Browsing Category
ଵାଣିଜ୍ୟ
ରାୟଗଡାରେ ନିର୍ମାଣ ହେବ ଏଲପିଜି ବଟଲିଂ ପ୍ଲାଣ୍ଟ
(ତ୍ରିଲୋଚନ/ରିପୋର୍ଟରସ ଟୁଡେ)ଭୁବନେଶ୍ୱର: ଆଜି ଭୁବନେଶ୍ୱରଠାରେ ଏଚପିସିଏଲ ଏବଂ ଇଷ୍ଟକୋଷ୍ଟ ରେଲ୍ୱେ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ରାଷ୍ଟ୍ରାୟତ ତେଲ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚପିସିଏଲ୍) ଓଡ଼ିଶାର ରାୟଗଡ଼ା ଜିଲାସ୍ଥିତ ଆଇଆଇଡି…
Read More...
Read More...
ସମାଧାନ ପ୍ରକ୍ରିୟାକୁ ଜେଟ ଏୟାରୱେଜର ମଞ୍ଜୁରୀ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଋଣରେ ବୁଡି ରହିଛି ଜେଟ ଏୟାରୱେଜ । ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୫୮୭.୭୭ କୋଟି କ୍ଷତି ହୋଇଛି । ଗତ ବର୍ଷର ସମାନ ତିନି ମାସରେ କମ୍ପାନୀ ୧୬୫.୨୫ କୋଟି ଟଙ୍କାର ଲାଭ ହାସଲ କରିଥିଲା । ଜେଟ ଏୟାରୱେଜ ପକ୍ଷରୁ ସେବିକୁ ଏ…
Read More...
Read More...
ଆୟକର ଗେଜେଟେଡ ଅଫିସର ସଂଘର ସର୍ବଭାରତୀୟ ସମ୍ମିଳନୀ
(ତ୍ରିଲୋଚନ/ରିପୋର୍ଟରସ ଟୁଡେ)ଭୁବନେଶ୍ୱର: ଆୟକର ଗେଜେଟେଡ ଅଫିସର ସଂଘର ସର୍ବଭାରତୀୟ ସମ୍ମିଳନୀ ଆଜି ହୋଟେଲ ସାଣ୍ଡି ଟାୱାର୍ସଠାରେ ଉଦଘାଟିତ ହୋଇଯାଇଛି। ଏହି ଦୁଇଦିନିଆ ସମ୍ମିଳନୀକୁ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର ବିଶ୍ବନାଥ ଝା ଉଦଘାଟନ କରିଛନ୍ତି। ଦୁଇ ଦିନ ଧରି ଅନୁଷ୍ଠିତ…
Read More...
Read More...
ମାଲ୍ୟାଙ୍କ ଶେୟାର ବିକିବେ ଇଡି
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ମଦ ବ୍ୟବସାୟୀ ମାଲ୍ୟାଙ୍କ ବକେୟା ଋଣ ପରିଶୋଧ କରିବା ଲାଗି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) ବାଟ ବାହାର କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ୱରେ ଗଠିତ କନସୋର୍ଟିୟମ ମାଧ୍ୟମରେ ଇଡି ମାଲ୍ୟାଙ୍କ ମଦ କମ୍ପାନୀ ୟୁନାଇଟେଡ ବ୍ରିଓରିଜର ପାର୍ଟନର ହେନେକେନ…
Read More...
Read More...
୨୦ ଫେବୃୟାରୀରୁ ଶସ୍ତାରେ କିଣି ପାରିବେ ଘର
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ନିଜର ଏକ ଘର ତିଆରି କରିବା ହେଉ କି କିଣିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏ ସ୍ୱପ୍ନ ପୂରଣ ହୋଇପାରେନି । ତେବେ ମୋଦି ସରକାରଙ୍କ କିଛି ନିଷ୍ପତ୍ତି ଯୋଗୁଁ ରିୟଲ ଇଷ୍ଟେଟ ସେକ୍ଟରରେ ଘର ମୂଲ୍ୟ କିଛିକାଂଶରେ କମିଛି । ଏବେ…
Read More...
Read More...
ମହିନ୍ଦ୍ରା ଲମିଟେଡ ପକ୍ଷରୁ ଏକ୍ସୟୁଭି ୩୦୦ ଉନ୍ମୋଚିତ
(ରିପୋର୍ଟରସ ଟୁଡେ/ମୁମ୍ବାଇ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲମିଟେଡ ପକ୍ଷରୁ ଆଜି ଏକ୍ସୟୁଭି ୩୦୦ ଉନ୍ମୋଚିତ କରାଯାଇଛି । ଏହି ଗାଡି ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଉପଲବ୍ଧ ହେବ । ପେଟ୍ରୋଲ ଭାରିଆଣ୍ଟ ଡବ୍ଲ୍ୟୁ୪ର ଏକ୍ସ ସୋରୁମ ମୂଲ୍ୟ ୭ ଲକ୍ଷ ୯୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବାବେଳେ…
Read More...
Read More...
୨୦୨୧ରୁ ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଏୟାରବସର ସୁପରଜମ୍ବୋ ଡବଲଡେକର ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ । କମ୍ପାନୀ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ଯାତ୍ରୀଙ୍କ ଦ୍ୱାରା ପ୍ରଶଂସିତ ଏହି ବିମାନ ନିର୍ମାଣରେ ଖର୍ଚ୍ଚ ବଢ଼ୁଥିବାରୁ ଏବଂ ବିମାନ କମ୍ପାନୀଗୁଡ଼ିକ ଏଥିପ୍ରତି ଆଗ୍ରହ…
Read More...
Read More...
ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ ଉତ୍ତର ପ୍ରଦେଶର ଗୋରଖପୁରରୁ ଆନୁଷ୍ଠାନିକଭାବେ ଆରମ୍ଭ କରିବେ। ପିଏମ-କିଷାନ ପୋର୍ଟାଲରେ ସେହିଦିନ ପର୍ୟ୍ୟନ୍ତ ଅପଲୋଡ୍ ହୋଇଥିବା…
Read More...
Read More...
ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ
(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଭାରତର ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ଟ୍ରେନ ୧୮ ବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ । ଦିଲ୍ଲୀରୁ ବାରଣାସୀ ଯିବାକୁ ଥିବା ଏହି ଟ୍ରେନରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ ରେଳୱର ବରିଷ୍ଠ…
Read More...
Read More...
ବିଏସଏନଏଲ୍ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି;ବନ୍ଦ ହେବନି ବିଏସଏନଏଲ ସେବା
(ତ୍ରିଲୋଚନ)ଭୁବନେଶ୍ବର : ବିଏସଏନଏଲ୍ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି । ବିଏସଏନଏଲ ବନ୍ଦ ହେବନି । ବିଏସଏନଏଲ ଖୁବଶୀଘ୍ର ବନ୍ଦ ହେବା ନେଇ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ଗୁଜବ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ଠାରୁ ଜାତୀୟ ସମେତ ଆଞ୍ଚଳିକ…
Read More...
Read More...