Browsing Category
ଵାଣିଜ୍ୟ
ହାତ ଛାଡି ଦେଲେ ବଡ ଭାଇ ମୁକେଶ ଅମ୍ବାନୀ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ହାତ ଛାଡିଦେଲେ ବଡ ଭାଇ । ବଡ଼ ଭାଇ ମୁକେଶ ଅମ୍ବାନୀ ଦେଶ ତଥା ଏସିଆର ସର୍ବବୃହତ ଧନୀ ବ୍ୟକ୍ତି ହୋଇଥିଲେ ହେଁ ତାଙ୍କ ସାନ ଭାଇ ଅନିଲ ଅମ୍ବାନୀ ଏବେ ଦେବାଳିଆ ଅବସ୍ଥାରେ ପହଞ୍ଚି ଯାଇଛନ୍ତି। ଋଣ ପରିଶୋଧକୁ ନେଇ ତାଙ୍କର ମୁଣ୍ଡବ୍ୟଥା ଦିନକୁ ଦିନ ବଢ଼ିବାରେ…
Read More...
Read More...
ବିଶ୍ୱରେ ମାନ୍ଦାବସ୍ଥାର ଚେତାବନୀ ଦେଲେ ନୋବେଲ ବିଜୟୀ ଅର୍ଥନୀତିଜ୍ଞ କ୍ରୁଗମ୍ୟାନ
(ରିପୋର୍ଟରସ ଟୁଡେ/ଦୁବାଇ): ବିଶ୍ୱରେ ମାନ୍ଦାବସ୍ଥାର ଚେତାବନୀ ଦେଲେ ନୋବେଲ ପୁରସ୍କାର ବିଜୟୀ ଅର୍ଥନୀତିଜ୍ଞ ପଲ୍ କ୍ରୁଗ୍ମ୍ୟାନ । ଆର୍ଥିକ ନୀତି ପ୍ରଣୟନକାରୀଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ୨୦୧୯ ଶେଷ ଅଥବା ଆସନ୍ତା ବର୍ଷ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା…
Read More...
Read More...
ବନ୍ଦ ହୋଇଯିବ ବିଏସଏନଏଲ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): କେନ୍ଦ୍ର ସରକାର କ୍ରମାଗତ କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍କୁ ବିକ୍ରି କରିଦେବା ଲାଗି ବିଚାର କରୁଛନ୍ତି। କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ବ୍ୟତୀତ ଏହାକୁ ବନ୍ଦ କରିଦେବା ନେଇ ବିକଳ୍ପ ଚିନ୍ତା କରିବାକୁ ସରକାରଙ୍କ…
Read More...
Read More...
୫୦ଟି ରେଳ ଷ୍ଟେସନ ବିମାନ ବନ୍ଦର ଢାଞ୍ଚାରେ ନିର୍ମାଣ ହେବ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ବିମାନ ବନ୍ଦର ଢାଞ୍ଚାରେ ନିର୍ମାଣ ହେବ ରେଲୱେ ଷ୍ଟେସନ । ଭାରତୀୟ ରେଲଓ୍ବେ ଚଳିତ ବର୍ଷ ଦେଶର ୫୦ଟି ରେଳ ଷ୍ଟେଶନକୁ ବିମାନ ବନ୍ଦର ଢାଞ୍ଚାରେ ନିର୍ମାଣ ହେବ । ଏଥିପାଇଁ ପ୍ରାୟ ୭୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିକଟରେ ଏ…
Read More...
Read More...
ଭାଲେଣ୍ଟାଇନ୍ସ ଦିବସକୁ ଦୃଷ୍ଟିରେ ରଖି ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ ଉନ୍ମୋଚନ
(ରିପୋର୍ଟରସ ଟୁଡେ/ଭୁବନେଶ୍ବର): ପ୍ଲାଟିନମ୍ ଡେଜ୍ ଅଫ୍ ଲଭ୍ ତରଫରୁ ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ୍ର ସମ୍ଭାରକୁ ଉନ୍ମୋଚନ କରାଯାଇଛି। ସେଥିରେ ୬ଟି ବ୍ୟାଣ୍ଡ୍ ରହିଛି। ଭାଲେଣ୍ଟାଇନ୍ସ ଦିବସକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ଲଭ୍ ବ୍ୟାଣ୍ଡ୍କୁ ଉଭୟ ପୁରୁଷ ଓ ମହିଳା ବ୍ୟବହାର…
Read More...
Read More...
ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମିଳିବ ଜଳଖିଆ,ମଧ୍ୟାହ୍ନ ଭୋଜନ ଓ ପଞ୍ଚ ତାରକା ହୋଟେଲର ରାତ୍ରି ଭୋଜନ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସେମି-ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଉଦ୍ଘାଟନ କରିବେ। ଦିଲ୍ଳୀରୁ ବାରଣରସି ପର୍ୟ୍ୟନ୍ତ ଯାତ୍ରା କରିବାକୁ ଥିବା ଏହି ଟ୍ରେନ୍ଟି ସମୁଦାୟ ୭୫୫ କିଲୋମିଟର ଯାତ୍ରା ମଧ୍ୟରେ କେବଳ…
Read More...
Read More...
୩୯ ଶୀର୍ଷ ଧନୀ ଦାନ କରିଛନ୍ତି ୧୫୬୦ କୋଟି ; ଶୀର୍ଷରେ ମୁକେଶ ଅମ୍ବାନୀ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ହୁରୁନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପରୋପକାର କାର୍ୟ୍ୟରେ ଦାନ କରିଥିବା ଭାରତର ଶୀର୍ଷ ଧନୀଙ୍କ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାଲିକ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି। ୨୦୧୭ ଅକ୍ଟୋବର ପହିଲାରୁ ୨୦୧୮ ଡିସେମ୍ବର…
Read More...
Read More...
ବିନାନୁମତିରେ ୧୧୫୭କୋଟି ଟଙ୍କା ବ୍ୟୟ କରିଛି ଅର୍ଥ ମନ୍ତ୍ରଣାଳୟ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟ ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥ ମନ୍ତ୍ରଣାଳୟ ୨୦୧୭-୧୮ ଆର୍ଥିକ ବର୍ଷରେ ସଂସଦର ବିନାନୁମତିରେ ୧୧୫୭କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ମନ୍ତ୍ରଣାଳୟ ନୂଆ…
Read More...
Read More...
ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ହ୍ରାସ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଆସନ୍ତା ୧୫ରୁ ଚଳାଚଳ କରିବାକୁ ଥିବା ଟ୍ରେନ୧୮ ବା ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ାକୁ ରେଳବାଇ ହ୍ରାସ କରିଛି। ଏଣିକି ଦିଲ୍ଲୀରୁ ବାରାଣସୀ ପାଇଁ ଚେୟାର କାର୍ରେ ୧୭୬୦ ଟଙ୍କା ଏବଂ ଏକ୍ଜିକ୍ୟୁଟିଭ ଶ୍ରେଣୀ ଲାଗି ୩୩୧୦ ଟଙ୍କା ଭଡ଼ା ଧାର୍ୟ୍ୟ କରାଯାଇଛି।…
Read More...
Read More...
ଚ୍ୟାନେଲ ଟାରିଫ ଚୟନର ସମୟସୀମା ବୃଦ୍ଧି
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ନୂଆ ଟିଭି ଚ୍ୟାନେଲ ଟାରିଫ ଚୟନର ସମୟସୀମାକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ଫେବୃୟାରୀ ପହିଲା ଧାର୍ୟ୍ୟ କରାଯାଇଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ପ୍ରାୟ ୧୦୦ ମିଲିୟନ କେବୁଲ…
Read More...
Read More...