Browsing Category

ଅପରାଧ

ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି

ମୁମ୍ବାଇ-: ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଏଥର ମୁମ୍ବଇର ୱର୍ଲିସ୍ଥିତ ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ ଜରିଆରେ ହତ୍ୟା ଧମକ ଆସିଛି । ଧମକପୂର୍ଣ୍ଣ ମେସେଜରେ ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି । ଏଥିସହ ତାଙ୍କ…
Read More...

ବିଲ ମଝିରେ ପଡିଛି ଗଳିତ ମଣିଷ କଙ୍କାଳ ଓ ମୁଣ୍ଡ

ପିପିଲି: ବିଲ ମଝିରେ ପଡିଛି ଗଳିତ ମଣିଷ କଙ୍କାଳ ଓ ମୁଣ୍ଡ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପିପିଲି ବାଇପାସ କଡ଼ ବିଲ ମଝିରେ । କିଏ ଏଭଳି ଘଟଣା ଘଟାଇଛି ତାହା ଜଣାପଡି ନାହିଁ । ସୂଚନା ଅନୁଯାୟୀ, ବିଲରେ ପଡିଥିବା ଗଳିତ ମଣିଷ କଙ୍କାଳକୁ ପ୍ରଥମେ ଗାଁ ର କିଛି ମହିଳା ଦେଖିଥିଲେ । ପରେ ଖବର…
Read More...

କୋଲକାତାରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ-: କୋଲକାତାରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଏହି ଘଟଣା କୋଲକାତା ବିମାନବନ୍ଦରରେ ଘଟିଥିଲା । ଯେତେବେଳେ ସୁରକ୍ଷା ଯାଞ୍ଚ ବେଳେ ଜଣେ ଯାତ୍ରୀ କହିଥିଲେ ଯେ କଣ ମୋ ପାଖରେ ବୋମା ଅଛି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI) ଅଧିକାରୀମାନେ କହିଛନ୍ତି…
Read More...

ପାକିସ୍ତାନ କବଳରୁ କେବେ ମୁକୁଳିବେ ଭାରତୀୟ ଯବାନ ?

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପାକିସ୍ତାନ କବଜାରେ ଭାରତୀୟ ଯବାନ ।   କେବେ ସେ ମୁକୁଳିବେ ଚିନ୍ତାରେ ପରିବାର ।  ଆଜିକୁ ୨୧ ଦିନ ଧରି ପାକିସ୍ତାନରେ ଅଟକ ରହିଛନ୍ତି ସେ ।  ଆକ୍ରମଣର ଗୋଟିଏ ଦିନ ପରେ  ବିଏସଏଫ ଯବାନ୍   ପିକେ ସାହୁ, ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ ।…
Read More...

ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ ସାଇବର ହ୍ୟାକର୍ସଙ୍କ ସାହାରା ନେଇଛି

ନୂଆଦିଲ୍ଲୀ-: ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଅପରେସନ ‘ସିନ୍ଦୂର’ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି। ଅସ୍ତ୍ରଶସ୍ତ୍ର ଯୁଦ୍ଧରେ ପାକିସ୍ତାନ ଭାରତକୁ ପରାସ୍ତ କରିବାରେ ବିଫଳ ହୋଇଛି। ତେଣୁ ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ…
Read More...

ଭଦ୍ରକରେ ନକଲି ନୋଟ କରବା, ଜଣେ ଯୁବକଙ୍କୁ ଗିରଫ

ଭଦ୍ରକ: ଦେଉଳାପାଳ ଗାଁରେ ନକଲି ଟଙ୍କା ଦେଇ ସାମଗ୍ରୀ କିଣିବା ସମୟରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଧରାପଡ଼ିଥିବା ଯୁବକଙ୍କୁ ମାନସ ସାହୁ ଭାବେ ଚିହ୍ନଟ କରାଯାଇଛି। ମାନସଙ୍କୁ ଗିରଫ କରିବା ପରେ ନକଲି ଟଙ୍କା ରାକେଟର ପର୍ଦ୍ଦାଫାଶ୍ ହୋଇଛି। ତାଙ୍କୁ ଗିରଫ କରିବା ପରେ ପୁଲିସ ୭,୧୦୦ ଟଙ୍କା…
Read More...

ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନର ୫ଟି ମିଲିଟାରୀ ଓ ୨ଟି ରାଡର ବେସ ସମ୍ପୂର୍ଣ୍ଣ ଭାରତର ପ୍ରତି ଆକ୍ରମଣରେ…

ନୂଆଦିଲ୍ଲୀ-: ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ମଙ୍ଗଳବାର ମଧ୍ୟରାତ୍ରି ୧:୩୦ରେ ‘ଅପରେସନ ସିନ୍ଦୂର’ ଅଧୀନରେ ଏୟାର ଷ୍ଟ୍ରାଇକ…
Read More...

ତିନି ଜଣ ଦୁର୍ବୁତ୍ତ ମିଶି ଜଣେ ନାବାଳିକାକୁ ଚଳନ୍ତା କାରରେ କଲେ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ-: ଉତ୍ତରପ୍ରଦେଶ ବୁଲନ୍ଦସହର ମେରଟ ନ୍ୟାସନାଲ ହାଇୱେରେ ଲଜ୍ଜ୍ୟାଜନକ ଘଟଣା । ତିନି ଜଣ ଦୁର୍ବୁତ୍ତ ଜଣେ ନାବାଳିକାକୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରିବା ସହିତ ତାଙ୍କୁ ଚଳନ୍ତା କାରରୁ ଫିଙ୍ଗି ଦେଇଛନ୍ତି । ସୂଚନାନୁଯାୟୀ, ମେ ୬ ତାରିଖରେ ୨ ଜଣ ନାବାଳିକାଙ୍କୁ ଚାକିରିର ଲୋଭ…
Read More...

ମହାକାଳପଡା ପୋଲିସ ଚୁପ୍ କାହିଁକି ?

ବାପ ମା ଛେଉଣ୍ଡ ବେସାହାରା ମୁକ ଝିଅ ଉପରେ ଗରମ ପେଜ ପକାଇ ପଡୋଶୀ ଙ୍କ ଆକ୍ରମଣ!! ମହାକାଳପଡ଼ା ଥାନାରେ ଅଭିଯୋଗ ର ୨୪ଘଣ୍ଟା ପରେ ମଧ୍ୟ ପୋଲିସ ଚୁପ!! ଘଟଣା କୁ ଗୁରୁତର ଭାବେ ନେଇ ଅମାନୁଷିକ କାଣ୍ଡ ଘଟାଇ ଥିବା ଅପରାଧୀ ମାନଙ୍କ ବିରୁଦ୍ଧରେ କାହିଁକି ଆକ୍ସନ ନେଉନି ମହାକାଳପଡା ଥାନା ପୋଲିସ ?…
Read More...

ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ରକ୍ତାକ୍ତ

ଗଞ୍ଜାମ-: ଗଞ୍ଜାମ ଜିଲା ବାସୁଦେବପୁର ପଞ୍ଚାୟତ ପଡିଆପୁରୁଷୋତ୍ତମପୁର ଗ୍ରାମର ପ୍ରିୟତ ମାଧରଙ୍କୁ ତାଙ୍କ ସ୍ବାମୀ ବଇଁଶୀଧର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସ୍ବାମୀଙ୍କ ମାଡ଼ରେ ପ୍ରିୟତମାଙ୍କ ନାକ ହାଡ଼ ଭାଙ୍ଗି ଯାଇଛି। ଏ ନେଇ ଏତଲା ହେବାପରେ ଥାନା ମାମଲା ନଂ.୧୬୯/୨୫ ଅନୁଯାୟୀ…
Read More...