Browsing Category
ଵାଣିଜ୍ୟ
ଦେଶରେ ନୀତି ନିର୍ଦ୍ଧାରଣରେ କମାଲ କରିବେ ଭବିଷ୍ୟ ପିଢି
ଭୁବନେଶ୍ୱର;ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟସଭା ସାଂସଦ ସୁଜିତ କୁମାର ଗତକାଲି ଦିଲ୍ଲୀର ହାର୍ଭାର୍ଡ କେନେଡି ସ୍କୁଲ ଏବଂ ଏମଆଇଟି ସ୍ଲୋନ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ୍ର ମଧ୍ୟ-କ୍ୟାରିୟର ଛାତ୍ର ଏବଂ ପ୍ରତିନିଧୀଙ୍କ ସହ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା…
Read More...
Read More...
ସୁନା ଭଳି ରୂପାର ବି ହଲମାର୍କିଂ ହୋଇପାରେ ବାଧ୍ୟତାମୂଳକ
ବ୍ୟୁରୋ : ସୁନା ଭଳି ରୂପାର ହଲମାର୍କିଂକୁ ସରକାର ବାଧ୍ୟତାମୂଳକ କରିପାରନ୍ତି । ଏଣିକି ରୂପା ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢିଛି । ଗହଣା ଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ପର୍ଯ୍ୟନ୍ତ ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି । ଗ୍ରାହକମାନେ କିଣୁଥିବା ରୂପାର ଗୁଣବତ୍ତାକୁ ନିଶ୍ଚିତ…
Read More...
Read More...
ତନେଇରା ପକ୍ଷରୁ ଏକ୍ସକ୍ଲୁସିଭ ହଲିଡେ ସିଜନ ସେଲ
ଭୁବନେଶ୍ୱର: ଏଥେନିକୱେର କ୍ଷେତ୍ରରେ ପ୍ରମୁଖ ବ୍ରାଣ୍ଡ ଭାବେ ଜଣା ତଥା ଟାଟା ପ୍ରଡକ୍ଟ ତନେଇରା ଏକ୍ସକ୍ଲୁସିଭ ହଲିଡେ ଦିଜନ ସେଲ ଘୋଷଣା କରିଛି । ଏହି ଅଫର ମାଧ୍ୟମରେ ଗ୍ରାହକ ଶାଢି ଉପରେ ୨୦% ପର୍ଯ୍ୟନ୍ତ ଏବଂ କୃର୍ତ୍ତା ଓ କୃର୍ତ୍ତା ସେଟ ଉପରେ ୪୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଚଳିତ…
Read More...
Read More...
ହାତକୁ ଦୁଇ ହାତ ହେବେ ୬୦ ବର୍ଷର ବର ଓ ୫୫ ବର୍ଷିୟ କନ୍ୟା
ଇ-କମର୍ସ ୱେବସାଇଟ୍ ଆମାଜନ୍ର ପ୍ରତିଷ୍ଠାତା ତଥା ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ୬୦ ବର୍ଷିୟ ଜେଫ୍ ବେଜୋସ୍ ତାଙ୍କ ଗର୍ଲଫ୍ରେଣ୍ଡ ୫୫ ବର୍ଷିୟ ଲରେନ ସାଞ୍ଚେଜ୍ ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ଡିସେମ୍ବର ୨୮ ରେ କଲୋରଡୋର ଆସପେନରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ୬୦୦…
Read More...
Read More...
ଦେଶର ଚାଷୀଙ୍କୁ ନୂଆ ବର୍ଷରେ ଉପହାର: ବିନା ଗ୍ୟାରେଣ୍ଟିରେ ଅଧିକ ଟଙ୍କା ଋଣ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୃଷକମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୀମାକୁ ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏବେ ଚାଷୀ ବିନା ଗ୍ୟାରେଣ୍ଟିରେ ଅଧିକ ଟଙ୍କା ଋଣ ନେଇ ପାରିବେ। ଆରବିଆଇ ୧ ଜାନୁୟାରୀ ୨୦୨୫ରୁ ଚାଷୀଙ୍କ ଲାଗି ବିନା ଗ୍ୟାରେଣ୍ଟି ଋଣ ୧.୬ଲକ୍ଷ…
Read More...
Read More...
ବ୍ଲୁମବର୍ଗ ପକ୍ଷରୁ ବିଶ୍ୱର ସବୁଠାରୁ ଧନୀ ପରିବାର ତାଲିକା ପ୍ରକାଶ : ଶୀର୍ଷରେ ୱାଲମାର୍ଟ ୱାଲଟନ ପରିବାର
ନୂଆଦିଲ୍ଲୀ : ବ୍ଲୁମବର୍ଗ ପକ୍ଷରୁ ବିଶ୍ୱର ସବୁଠାରୁ ଧନୀ ପରିବାର ତାଲିକା ପ୍ରକାଶ ପାଇଛି । ଏଥିରେ ଶୀର୍ଷ ସ୍ଥାନରେ ରହିଛି ୱାଲମାର୍ଟ ୱାଲଟନ ନରିବାର । ମୋଟ ୪୩୨୪୦ କୋଟି ଡଲାରର ସମ୍ପତ୍ତି ସହିତ ଏହି ପରିବାର ୨୦୨୪ ରେ ପୁନଃ ପ୍ରଥମ ସ୍ଥାନ ଅଳଙ୍କୃତ କରିଛନ୍ତି । ବିଶ୍ୱର ସବୁଠାରୁ ଧନୀ…
Read More...
Read More...
ଲୋକସଭାରେ ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲ-୨୦୨୪ ଗୃହୀତ
ନୂଆଦିଲ୍ଲୀ: ଲୋକସଭାରେ ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲ-୨୦୨୪ ଗୃହୀତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବିଧେୟକ ଉପସ୍ଥାପନ କରି ଏହାର ୧୯ଟି ସଂଶୋଧନ ଉପରେ ଚର୍ଚ୍ଚା କରିଛନ୍ତି। ଏହି ବିଧେୟକ ଗୃହୀତ ହେବା ପରେ ବ୍ୟାଙ୍କ ଖାତାଧାରୀଙ୍କୁ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସ…
Read More...
Read More...
ଆଦାନୀ ଦେଇଛନ୍ତି କି ଲାଞ୍ଚ ? : ଅଭିଯୋଗ ଆଧାରରେ ଓଡିଶାରେ ହଟଚମଟ….
ବ୍ୟୁରୋ : ଆମେରିକାରେ ଆଦାନୀଙ୍କ ନାଁରେ ଠକେଇ ଅଭିଯୋଗ । ଶିଳ୍ପପତି ଗୌତମ ଆଦାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟ ପ୍ରକାଶ କରିଛି ଯେ, ଓଡିଶାରୁ ୫୦୦ ମେଗାୱାଟ ସୌର ଶକ୍ତି କିଣିବା ଲାଗି ସୋଲାର…
Read More...
Read More...
ଶାଗ ମାଛ ଦରରେ ଜମି କିଣୁଛି ଆଦାନୀ, ଜମି ଛାଡିବାକୁ ନାରାଜ ଲୋକେ
ଭୁବନେଶ୍ୱର;ଭିଟାମାଟି ଛାଡିବାକୁ ନାରାଜ ଲୋକେ । ଏଥିପାଇଁ ଜୋରଦାର ଚାଲିଛି ବିରୋଧ । ସୁନ୍ଦରଗଡରେ ଖଣି ଆଉ ବଲାଙ୍ଗିରରେ ଜଙ୍ଗଲକୁ ନେଇ ଖଣି ହେବାକୁ ଥିବା ୪ଟି ଗାଁରେ ଲୋକେ ବିରୋଧ କରିଛନ୍ତି । ସେମାନେ କହିଛନ୍ତି, କୋଇଲା ଗୁଣ୍ଡରେ ଆମେ ଜୀବନ ଜୀଇଁବୁ ବଲାଙ୍ଗୀରରେ କାହିଁକି ଜଙ୍ଗଲ ହେବ ।…
Read More...
Read More...
ଭୁବନେଶ୍ୱରରେ ଲିଟର ପିଛା କେତେ ରହିଛି ପେଟ୍ରୋଲର ଦର ?
ଭୁବନେଶ୍ୱର: ଘରୁ ଗଡି ଧରି ବାହାରିବା ମାନେ ପ୍ରଥମେ ଗାଡିର ପେଟ୍ରୋଲ ଚେକ କରିବା । ଗାଡିରେ ପେଟ୍ରୋଲ ଅଛି ନା ନାହିଁ । ପଟେ ଗାଡି ଧରି ଅଗେଇ ଚାଲିବା ପେଟ୍ରୋଲ ପମ୍ପ ଆଡକୁ । ତେବେ ଆସନ୍ତୁ ଜାଣଇବା ଆଜି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦରକଣ ରହିଛି । ଭୁବନେଶ୍ୱରରେ ଲିଟର ପିଛା ୧୦୧. ୧୧ ପଇସା…
Read More...
Read More...