Browsing Category

ଵାଣିଜ୍ୟ

ସୁନା ୫୦ ଟଙ୍କା ଓ ରୂପା ୧୫୦ ଟଙ୍କା ହ୍ରାସ ପାଇଛି

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ପୁଣି ସୁନା ୫୦ ଟଙ୍କା କମିଛି ଜ୍ଝ ଆଜି ସୁନା ମୂଲ୍ୟ ୧୦ ଗ୍ରାମକୁ ୩୪ ହଜାର ଅଛି .। ସୁନାର ଦାବି କମିଯିବା ହେତୁ ମୂଲ୍ୟ ହ୍ରାସ ପାଇଥିବା ଗହଣା ବ୍ୟବସାୟୀ କହିଛନ୍ତି । ଲଗାତାର ଚତୁର୍ଥ ଦିନ ଧରି ସୁନା ମୂଲ୍ୟ ହ୍ରାସ ପାଇଛି । ସୁନା ସହ ରୂପା…
Read More...

ରାଫେଲ ଝଡ ମଧ୍ୟରେ ବାଙ୍ଗାଲୁରୁରେ ପହଞ୍ଚିଲା ୩ଟି ରାଫେଲ ବିମାନ

(ରିପୋର୍ଟରସ ଟୁଡେ/ବାଙ୍ଗାଲୁରୁ): ଦେଶରେ ରାଫେଲ ଝଡ ଚାଲିଥିବା ବିବାଦ ମଧ୍ୟରେ ଆଜି ବାଙ୍ଗାଲୁରରେ ପହଞ୍ଚିଛି ୩ଟି ରାଫେଲ ବିମାନ । ଏହି ବିମାନ କିଣାରେ ଅନିୟମିତତା ହୋଇଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛି । କିନ୍ତୁ ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ସିଏଜି ସମସ୍ତେ ସରକାରଙ୍କୁ…
Read More...

ସମ୍ବଲପୁର ରେଳ ଷ୍ଟେଶନରେ ଯାତ୍ରୀ ସୁବିଧାର ଉଦଘାଟନ

(ରିପୋର୍ଟରସ ଟୁଡେ/ଭୁବନେଶ୍ୱର): ସମ୍ବଲପୁର ରେଳ ଷ୍ଟେଶନରେ ବିଭିନ୍ନ ଯାତ୍ରୀ ସୁବିଧାର ଉଦ୍ଘାଟନ ହେବ । ଏହାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉନ୍ମୋଚନ କରିବା କାର୍ୟ୍ୟକ୍ରମ ରହିଛି। ଏହା ମଧ୍ୟରେ ଷ୍ଟେଶନର ସମ୍ମୁଖ ଭାଗର ଉନ୍ନତି, ସୌନ୍ଦର୍ୟ୍ୟକରଣ ସହ…
Read More...

ପିଏମ୍ କିଷାନ; ମେ’ ମାସ ସୁଦ୍ଧା ଚାଷୀଙ୍କୁ ମିଳିପାରେ ଦୁଇଟି କିସ୍ତିରେ ୪ହଜାର ଟଙ୍କା

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍ କିଷାନ) ଯୋଜନା ଘୋଷଣା କରିଥିଲେ। ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୩ଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏ ମୋଟ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି।…
Read More...

ଡିଆରଆଇ କମ୍ପାନୀ ଆଇବିଏମକୁ ନୋଟିସ ଜାରି

(ରିପୋର୍ଟରସ ଟୁଡେ/ବେଙ୍ଗାଲୁରୁ): ବିଦେଶରୁ ଆଣିଥିବା ଯନ୍ତ୍ରପାତି ଉପରେ ୬୨୦ କୋଟି ଟଙ୍କାର ସୀମା ଶୁଳ୍କ ଦାଖଲ କରିବା ଲାଗି ଡାଇରେକ୍ଟୋରେଟ ଅଫ୍ ରେଭନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍ଆଇ) ଶୀର୍ଷ ଟେକ୍ନୋଲୋଜି କମ୍ପାନୀ ଆଇବିଏମ୍କୁ ନୋଟିସ ଜାରି କରିଛି। କମ୍ପାନୀ ପକ୍ଷରୁ ୨୦୧୪ରେ ଆମଦାନୀ…
Read More...

୫ ବର୍ଷର ଅବଧିରେ ବମ୍ବେ ସେନସେକ୍ସ ୪୬ ପ୍ରତିଶତ ବୃଦ୍ଧି

(ରିପୋର୍ଟରସ ଟୁଡେ/ମୁମ୍ବାଇ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଜୁନ୍ ୪ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ୧୬ ତମ ଲୋକ ସଭା କାର୍ୟ୍ୟକାଳ ଆରମ୍ଭ ହେବା ପରେ ବୁଧବାର ଶେଷ ହୋଇଛି। ଆସନ୍ତା ଏପ୍ରିଲ/ମେ’ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ୫ ବର୍ଷର ଅବଧିରେ ବମ୍ବେ…
Read More...

ରେଲଓ୍ବେ ବୋର୍ଡର ଅଧ୍ୟକ୍ଷରୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ହେଲେ ଅଶ୍ୱନୀ ଲୋହାନୀ

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ୧୯୮୨ରେ ଆସିଷ୍ଟାଣ୍ଟ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ କ୍ୟାରିୟର ଆରମ୍ଭ କରିଥିବା ଅଶ୍ୱନୀ ଲୋହାନୀ ରେଲଓ୍ବେ ବୋର୍ଡର ଅଧ୍ୟକ୍ଷରୁ ଅବସର ନେବା ପରେ ଏବେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍ଡି) ଭାବେ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର…
Read More...

ଭେନେଜୁଏଲାରୁ ତେଲ ନକିଣିବାକୁ ଆମେରିକା ପକ୍ଷରୁ ଭାରତକୁ ଚେତାବନୀ

(ରିପୋର୍ଟରସ ଟୁଡେ/ୱାସିଂଟନ): ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭେନେଜୁଏଲାରୁ ତେଲ ନକିଣିବାକୁ ଆମେରିକା ପକ୍ଷରୁ ଭାରତ ସମେତ ବିଭିନ୍ନ ଦେଶକୁ ଚେତାବନୀ ଦିଆଯାଇଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟନ୍ ଟ୍ବିଟ୍ କରି ଜଣାଇଛନ୍ତି ଯେ, ଯେଉଁ ଦେଶ କିମ୍ବା ବ୍ୟକ୍ତି…
Read More...

ଟାଟା ମ୍ୟାନେଜିଂ ଟ୍ରଷ୍ଟି ଆର୍ ଭେଙ୍କଟରମଣନ୍ ଇସ୍ତଫା

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଟାଟା ଟ୍ରଷ୍ଟ୍ସ୍ରୁ ଏହାର ମ୍ୟାନେଜିଂ ଟ୍ରଷ୍ଟି ଆର୍ ଭେଙ୍କଟରମଣନ୍ ଇସ୍ତଫା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ମାର୍ଚ ୩୧ ପରେ ସେ ନିଜ ପଦରୁ ଓହରିଯିବେ। ଅନ୍ୟ କାମ କରିବାକୁ ଚାହୁଁଥିବାରୁ ଭେଙ୍କଟରମଣନ୍ ଇସ୍ତଫା ଦେଇଛନ୍ତି ବୋଲି ଟାଟା ଟ୍ରଷ୍ଟସ୍ ପକ୍ଷରୁ…
Read More...

ଘରୋଇ ବିମାନ କଂପାନି ଇଣ୍ଡିଗୋ ସଙ୍କଟରେ

(ରିପୋର୍ଟରସ ଟୁଡେ/ମୁମ୍ବାଇ): ସୁଲଭ ଦରରେ ବିମାନ ସେବା ଯୋଗାଇ ଦେଉଥିବା ଦେଶର ଅଗ୍ରଣୀ ଘରୋଇ ବିମାନ କଂପାନି ଇଣ୍ଡିଗୋ ସଙ୍କଟରେ ପଡ଼ିଯାଇଛି। ପାଇଲଟ୍ ଅଭାବ ଯୋଗୁ ଏହା ଦୁଇ ଦିନ ହେଲାଣି କିଛି ବିମାନର ଉଡ଼ାଣ ବାତିଲ କରୁଛି। ଗତକାଲି ଏହାର ୩୦ଟି ବିମାନର ଉଡ଼ାଣ ବାତିଲ ହୋଇଥିଲା। ଆଜି ଆଉ…
Read More...