Browsing Category
ଵାଣିଜ୍ୟ
ପୁଣି ବଢିଲା ସୁନା ଦର
ଭାରତର ବଜାରରେ୨୪ କ୍ୟାରେଟ ସୁନାର ମୁଲ୍ୟ ଦଶଗ୍ରାମ ପ୍ରତି ୬୦,୬୨୦ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୫୩୦ ହୋଇଛି ।ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୨୨ ଓ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୫,୯୫୦ ଓ ୬୧,୦୪୦ ରହିଛି ।ମୁମ୍ବାଇ ଓ କୋଲକତାରେ ୨୨ କ୍ୟରେଟ ଓ…
Read More...
Read More...
ନିଲାମ ହେବ ୧୯ ଖଣି
ନୂଆଦିଲ୍ଲୀ ; ଭାରତ ସରକାରଙ୍କ କୋଇଲା ମନô୍ଣାଳୟ ପକ୍ଷରୁ ଚଳିତ ମାସ ୧୫ ତାରିଖ ଦିନ ୮ମ
ପର୍ଯ୍ୟାୟ ବାଣିଜ୍ୟିକ କୋଇଲା ଖଣି ନିଲାମର ଶୁଭାରମ୍ଭ ହେବ ।କୋଇଲା ମନô୍ୀ ପ୍ରହଲ୍ଲାଦ ଯୋଶୀ ଆନୁ
ଷ୍ଠାନିକ ଭାବରେ ଏହାର ଆରମ୍ଭ କରିବେ ।ଏଥିରେ ୫ରାଜ୍ୟର ମୋଟ୍ ୩୯ଟି ଖଣି କୁ ନିଲାମ କରାଯିବ ।…
Read More...
Read More...
ଧନତେରାସ୍ ପାଇଁ ଶସ୍ତା ହେଲା ସୁନା, ରୁପା
ନୂଆଦିଲ୍ଲୀ: ଆଜି ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ ସୁନାଦୋକାନରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୨୩ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୬୦,୧୧୭ ଟଙ୍କାକୁ ଖସି ଆସିଛି । ଅନ୍ୟପଟେ ୧୮ କ୍ୟାରେଟ୍ ସୁନା ମୂଲ୍ୟ…
Read More...
Read More...
ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ
ନୂଆଦିଲ୍ଲୀ: ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ବୁଧବାର ଦିନ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହୋଇ ବନ୍ଦ ହୋଇଯାଇଥିଲା । ଆଜି ଟଙ୍କା ୩ ପଇସା ହ୍ରାସ ପାଇ ଡ଼ଲାର ତୁଳନାରେ ୮୩ଟଙ୍କା ୩୦ ପଇସା ହ୍ରାସ ହୋଇ ବନ୍ଦ ହୋଇଯାଇଛି । ବୈଦେଶିକ ମୁଦ୍ରା ବ୍ୟବସାୟୀଙ୍କ ଅନୁଯାୟୀ ଷ୍ଟକ୍…
Read More...
Read More...
୨ ହଜାର ଟଙ୍କିଆ ନୋଟ୍ ବଦଳ; RBI ସମ୍ମୁଖରେ EOW ‘ଟିମ୍
ଭୁବନେଶ୍ୱର : ଭୁବନେଶ୍ୱର RBI କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛି EOW ‘ଟିମ୍’ । ନୋଟ୍ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଲମ୍ବା ଲାଇନ୍ କରି ଥିବା ଲୋକଙ୍କୁ ପଚରାଉଚରା କରିବା ସହିତ ଅଧାର କାର୍ଡ ଯାଞ୍ଚ କରୁଛି ଟିମ । ୨୦ ହଜାରରୁ…
Read More...
Read More...
ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ଲଟ ଆବଣ୍ଟନ
କଟକ: ଚଳିତ ବର୍ଷ ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ କଟକର ଐତିହାସିକ ବାଲିଯାତ୍ରା । ଏଥି ନିମନ୍ତେ ଆଜିଠାରୁ ପ୍ଲଟ ଆବଣ୍ଟନ ପକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଅଫଲାଇନ ମୋଡରେ ପଞ୍ଜକରଣ ପ୍ରକ୍ରିୟା ଚାଲିବୋଲି କୁହାଯାଉଛି । ଏହି…
Read More...
Read More...
ଏକମାତ୍ର ଓଡ଼ିଆ ଭାବରେ ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ ଏକମାତ୍ର ଓଡ଼ିଆ ଭାବରେ, ସମ୍ମାନଜନକ ‘ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୩’ରେ ସ୍ଥାନ ପାଇଛନ୍ତି | ଏହି ଧନୀ ତାଲିକାରେ ସ୍ଥାନ ପାଇଥିବା ପ୍ରସିଦ୍ଧ ବ୍ୟକ୍ତିଙ୍କ ଭିତରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ,…
Read More...
Read More...
ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ପିଛା ମିଳିବ ୩୦୦ଟଙ୍କାର ସବସିଡି
ନୂଆଦିଲ୍ଲୀ : ଆଜି କେନ୍ଦ୍ର କ୍ୟାବିନେଟ ନେଇଛି ବଡ ନିଷ୍ପତ୍ତି । ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ପିଛା ମିଳିବ ୩୦୦ଟଙ୍କାର ସବସିଡି । ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ଟଙ୍କା ବଦଳରେ ମିଳିବ ୩୦୦ଟଙ୍କା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ…
Read More...
Read More...
ସପ୍ତାହକ ମଧ୍ୟରେ ୫ହଜାର ଟଙ୍କା କମିଛି ସୁନା ଦର
ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର । ପାର୍ବଣ ଋତୁରେ କମିଛି ସୁନା ଦର । ଲଗାତାର ସୁନାଦର ବଢୁଥିବା ବେଳେ ଆଜି କିଛି ପରିମାରଣର କମିଛି ସୁନା ଦର । ଆଜି ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୨ହଜାର ୮୦୦ ଟଙ୍କା ରହିଥିବା ବେଳେ ଗତକାଲି ତୁଳନାରେ ପ୍ରାୟ ୭୦୦…
Read More...
Read More...
ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ବଢିଲା ୨୦୦୦ ଟଙ୍କିଆ ନୋଟ ବଦଳ ଅବଧି
ନୂଆଦିଲ୍ଲୀ: ବଢିଲା ଦୁଇ ହଜାର ଟଙ୍କିଆ ନୋଟ ବଦଳ ଅବଧି । ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ବଢିଲା ଏହି ଅବଧି । ଅକ୍ଟୋବର ୭ ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳା ଯାଇପାରିବ । ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ସୁରୁଥିଲା । ଅବଧି ବୃଦ୍ଧି ନେଇ ଆରବିଆଇ ପକ୍ଷରୁ ସୂଚନା ରହିଛି । ଅର୍ଥାତ ୨ହଜାର…
Read More...
Read More...