Browsing Category
କୃଷି
ଅକ୍ଷୟ ତୃତୀୟାରେ ୫୦ ଲକ୍ଷ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା
ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଚାଷୀଙ୍କୁ ପୁଣି ମିଳିବ ଟଙ୍କା । ଆସନ୍ତାକାଲି ଅକ୍ଷୟ ତୃତୀୟାରେ ୫୦ ଲକ୍ଷ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା । ୧ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିବ । ତେବେ ନାମପତ୍ର,ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ସିଏମ କିଷାନ ।ସିଏମ କିଷାନ୍…
Read More...
Read More...
ଧାନ ଫସଲ କ୍ଷୟକ୍ଷତିର ବୀମା ଯୋଗାଇବାକୁ ଜିଲ୍ଲାପାଳଙ୍କୁ ଚାଷୀ ସଂଗଠନର ଦାବୀ ପ୍ରଦାନ
ସୋନପୁର : ଅଜଣା ରୋଗ ରେ ଧାନ ଫସଲ ନଷ୍ଟ ହେଉଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ପ୍ରାଥମିକ ସେବା ସମବାୟ ସମିତି ର ବିଭିନ୍ନ ଚାଷୀ ସଂଗଠନ ର ଶତାଧିକ ଚାଷୀ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l
ଧାନ ଫସଲ କ୍ଷୟ କ୍ଷତି ର ଉଚିତ…
Read More...
Read More...
ଓୟୁଏଟିରେ ଓଡିଶାର କୃଷିଜାତ ଦ୍ରବ୍ୟର ରପ୍ତାନି ଉପରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଓଡିଶା କର୍ପୋରେଟେ ଫାଉଂଡେସନର ମିଳିତ ଆନୁକୂଲ୍ୟ ଏବଂ ‘କୃଷି ଏବଂ ଖାଦ୍ୟ ପ୍ରଣାଳୀ ପ୍ରକ୍ରିୟାକରଣ ବିକାଶ କ୍ଷେତ୍ର ପ୍ରାଧିକରଣ’ ର ଆର୍ଥିକ ଅନୁଦାନରେ ‘ ଓଡିଶାର କୃଷିଜାତ ଦ୍ରବ୍ୟର ରପ୍ତାନି ଉପରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ’…
Read More...
Read More...
ଏପ୍ରିଲ ୩୦ରେ ସାରା ରାଜ୍ୟରେ ଅଖିମୁଠି ଅନୂକୁଳ କରିବ ବିଜେପି କୃଷକ ମୋର୍ଚ୍ଚା : ମହେଶ୍ୱର ସାହୁ
ଭୁବନେଶ୍ୱର : ଅକ୍ଷୟ ତୃତୀୟା ହେଉଛି ଏକ କୃଷିଭିତିକ ପର୍ବ । ଓଡ଼ିଶାର ଆବାହନକାଳରୁ ଏହି ଦିନ ଚାଷୀ ନିଜ ଜମିରେ ପୂଜାର୍ଚ୍ଚନା କରିବା ସହ ମୁଠି ଅନୁକୁଳ କରି ଚାଷ କାମ ଆରମ୍ଭ କରିଥାଏ । ଏପ୍ରିଲ ୩୦ ତାରିଖ (ବୁଧବାର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜେପି କୃଷକ ମୋର୍ଚ୍ଚା ସାରା ରାଜ୍ୟରେ…
Read More...
Read More...
ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରଙ୍ଗୀନ ରାସନ କାର୍ଡ…
ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରଙ୍ଗୀନ ରାସନ କାର୍ଡ । ନୂଆ ରାସନକାର୍ଡ ବାଣ୍ଟିବେ ସରକାର । ଏନେଇ ଖାଦ୍ୟ ୍ୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂଚନା ଦେଇଛି । ବିଡିଓ, ମୁ୍ୟନିସପାଲ, କମିଶନର କାର୍ଡ ଇସୁ୍ୟ କରିବେ । ନୂଆ ରାସନକାର୍ଡ ତିଆରି ପାଇଁ ସମସ୍ତ ଜିଲ୍ଲପାଳଙ୍କୁ ନିଦେ୍ର୍ଦଶ…
Read More...
Read More...
ଓଡିଶା ଚାଷୀଙ୍କୁ ମାଲେସିଆ ବୁଲାଇବେ କୃଷି ବିଭାଗ
ଭୁବନେଶ୍ୱର: ମାଲେସିଆ ଯିବେ କୃଷକ ଓ କୃଷି ଅଧିକାରୀ । ଓଡିଶା ଚାଷୀଙ୍କୁ ମାଲେସିଆ ବୁଲାଇବେ କୃଷି ବିଭାଗ । 8 ଦିନିଆ ଏକ୍ସପୋଜର ଭିଜିଟରେ ଯିବେ ଓଡ଼ିଶାର ଚାଷୀ ଏବଂ କୃଷି ବିଭାଗର ଅଧିକାରୀ । ବିଭିନ୍ନ ଅଞ୍ଚଳର 14 ଜଣ ଚାଷୀ ଏବଂ 14 ଅଧିକାରୀ ମନେ ମାଲେସିଆ ଗସ୍ତରେ ଯିବେ । ନାବାର୍ଡ ଏବଂ…
Read More...
Read More...
ଚଳିତ ବର୍ଷ ୭୪ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର
ବ୍ୟୁରୋ : ଗତ ବର୍ଷ ଅପେକ୍ଷା ୧୬ ଲକ୍ଷ ମେଟ୍ରିକ ଅଧିକ ଧାନ କିଣିଛନ୍ତି ସରକାର । ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ପ୍ରତ୍ୟେକ ବର୍ଷ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଲମସ ନିଏ । ଏଥର କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆଉ ଅଧିକ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ…
Read More...
Read More...
ନୂଆ ରାସ୍ତା ଦେଖାଇବ କୋଲଡ଼ ଷ୍ଟୋରେଜ ପଲିସି
ପଞ୍ଜାବ ହରିଆଣାରେ ପାଞ୍ଚ ଏକର ଜମି ଥିବା ଚାଷୀ କୋଟିପତି ହେଉଛନ୍ତି, ଡାଲି ଜାତୀୟ କମ ସାର ଏବଂ କୀଟନାଶକ ବ୍ୟବହାର କରି ଅଧିକ ଫସଲ ଅମଳ କରାଯାଇପାରିବ ବୋଲି ସରକାର କ’ଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । ପାଣିର ଅଭାବ ପାଇଁ ଖରିଫ ଫସଲ ପରେ ଚାଷ…
Read More...
Read More...
ବିଧାନସଭାରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଉତ୍ତର ନେଇ ବଢିଲା ଦ୍ଵନ୍ଦ
ଭୁବନେଶ୍ୱର;ରାଜ୍ୟରେ ଭାଗଚାଷୀଙ୍କ ପ୍ରକୃତ ସଂଖ୍ୟା କେତେ ? ବିଧାନସଭାରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଉତ୍ତର ନେଇ ବଢିଲା ଦ୍ଵନ୍ଦ । ଗୋଟିଏ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଉତ୍ତର ରଖିଲେ ଉପମୁଖ୍ୟ ମନ୍ତ୍ରୀ ।
ପ୍ରଥମେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଲିଖିତ ପ୍ରଶ୍ନରେ…
Read More...
Read More...
ମହିଳାଙ୍କ ଭାଗିଦାରୀ କୃଷି ଅର୍ଥନୀତିକୁ ସୁଦୃଢ କରିବ : ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ଵର, ତା: ୧୧/୦୩/୨୫: “ଚାଷରୁ ଅମଳ, ବିହନ ବୁଣିବାଠାରୁ ବିପଣନ ବ୍ୟବସ୍ଥାକୁ ଆଗକୁ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଚାଷୀଙ୍କର ପ୍ରତ୍ୟକ୍ଷ ଯୋଗଦାନ ରହିଛି । କୃଷି ଅର୍ଥନୀତିକୁ ସୁଦୃଢ କରିବାରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ” ବୋଲି ମାନ୍ୟବର ମତ୍ସ୍ୟ…
Read More...
Read More...