍ୟସ୍ତ ବଢେଇ । ସାଆନ୍ତେଙ୍କ ପାଇଁ ସଜଡା ହେଉଛି ନନ୍ଦିଘୋଷ । ତିନିରଥ ପାଞ୍ଚ ଦଣ୍ଡାରେ ଆଗଆଣି, ପଛଆଣି ଗରଗରା ପଡି ଦଣ୍ଡା ଉଭୟ ପାଶ୍ୱର୍ରେ ପୋଲା ଗୟଳ ମୋଡା ଶେଷ ହୋଇଛି । ଆଜି ତିନିରଥର ଚାରିନାହାକା…
Read More...
Read More...
ରଥଯାତ୍ରାର ଶୃଙ୍ଖଳିତ ସୁପରିଚାଳନା ପାଇଁ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ କମିଟି ଗଠନ…
ଏବର୍ଷ ହେବାକୁ ଥିବା ରଥଯାତ୍ରାର ଶୃଙ୍ଖଳିତ ସୁପରିଚାଳନା ପାଇଁ ରାଜ୍ୟ ସରକାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ରହିଛନ୍ତି ବିଭିନ୍ନ ବିଭାଗର ଅନ୍ୟ ୪ ଜଣ ମନ୍ତ୍ରୀ। ଏହି ଉଚ୍ଚସ୍ତରୀୟ କମିଟିରେ ଆଇନ, ପୂର୍ତ୍ତ ଏବଂ ଅବକାରୀ…
Read More...
Read More...
ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି
ସୁନ୍ଦରଗଡ଼-: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ବାଙ୍କୋ ପଥର ଖଣି ମାଲିକ ତଥା ପୂର୍ଣ୍ଣେଶ୍ଵରୀ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡର ନୀରଜ ପାଣ୍ଡେଙ୍କୁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ପଥର ଖଣି ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରିବା ନିମନ୍ତେ ସେ କାହାଠାରୁ ଲାଇସେନ୍ସ…
Read More...
Read More...
ଗଣ ପରବ ରଜ ଉତ୍ସବ ପୂର୍ବରୁ ଖୋଲାଗଲା ମା ଉଗ୍ରତାରାଙ୍କର ଦାନ ହୁଣ୍ଡୀ
ଟାଙ୍ଗୀ (ରାକେଶ ଜଗଦେବ) : ଓଡିଆ ମାନଙ୍କର ଗଣ ପରବ ରଜ ଉତ୍ସବ ପୂର୍ବରୁ ଖୋଲାଗଲା ମା ଉଗ୍ରତାରାଙ୍କର ଦାନ ହୁଣ୍ଡୀ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମୂଳିଝର ଗଡ଼ ସ୍ଥିତ ମା ଉଗ୍ରତାରା ଦେବୀଙ୍କର ପୀଠ ରେ ଥିବା ଦାନ ହୁଣ୍ଡୀ ପ୍ରଶାସନ ପକ୍ଷରୁ ଖୋଲା ଯାଇ ଗଣତି କରାଯାଇଛି । ମନ୍ଦିର…
Read More...
Read More...
ବୋମାମାଡ଼ କରିଥିବା ଯୁବକ ଜଣେ ମହିଳାଙ୍କୁ କରିଥିଲା ଦୁର୍ବ୍ୟବହାର…
ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ଦୁର୍ଗାବଜାର ନିକଟରେ ବୋମାମାଡ଼। ବୋମାମାଡ଼ କରିଥିବା ଯୁବକ ଜଣେ ମହିଳା ଙ୍କୁ ଦୁର୍ବ୍ୟବହାର କରିଥିଲା। ଏହାକୁ ବିରୋଧ କରିଥିଲେ ଲୋକେ। ବିରୋଧ କରିବା ପରେ ସମ୍ପୃକ୍ତ ଯୁବକ ବୋମାମାଡ଼ କରି ସେଠାରୁ ଫେରାର ହୋଇଯାଇଥିବା ଖବର ମିଳିଥିବା ବେଳେ।ଖବର ପାଇ ଦଶପଲ୍ଲା…
Read More...
Read More...
କୋଭିଡ ସ୍ଥିତି ମଧ୍ୟରେ ରଥଯାତ୍ରା ପରିଚାଳନା କିପରି ହେବ ଏନେଇ ସତର୍କତା ଜାରି
କୋଭିଡ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ସ୍ୱତନ୍ତ୍ର ନିର୍ଦେଶାବଳୀ ଜାରି ହୋଇଛି । କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଏହା ସହ ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ ଗୁରୁତର ରୋଗ ରହିଥିବା ଲୋକେ…
Read More...
Read More...
ଭୁବନେଶ୍ୱର ଉପକଣ୍ଠ ଗୋହିରିଆ ଛକରେ ଶିରିଜ୍ ଦୁର୍ଘଟଣା
ରାଜଧାନୀରେ ସିରିଜ ଦୁର୍ଘଟଣା। ଭୁବନେଶ୍ୱର ଉପକଣ୍ଠ ଗୋହିରିଆ ଛକରେ ଶିରିଜ୍ ଦୁର୍ଘଟଣା ଘଟିଛି। ୩ଟି ଗାଡିକୁ ପଛକୁ ପଛ ଧକ୍କା ଦେଲା ବୋଲେରୋ କାର ଓ ଡିଭାଇଡର୍ । ବ୍ୟାରିକେଡ଼ ଭାଙ୍ଗି ରାସ୍ତା ତଳକୁ ଖସିଲା ବୋଲେରୋ। ବୋଲେରୋ ଧକ୍କାରେ ଆଇଚର୍, ସ୍କୁଟର ଚୁରମାର୍। କାର୍ ଧକ୍କାରେ ଜଣେ ଯୁବକଙ୍କର…
Read More...
Read More...
ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ
ଭୁବନେଶ୍ୱର-: ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ । ଦିନରେ ଉଚ୍ଚ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଚି । ଏଭଳି କି ରାତିରେ ବି ନିସ୍ତାର ନାହିଁ ଗୁଳୁଗୁଳିରୁ । ଆସନ୍ତା ୨୪ ଘଣ୍ଟା ରହିବ କାଳବୈଶାଖୀର ପ୍ରଭାବ। ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସତର୍କତା…
Read More...
Read More...