Browsing Category

ଵାଣିଜ୍ୟ

ଅମୁଲ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ଗ୍ରାହକଙ୍କୁ ବଡ଼ ଝଟକା, ୨ ଟଙ୍କା ବଢିଲା ଅମୁଲ କ୍ଷୀରର ଦର। ଅମୁଲ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରିଥିବା ଘୋଷଣା କରିବା ସହ ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଅମୁଲ ତାଜା ପାଉଡର ଛାଡିଲେ ଅନ୍ୟ ସମସ୍ତ ପ୍ୟାକେଟ କ୍ଷୀରର ଦର ବୃଦ୍ଧି ହୋଇଛି।…
Read More...

୯୦ ଟଙ୍କିଆ ରୂପା କଏନ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ନୂଆଦିଲ୍ଲୀ :ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ ଏକ ରୂପା କଏନ କରିଛନ୍ତି ଉନ୍ମୋଚନ । ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସଂପୂର୍ଣ୍ଣ ରୂପାରେ ପ୍ରସ୍ତୁତ ୯୦ ଟଙ୍କିଆ କଏନ ର ଓଜନ ୪୦…
Read More...

୩୦ଟଙ୍କା ୫୦ ପଇସା ହ୍ରାସ ହୋଇଛି ଏଲପିଜି ଗ୍ୟାସ୍ ଦର

ନୂଆଦିଲ୍ଲୀ: ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର। ଏପ୍ରିଲ ୧ ବା ଆଜି ଠାରୁ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୩୦ଟଙ୍କା ୫୦ ପଇସା ହ୍ରାସ ହୋଇଛି। ସେପଟେ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି। ସେହିପରି ୫ କେଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ କରିଛି ତୈଳ…
Read More...

ବଢିଚାଲିଛି ସୁନା ଦର, ୧୦ ଗ୍ରାମକୁ ୭୦ ହଜାର

ନୂଆଦିଲ୍ଲୀ: ବଢ଼ିଚାଲିଛି ସୁନା ଦର । ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର । ୧୦ଗ୍ରାମ ୨୪କ୍ୟାରେଟ ସୁନା ଦାମ ଗୋଟିଏ ଦିନରେ ୭୦୦ଟଙ୍କା ବଢିବା ପରେ ୬୯ହଜାର ୭ଶହ ଟଙ୍କା ଉପରେ ରହିଥିବା ବେଳେ ୧୦ଗ୍ରାମ ୨୨କ୍ୟାରେଟ ସୁନାର ଦାମ ୬୨ହଜାର ୮ଶହ ହଜାର ରହିଛି । ଦର ବୃଦ୍ଧି ପରେ ଭୁବନେଶ୍ୱରରେ ୨୨…
Read More...

ଜିଓ ହେଉଛି ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ; ସର୍ବଭାରତୀୟ ସ୍ତରରେ ଅଛି ନବମ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ ସଂସ୍ଥା ଜିଓ ପୁଣି ଥରେ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ୍ ଭାବେ ମାନ୍ୟତା ଲାଭ କରିଛି। ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଭାରତର…
Read More...

୩୯ଟଙ୍କା ୫୦ ପଇସାକୁ କମିଛି କମର୍ସିଆଲ ଗ୍ୟାସ ଦର

ଭୁବନେଶ୍ବର : କମିଛି  କମର୍ସିଆଲ ଗ୍ୟାସ ଦର । ରାଷ୍ଟ୍ରିୟ ତୈଳ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ ଦରକୁ  ୩୯ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି ।  ଏହି ନୂଆ ଦର ସାର ସେଶରେ ଲାଗୁ କରାଯାଇଛି । ନୂତନ ଦର ଅନୁସାରେ ନୂଆଦିଲ୍ଲୀରେ ବ୍ୟାବସାୟିକ ଗ୍ୟାସ୍ ଦର ୧୭୯୬ ଟଙ୍କା ୫୦ ପଇସାରୁ ୧୭୫୭ ଟଙ୍କାକୁ…
Read More...

ମୃତକଙ୍କ ପରିବାର କୁ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

ବସ୍ତା / ଅଜିତ ସାହୁ: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତର ପାଣିନଗର ଗ୍ରାମର ପୁଷ୍ପଲତା ଜେନାଙ୍କ ୨୦୨୩ ଜୁନ ୭ ତାରିଖରେ ସାପ କାମୁଡ଼ା ଜନିତ ମୃତ୍ୟୁ ଘଟିଥିଲା।ସୂଚନା ଥାଉ କି, ସେ ଏସ.ବି.ଆଇ ବ୍ୟାଙ୍କରେ ଦୃଘଟଣା ଜନିତ ବୀମା ଯୋଜନା ୫ ଶହ ଟଙ୍କାର ବୀମା କରିଥିଲେ।…
Read More...

କାନାରା ବ୍ୟାଙ୍କର ପିପିଲି ନୂତନ ଶାଖା ଉଦ୍ଘାଟିତ

ପୁରୀ / ଜୟନ୍ତ  କୁମାର   ସେଥି  : ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କ ପକ୍ଷରୁ ପିପିଲି ଠାରେ ଏକ ନୂତନ ଶାଖା ଏବଂ ଏମ୍ଏସ୍ଏମ୍ଇ ଆଉଟରିଚ କାର୍ଯ୍ୟକ୍ରମକୁ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ଜଗଦୀଶ ଚନ୍ଦର ଉଦ୍‌ଘାଟନ କରିଛନ୍ତି  । ଏହି ଶାଖାଟି ରାଜ୍ୟର ୨୬୮ତମ ଶାଖା ଅଟେ । ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ…
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଭୁବନେଶ୍ବର: ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି    ଐତିହାସିକ  ବାଲିଯାତ୍ରା  କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ  ଆବଶ୍ୟକ  ପଦକ୍ଷେପ  ନେବା  ପାଇଁ  ମୁଖ୍ୟମନ୍ତ୍ରୀ…
Read More...

ଡିସେମ୍ବର ମାସ ଆରମ୍ଭରୁ ମହଙ୍ଗା ହେଲା ଏଲପିଜି ଗ୍ୟାସ

ନୂଆ ଦିଲ୍ଲୀ: ପୁଣି ହାଣ୍ଡିଶାଳରେ ମାଡ । ଡିସେମ୍ବର ମାସ ଆର ମ୍ଭରୁ ମହଙ୍ଗା ହେଲା ଏଲପିଜି ଗ୍ୟାସ । ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା…
Read More...