Browsing Category

ଵାଣିଜ୍ୟ

ବିଶ୍ୱବ୍ୟାପି ମାଇକ୍ରୋସଫ୍ଟ ବାଧାପ୍ରାପ୍ତ; ବିଭିନ୍ନ ଜରୁତୀ ସେବା ଠପ

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ସର୍ଭର ଠପ । ବିଶ୍ୱବ୍ୟାପି ମାଇକ୍ରୋସଫ୍ଟ ବାଧାପ୍ରାପ୍ତ । ବିଭିନ୍ନ ଜରୁତୀ ସେବା ଠପ ହୋଇ ଯାଇଛି ।ବିମାନ ସେବା ଟାରୁ ଆରମ୍ଭ କରି ସ୍ୱାସ୍ଥ , ବ୍ୟାଙ୍କିଂ , ଷ୍ଟକ ଏକ୍ସଚେଞ୍ଜ , ଟେଲିକମ ସେବା ସବୁ କିଛି ବାଧାପ୍ରାପ୍ତ ହୋଇଛି । ବିମାନ ଚଳାଚଳରେ ବଡ ଧରଣର…
Read More...

ପାୱାର ସେକ୍ଟରର ଏକ କମ୍ପାନୀ ଦେବାଲିଆ ଘୋଷିତ

ନାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ବା ଏନସିଏଲଟି ପାଓା୍ୱର ଓ ଇମ୍ଫ୍ରା ପ୍ରୋଜେକ୍ଟସ ଉପରେ କାମ କରୁଥିବା ଏକ କମ୍ପାନୀକୁ ଦେବାଲିଆ ଘୋଷିତ କରିଦେଇଛିା ଜିବିକେ ପାୱାର ଆଣ୍ଡ ଇମ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ ବା ଜିଭିକେପିଆଇଏଲକୁ ଦେବାଲିଆ ଡିକ୍ଲାର କରି ଦେଇଛନ୍ତିା ଏହି କମ୍ପାନୀ ଉପରେ ୧୮୦୦୦…
Read More...

 IAS ସ୍ତରରେ ବଡଧରଣର ଅଦଳବଦଳ, ଗେହ୍ଲାପୁଅଙ୍କୁ ଝଟକା

IAS ସ୍ତରରେ ବଡଧରଣର ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଇଝ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ମୋହନ ସରକାର । କିନ୍ତୁ ଏହି ଅଦଳବଦଳରେ ନବୀନ ସରକାରରେ ଥିବା ଗେହ୍ଲା ପୁଅଙ୍କୁ ଲାଗିଛି ଝଟକା । ଓଇଝ ଆର.ଭିନିଲକ୍ରିଷ୍ଣା, ବିଶାଳ ଦେବ ଓ ଜି.ମାଥିଭାଥାନନ୍…
Read More...

ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍

ନୂଆଦିଲ୍ଲୀକେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ, ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ । ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍ ।  ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା…
Read More...

କମିଲା କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ । ଆଜି ଦିଲ୍ଲୀରେ ସିଲିଣ୍ଡର ୩୦ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀରେ ୧୬୭୬ ଟଙ୍କାରେ ମିଳୁଥିବା ସିଲିଣ୍ଡର ଏବେ ୧୬୪୬ ଟଙ୍କାରେ ଗ୍ରାହକଙ୍କୁ ମିଳିବ । କୋଲକାତା ଏବଂ ମୁମ୍ବାଇ, ଚେନ୍ନାଇରେ…
Read More...

ଗ୍ରାହକଙ୍କୁ ଝଟ୍‌କା : ଅନଲିମିଟେଡ 5G ସେବା ବନ୍ଦ କରିଦେଇଛି ଜିଓ

ଜିଓ ଗ୍ରାହକଙ୍କୁ ଝଟ୍‌କା । ଅନଲିମିଟେଡ 5G ସେବା ବନ୍ଦ କରିଦେଇଛି ଜିଓ । କିଛି ନିର୍ଦ୍ଦିଷ୍ଟ ପ୍ଲାନ ସହ ଅନଲିମିଟେଡ 5G ସର୍ଭିସ ଦେବାକୁ କମ୍ପାନୀ ସ୍ଥିର କରିଛି । ଅନ୍ୟପଟେ ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ରିଲିଆନ୍ସ ଜିଓ । ଜୁଲାଇ ୩ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି…
Read More...

ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ କମ୍ପଲିଆଣ୍ଟ ରେଞ୍ଜ ର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚନ

ଭୁବନେଶ୍ବର  : ଜିଏସପି ପାୱାର ପ୍ରୋଜେକ୍ଟ ଯାହାକି ପ୍ରମୁଖ  ଡିଜେଲ ଜେନେରେଟର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ ଆଜି ଏହାର  ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ  କମ୍ପଲିଆଣ୍ଟ ରେଞ୍ଜ ର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚନ କରିଛି |…
Read More...

ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମିଳିବ ବିଭିନ୍ନ ଦେଶରୁ ଆସୁଥିବା ଜିନିସ

ଭୁବନେଶ୍ୱର : ବିଭିନ୍ନ ଜିଲ୍ଲା ଏବଂ ଦେଶରୁ ଆସିଛି ସେମାନଙ୍କ ସ୍ୱତନ୍ତ୍ର ଜିନିଷ ଯାହା ୯ମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମିଳିବ ଚଳିତ ମାସ ୨୧ ତାରିଖରୁ ଠାରୁ ୧-ଜୁଲାଇ  ପର୍ଯ୍ୟନ୍ତ, ଜନତା ମୈଦାନରେ ପ୍ରତିଦିନ ୨.୦୦ ରୁ ରାତି ୧୦.୦୦ ଟା ପର୍ଯ୍ୟନ୍ତ | ଏହି ମେଳାରେ ୨୨ ଟି…
Read More...

ଆଇଫୋନ୍ ୟୁଜର୍ସଙ୍କ ପାଇଁ ଆସିଛି ଏକ ଅପକମିଂ ଅପରେଟିଂ ସିଷ୍ଟମ୍

ମୁମ୍ବାଇ : ଆଇଫୋନ୍ ୟୁଜର୍ସଙ୍କ ପାଇଁ ଆସିଛି ଏକ ଅପକମିଂ ଅପରେଟିଂ ସିଷ୍ଟମ୍ । ଆପଲ୍ WWDC ୨୦୨୪ ଇଭେଣ୍ଟରେ, କମ୍ପାନୀ iOS 18 ଘୋଷଣା କରିଛି। ଏହାର ସାହାଯ୍ୟରେ, ଆଇଫୋନ୍ ୟୁଜର୍ସମାନେ ଅନେକ ନୂଆ ଫିଚର୍ସ ଦେଖିବାକୁ ପାଇବେ । ଏହା ବ୍ୟତୀତ ଆପଲ୍ ଇଣ୍ଟେଲିଜେନ୍ସ ଲଞ୍ଚ କରାଯାଇଛି। ଯାହାକି ଏକ…
Read More...

ସୁନା କିଣିବାକୁ ଯୋଜନା କରିଛନ୍ତି କି ? ପ୍ରଥମେ ଜାଣନ୍ତୁ ଦାମ

ଭୁବନେଶ୍ୱର : ଆଜିକା ଦିନରେ ବାହାଘର ହେଉ କି ବ୍ରତ ଘର, ଜନ୍ମ ଦିନ ହେଉ ବିବାହ ବାର୍ଷିକୀ | ସବୁଥିରେ ସୁନା ଜିନିଷ ଗିଫ୍ଟ ଦେବାକୁ ସମସ୍ତେ ପସନ୍ଦ କରିଥାନ୍ତି | କିନ୍ତୁ ବଢୁଥିବା ଚାହିଦା ସାଙ୍ଗକୁ ସୁନା ଦର ବୃଦ୍ଧି ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ତେବେ ବର୍ତମାନ କଣ ରହିଛି ସୁନା ଦାମ…
Read More...