Browsing Category

ଅପରାଧ

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି

କଟକ:- ଆରମ୍ଭ ହୋଇଛି ପାର୍ବଣ ଋତୁ, ତେଣୁ କଟକ ସହରର ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପେଶାଦାର ଅପରାଧୀଙ୍କୁ ସ୍କାନରରେ ରଖିଛି କମିଶନରେଟ୍ ପୋଲିସ । ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ କରିଛି ଆତ୍ମସମର୍ପଣ । ମଙ୍ଗଳାବାଗ ଥାନାର ଏକ ମାମଲାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟାର…
Read More...

ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ

ରାୟଗଡା:- ପୁଣି ଖକୀରେ ଲାଗିଲା ଦାଗ । ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ । ୩ ହୋମଗାର୍ଡଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ରାୟଗଡା ଟାଉନ୍‌ ପୋଲିସ । ପରାଧୀ ମାନେ ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍‌ ଲୁଟି ଥିଲେ । ପୋଲିସ ଭୟ ଦେଖାଇ ଲୁଟିଥିବା ନେଇ…
Read More...

ରେଳବାଇ ବୁକିଙ୍ଗ କାଉଣ୍ଟରରୁ ଗଞ୍ଜା ଚୋରେଇ ନେଲେ ଯୁବକ

ଭୁବନେଶ୍ୱର:- ଗଞ୍ଜା ଚୋରି ଅଭିଯୋଗରେ ଜଣେ ଗିରଫ। ଭୁବନେଶ୍ୱର ରୁ ବୁକିଂ ହେଇ ଯାଉଥିଲା ନାଗପୁର୍ ଗଞ୍ଜା। ଯାହାକୁ ବୁକିଙ୍ଗ କାଉଣ୍ଟରରୁ ଚୋରେଇ ନେଲେ ଯୁବକ। ରେଳବାଇ ସମ୍ପତ୍ତି ଚୋରି ଅଭିଯୋଗରେ ଜଣେ ଗିରଫ। ଗିରଫ ଯୁବକ ଜଣକ ହେଲେ ଓମ୍ ଦଳେଇ। ଓମ୍ ଦଳେଇଙ୍କୁ ଗିରଫ କରିଛି ଆର୍. ପି.ଏଫ୍। ତେବେ…
Read More...

ଅନଲାଇନ ଆପ୍ ମାଧ୍ୟମରେ ଭକ୍ତଙ୍କୁ ଠାକୁରଙ୍କ ନାଁରେ ଚୂନ ଲଗାଉଛନ୍ତି ଆପ୍ ସଂସ୍ଥା

ବ୍ୟୁରୋ :- କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ଅନଲାଇନରେ ସାଂଘାତିକ ଖେଳ । ଅନଲାଇନ ଆପ୍ ମାଧ୍ୟମରେ ଭକ୍ତଙ୍କୁ ଠାକୁରଙ୍କ ନାଁରେ ଚୂନ ଲଗାଉଛନ୍ତି ଅନଲାଇନ ଆପ୍ ସଂସ୍ଥା । ପୂଜା ପରିସେବା ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯାଇଛି। ଏଥିରେ ସିଧାସଳଖ ଦର୍ଶାଯାଇଛି ଯେ,…
Read More...

ଜୀବନ ହାରିଲେ ବ୍ଲଗରଙ୍କ ସାନଭାଇ

ଜୀବନ ହାରିଲେ ବ୍ଲଗରଙ୍କ ସାନଭାଇ । ବାଇକ ରାଇଡିଂକୁ କରୁଥିବା ସନ୍ଦୀପ କୁମାର ଦାସ ସାନଙ୍କ ଭାଇ ସନ୍ଦେଶ ଦାସଙ୍କ ମୃତ୍ୟୁ ହୋଇଛି । ରାଜଧୀନୀର ପୁନାମା ଗେଟ ପାଖ ରେଲୱେ କ୍ରସିଂ ଉପରୁ ମିଳିଛି ସନ୍ଦେଶଙ୍କ ମୃତଦେହ । ଖବର ପାଇ GRP ଘଟଣାସ୍ଥଳରେ ପହଞ୍ଚିଛି। ଏପଟେ ପୋଲିସ ମଧ୍ୟ ଆତ୍ମହତ୍ୟା ନେଇ…
Read More...

ନିଶାଶକ୍ତ ଯୁବକର ଛୁରା ମାଡ଼ରେ ସାମ୍ବାଦିକ ହେଲେ ଗୁରୁତର

ନବରଙ୍ଗପୁର:- ନିଶାଶକ୍ତ ଯୁବକର ଉନ୍ମକ୍ତକାଣ୍ଡ, ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ କଲା ମରଣାନ୍ତକ ଆକ୍ରମଣ । ନିଶାଶକ୍ତ ଯୁବକର ଛୁରା ମାଡ଼ରେ ସାମ୍ବାଦିକ ହେଲେ ଗୁରୁତର । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ବିଶାଖାପାଟଣା ଡାକ୍ତରଖାନାକୁ  କରାଗଲା ସ୍ଥାନାନ୍ତର…
Read More...

ପରକିୟାପ୍ରୀତିରୁ ବିଜେପି ନେତାଙ୍କ ଜୀବନ ଗଲା

ନିଖୋଜ ପରେ ଭାଜପା ନେତାଙ୍କ ଖଣ୍ଡବିଖଣ୍ଡିତ ମୃତଶରୀର ଉଦ୍ଧାର । ବନ୍ଧୁଙ୍କ ସ୍ତ୍ରୀ ସହ ଅବୈଧ ସମ୍ପର୍କ ରଖିବାରୁ ବିଜେପି ନେତାଙ୍କୁ ହତ୍ୟା କଲା ବନ୍ଦୁ । ତ୍ତତରପ୍ରଦେଶର ପ୍ରୟାଗରାଜରୁ ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ଏବଂ ଭାରତୀୟ ଜନତା ପାର୍ଟି ନେତା ରଣଧୀର ଯାଦବ ଅଗଷ୍ଟ ୨୨ ତାରିଖରୁ…
Read More...

ଲାଞ୍ଜ ନେଇ ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଜ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ବରଗଡ଼ ଜିଲ୍ଲା ବିଜେପୁର ଥାନା ରେ କାର୍ୟ୍ୟରତ ପୋଲିସ ଶବ- ଇନ୍ସପେକ୍ଟର ଜଗା ବରିହା ଜଣେ ସ୍କ୍ରାପ୍ ଡିଲରଙ୍କ ଠାରୁ ତାଙ୍କ ବ୍ୟବସାୟକୁ ସୁରୁଖୁରୁରେ ଚଳାଇବା ଏବଂ ତାଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ…
Read More...

ବାଇକ ସହିତ ୨୦ କେଜି ବାରହା ମାଂସ ଜବତ

ବୌଦ୍ଧ:- ବାଇକରେ ଚାଲାଣ ହେଉଥିଲା ବାରହା ମାଂସ ବାଟରେ ମାଡ଼ିବସିଲା ବନବିଭାଗ ଟିମ୍ । ଜଙ୍ଗଲରେ ମାଂସ ବସ୍ତା ଫିଙ୍ଗି ଫେରାର ମାରିଲେ ଚାଲାଣକାରୀ । ବାଇକ ସହିତ ୨୦ କେଜି ବାରହା ମାଂସ ଜବତ କଲା ମାଧପୁର ବନବିଭାଗ । ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ବନବିଭାଗ । ସୂଚନା ଅନୁଯାୟୀ…
Read More...

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

ବ୍ରହ୍ମପୁର:- ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ ନମ୍ବର ଲାଇନରେ ବାସକରୁଥିବା ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ତାଙ୍କ ଶଳା ସୁନିଲ ସାହୁଙ୍କୁ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ…
Read More...