Browsing Category
ଅପରାଧ
ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା
ଗୁରୁଗ୍ରାମ:- ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା ହୋଇଛି। କିଛି ଅଜଣା ଆକ୍ରମଣକାରୀମାନେ ଆଜି ସକାଳ ୫:୩୦ ରୁ ୬ ଟା ମଧ୍ୟରେ ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରିଥିଲେ। ଘଟଣା ପରେ ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ…
Read More...
Read More...
ହୋମଗାର୍ଡଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସବ-ଇନ୍ସପେକ୍ଟର ଗିରଫ
କନ୍ଧମାଳ:- ପୁଣି ଖାକୀରେ ଲାଗିଲା ଦାଗ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ କାର୍ଯ୍ୟରତ ଏସଆଇ ସ୍ମୃତି ସାଗର ସାମଲ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଗିରଫ ହୋଇଛନ୍ତି । ତାଙ୍କୁ ଆଜି ଗୋଛାପଡା ଥାନା ପୋଲିସ ଗିରଫ କରି ଫୁଲବାଣୀ…
Read More...
Read More...
ବହୁ ଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ୟା ମାମଲାରେ କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପା ଗିରଫ
ନୂଆଦିଲ୍ଲୀ:- ବହୁ ଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ୟା ମାମଲାରେ କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପା ଗିରଫ । ସୁପ୍ରିମକୋର୍ଟ ଅଭିନେତା ଦର୍ଶନଙ୍କ ଜାମିନ ରଦ୍ଦ କରିବା ପରେ ଗିରଫ ନିର୍ଦ୍ଦେଶ ଦେଇଥିଲେ । ରେଣୁକାସ୍ବାମୀ ହତ୍ୟା କନ୍ନଡର ସୁପରଷ୍ଟାର ଦର୍ଶନଙ୍କୁ ଗିରଫ କରାଯାଇଛି । ସୁପ୍ରିମକୋର୍ଟ…
Read More...
Read More...
ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ
ମାଲକାନଗିରି:- ପୋଲିସ ଏନକାଉଣ୍ଟରରେ ଟଳିଲେ ଦୁଇ ଟପ କ୍ୟାଡର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM…
Read More...
Read More...
ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଶବ
ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ବ୍ଲକ କୃଷ୍ନାନନ୍ଦ ଥାନା ଅନ୍ତର୍ଗତ, ନୂଆଗାଁ ଗ୍ରାମର ପାଇକା ନଦୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର । ଏକ ନିଛାଟିଆ ସ୍ଥାନରେ ପାଇକାନଦୀରେ ଶବ ଭାସୁଥିବାର ଦେଖି, ସ୍ଥାନୀୟ ଲୋକମାନେ କୃଷ୍ନାନନ୍ଦପୁର ଥାନାକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ…
Read More...
Read More...
ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ନାଁରେ ଆସିଛି ମହାଭିଯୋଗ ପ୍ରସ୍ତାବ
ନୂଆଦିଲ୍ଲୀ:- ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ନାଁରେ ଆସିଛି ମହାଭିଯୋଗ ପ୍ରସ୍ତାବ । ତାଙ୍କ ଘରୁ ବିପୁଳ ପୋଡ଼ା ଟଙ୍କା ମିଳିବା ମାମଲାରେ ମହାଭିଯୋଗ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଲୋକସଭାର ୧୪୬ ଜଣ ସଦସ୍ୟ ଏହି ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି । ଏଥିରେ ଶାସକ ଏବଂ ବିରୋଧୀ ଦଳର ନେତା ଏଥିରେ…
Read More...
Read More...
ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ମାଡିବସିଲା ପଡୋଶୀ
ଜଗତସିଂହପୁର:- ଜଗତସିଂହପୁରରେ ପୁଣି ଲଜ୍ଜା। ଜଗତସିଂହପୁର ଜିଲ୍ଲା ଏରସମା ଅଭୟଚାନ୍ଦପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ୧୭ବର୍ଷୀୟା ନାବାଳିକାକୁ ପଡୋଶୀ କଲା ଦୁଷ୍କର୍ମ। ଏନେଇ ଥାନାରେ ପିଡୀତା ଅଭିଯୋଗ କରିବାପରେ ଅଭିଯୁକ୍ତ…
Read More...
Read More...
ବାଥ୍ରୁମରୁ ଉଦ୍ଧାର ହୋଇଛି ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ
ଭଦ୍ରକ:- ବାଥ୍ରୁମରେ ଝୁଲିପଡିଲେ ଯୁକ୍ତ- ୩ ପ୍ରଥମ ବର୍ଷ ଛାତ୍ରୀ । ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଏକ ଘରୋଇ ମେସ୍ର ବାଥ୍ରୁମରୁ ଉଦ୍ଧାର ହୋଇଛି। ଛାତ୍ରୀ ଜଣଙ୍କ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର…
Read More...
Read More...
ଅନଲାଇନ ଗେମ୍ ଖେଳି ଚାଲିଗଲା ୧୩ ବର୍ଷୀୟ ନାବାଳକର ଜୀବନ
ବାଲେଶ୍ୱର:- ଅନଲାଇନ ଗେମ୍ ଖେଳ ହେଲା କାଳ । ଅନଲାଇନ ଗେମ୍ ଖେଳି ବାଥରୁମ୍ ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି ୧୩ ବର୍ଷୀୟ ନାବାଳକ । ପୁଅର ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗିଯାଇଥିବା ବେଳେ ଅନ ଲାଇନ୍ ଗେମ୍ କୁ ବନ୍ଦ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ…
Read More...
Read More...
ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ରାକ୍ଷୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ
କେନ୍ଦ୍ରାପଡା;- ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ । ଏଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗରରୁ । ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ରାକ୍ଷୀ ପୂର୍ଣ୍ଣିମାରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ…
Read More...
Read More...