Browsing Category

ଅପରାଧ

ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କଲା ପୋଲିସ

ଭୁବନେଶ୍ୱର:- ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କଲା ପୋଲିସ । ପ୍ରମୋଦ ବେହେରାକୁ ଚେନ୍ନାଇରୁ ସ୍ବତନ୍ତ୍ର ପୋଲିସ ଟିମ ଗିରଫ କରି ପଟ୍ଟାମୁଣ୍ଡାଇ ଆଣିଥିଲା । ପ୍ରମୋଦର ମୋବାଇଲରୁ ଅଶ୍ଳୀଳ ଫଟୋ ଓ ଭିଡିଓ ଜବତ କରିଛି ପୋଲିସ…
Read More...

ବିପୁଳ ପରିମାଣର ନିଶା ଦ୍ରବ୍ୟ ସହ ୬ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା:- ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ବେଳେ ପୋଲିସ ଏକ ବଡ ଚଢ଼ଉ ଅଭିଯାନ ବଳରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି ବ୍ରଜରାଜନଗର…
Read More...

ଯୌତୁକ ନିର୍ଯାତନା ଦେବାରୁ ଝୁଲି ପଡିଥିଲେ ନବବଧୂ ; ଅଭିଯୋଗ ପରେ ଗିରଫ ହେଲା ସ୍ୱାମୀ

ଭୁବନେଶ୍ୱର;- ଯୌତୁକ ନିର୍ଯାତନା ଦେବାରୁ ଝୁଲି ପଡିଥିଲେ ନବବଧୂ । ଆଉ ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ । ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ, ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ୍ ।  ତେବେ ଏହି ମାମଲାରେ ମୃତ ମହିଳା…
Read More...

ବାଥ୍ ରୁମରେ ନର୍ସଙ୍କ ମୃତ୍ୟୁ ଘଟଣା

ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ନର୍ସଙ୍କ ସଂଦେହ ଜନକ ମୃତ୍ୟୁ ଘଟଣା । ଏବେ ସାମ୍ନାକୁ ଆସିଲା ମହିଳାଙ୍କ ହାତଲେଖା ଚିଠି । ମୃତ୍ୟୁ ପୂର୍ବରୁ ନର୍ସ ଲେଖିଥିଲେ ସ୍ୱିସାଇଡ୍ ନୋଟ୍ । କାହିଁକି ଏଭଳି ସେ ଚରମ ନିଷ୍ପତ୍ତି ନେଲେ ଗୋଟି ଗୋଟି କରି ସବୁ ଲେଖିଛନ୍ତି । ଏବଂ…
Read More...

ନାବାଳିକା ଝିଆରୀକୁ ଗର୍ଭବତୀ କଲା ସଂପର୍କୀୟ ପିଉସା

ବାଲେଶ୍ୱର:- ନାବାଳିକା ଝିଆରୀକୁ ଗର୍ଭବତୀ କଲା ସଂପର୍କୀୟ ପିଉସା । କିଛି ଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ ପିଉସା ମାଙ୍କଡ଼ ଘଉଡ଼ାଇବାକୁ ଡାକି ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ…
Read More...

ରାଜଧାନୀରେ ଡେଲିଭରି ବୟର ଉନ୍ମତ କାଣ୍ଡ

ରାଜଧାନୀରେ ଡେଲିଭରି ବୟର ଉନ୍ମତ କାଣ୍ଡ । ଖାଦ୍ୟ ଡେଲିଭରି ଦେବା ସମୟରେ ମହିଳାଙ୍କ ସହିତ ଗଣ୍ଡଗୋଳ । ଏକ ଧାରୁଆ କଟୁରୀରେ ମହିଳାଙ୍କୁ 3 ଚୋଟ ପକାଇଲା ଅଭିଯୁକ୍ତ । ଗୁରୁତ୍ତର ଅବସ୍ଥାରେ ମହିଳାଙ୍କୁ ଘରୋଇ ହସପିଟାଲରେ ଭର୍ତି । ଆହତ ମହିଳା ବିନୋଦିନୀ ରଥ । ଘଟଣା ସ୍ଥଳରେ କମିସନରେଟ ପୋଲିସର…
Read More...

ସରଣ୍ଡା ଜଙ୍ଗଲ ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି

ରାଉରକେଲା:- ଓଡ଼ିଶା ଝାଡ଼ଖଣ୍ଡ ସୀମା ସରାଇକେଲା ଓ ସରଣ୍ଡା ଜଙ୍ଗଲ ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି । ଏକ ପ୍ଲାଷ୍ଟିକ କଣ୍ଟେନରରେ ମାଟି ତଳେ ଲୁଚାଇ ରଖାଯାଇଥିଲା । ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଜବତ କଲେ ସୁରକ୍ଷା ବାହିନୀ । ବୋମା ନିଷ୍କ୍ରିୟକାରୀ ଟିମ୍ ପକ୍ଷରୁ ଆଇଇଡିକୁ…
Read More...

ଆରଆଇ କାର୍ଯ୍ୟାଳୟର ତାଲା ଭାଙ୍ଗି ଚୋରି ଘଟଣାରେ ଯୁବକ ଗିରଫ…

ତମାଣ୍ଡ ଆରଆଇ କାର୍ୟ୍ୟାଳୟର ତାଲା ଭାଙ୍ଗି ଚୋରି ଘଟଣାରେ ତମାଣ୍ଡ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଅନିଲ ପ୍ରଧାନ । ଘର ରେତଂଗ ମାଳି ସାହି । ସୂଚନାନୁଯାୟୀ ଗତ ମେ ମାସ ୪ ତାରିଖ ବିଳମ୍ବିତ ରାତିରେ ଅନିଲ ତମାଣ୍ଡ ଆରଆଇ ଅଫିସର ପଛ ତାଲା ଭାଙ୍ଗି ଅଫିସରେ ଥିବା…
Read More...

ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଏବଂ ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରୀ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୃଥକ ପୃଥକ ଥାନାରେ ଥାର୍ଡ ଡିଗ୍ରି । ଥାନା ଭିତରେ ମାଡମରାଯାଇଥିବା ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରୁ ଆସିଛି ଅଭିଯୋଗ । ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଥାର୍ଡ ଡିଗ୍ରୀ ହୋଇଥିବା ବାଲିଆ ଅଞ୍ଚଳର ପାର୍ଥ ସାରଥୀ ଦାସ ଅଭିଯୋଗ ଆଣିଛନ୍ତି । ଥାନା ଭିତରେ…
Read More...

୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଭୂବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡ଼ିବନ୍ଧୁ ବେହେରା। ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ ଦେବା ପାଇଁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। କେନ୍ଦୁଝର ଜିଲ୍ଲା ଭୂ-ବନ୍ଦୋବସ୍ତ କାର୍ଯ୍ୟାଳୟର…
Read More...